ସଞ୍ଜୟ ମଲହୋତ୍ରା ହେଲେ RBIର ନୂଆ ଗଭର୍ଣ୍ଣର

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)ର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କଲେ ସଞ୍ଜୟ ମଲହୋତ୍ରା । ଆରବିଆର ୨୬ତମ ଗଭର୍ଣ୍ଣର ଭାବେ ଆସନ୍ତା ୩ ବର୍ଷ ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମଲହୋତ୍ରା । ପ୍ରକାଶ ଯେ, ଗତ ଡିସେମ୍ବର ୯ ତାରିଖରେ ସଞ୍ଜୟ ମଲହୋତ୍ରଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନାମ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଦୀର୍ଘ ୬ ବର୍ଷ ପରେ ଶକ୍ତିକାନ୍ତଙ୍କ ପରେ ସଞ୍ଜୟ ମଲହୋତ୍ରା ଆରବିଆଇ ଗଭର୍ଣ୍ଣର…

Read More

ବଜାରରେ ଟିଭିଏସ୍‌ ରୋନିନ୍‌

ମଡେଲରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହିତ ସର୍ବୋତ୍ତମ ଫିଚର ସାମିଲ ରହିଛି। ଉଲ୍ଲେଖଯୋଗ୍ୟ, ଗୋଆର ଭାଗାଟୋରଠାରେ ଆୟୋଜିତ ମୋଟରସାଇକେଲ୍‌ ଉତ୍ସବ ‘ଟିଭିଏସ୍‌ ମୋଟୋସୌଲ ୪.୦’ରେ କମ୍ପାନୀର ଦ ୨୦୨୫ ଟିଭିଏସ୍‌ ରୋନିନ୍‌କୁ ଆନୁଷ୍ଠାନିକ ଭାବେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଏହି ମୋଟରସାଇକେଲ୍‌ ଦୁଇଟି ନୂଆ ରଙ୍ଗ ଗ୍ଲାସିୟର ସିଲ୍‌ଭର୍‌ ଏବଂ ଚାର୍‌କୋଲ୍‌ ଏମ୍ବର କଲର (ରଙ୍ଗ) ରେ ଉପଲବ୍ଧ ହେଉଛି, ଯାହା ରେଟ୍ରୋ ଡିଜାଇନ୍‌ ଓ ଆଧୁନିକ…

Read More

ଷ୍ଟକ ବଜାରରେ ହଇଚଇ

ଶୁକ୍ରବାର ଷ୍ଟକ ବଜାର ପାଇଁ ଏକ ସ୍ୱତନ୍ତ୍ର ଦିନ ଥିଲା। ଏହି ଦିନ ସେନ୍ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି ପାଇ ୮୧,୦୩୬.୨୨ରେ ଖୋଲିଥିବା ବେଳେ ୦.୧୪% ବୃଦ୍ଧି ସହ ୮୦,୯୫୬.୩୩ରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି-୫୦ ମଧ୍ୟ ୧୦.୩୦ ପଏଣ୍ଟ ବୃଦ୍ଧି ପାଇ ୨୪,୪୬୭.୪୫ରେ ବନ୍ଦ ହୋଇଛି। ଶୁକ୍ରବାର ବ୍ୟାଙ୍କିଙ୍ଗ ଷ୍ଟକ୍ ଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଲିଷ୍ଟିଂ ଦିନ ଗୋଟିଏ ଷ୍ଟକ ବଜାରରେ ହଇଚଇ ସୃଷ୍ଟି କରିଥିଲା। ଏହି ଷ୍ଟକ…

Read More

ରେପୋ ରେଟ୍ ଅପରିବର୍ତ୍ତିତ

ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ମଧ୍ୟ ରେପୋ ରେଟ୍ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ ରେପୋ ରେଟ୍ ୬.୫୦ ପ୍ରତିଶତରେ ସ୍ଥିର ରହିଛି। ଲଗାତାର ଏକାଦଶ ଥର ଯାହା ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରିଜର୍ଭ ବ୍ୟାଙ୍କ ଗତ ଫେବୃଆରୀ ୨୦୨୩ ରେ ସୁଧ ହାରରେ ପରିବର୍ତ୍ତନ କରି ଏହାକୁ ୨୫ ଆଧାର ପଏଣ୍ଟକୁ ୬.୫୦…

Read More

ଏଟିଏମ୍ ରୁ ଉଠାଇପାରିବେ PF ଟଙ୍କା

ବେସରକାରୀ କ୍ଷେତ୍ରର କର୍ମଚାରୀମାନଙ୍କୁ ଅବସରକାଳୀନ ଆର୍ଥିକ ସୁରକ୍ଷା ପ୍ରଦାନ କରୁଥିବା ଏହି ବ୍ୟବସ୍ଥା ବହୁତ ଜଲଦି ଏକ ବଡ଼ ପରିବର୍ତ୍ତନ ସହିତ ଆସିପାରେ । ଏହା କର୍ମଚାରୀମାନଙ୍କ ମୁଖ୍ୟ ସମସ୍ୟାକୁ ଦୂର କରିବ ।ଏହି ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀମାନେ ଟଙ୍କାର ଆବଶ୍ୟକ ସମୟରେ ଏଟିଏମ୍ ଉପଯୋଗ କରିପାରିବେ । ଡେବିଟ୍ କାର୍ଡ ବ୍ୟବହାର କରି ସେମାନେ PF ଟଙ୍କା ଉଠାଇ ପାରିବେ ।ଏଟିଏମରୁ ଟଙ୍କା ଉଠାଣର ଲିମିଟ୍ ମଧ୍ୟ ସ୍ଥିର କରାଯିବ । ଏହା ଦ୍ୱାରା ଅବସର…

Read More

ଦେବଗଡ଼ କେନ୍ଦୁଝରରେ ସୁନା ଖଣି

ଓଡିଶା ମାଟି ଖଣିଜ ସମ୍ପଦ ଭରା ହୋଇଥିବା ବେଳେ ରାଜ୍ୟର ଦୁଇଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଏନେଇ ଇସ୍ପାତ ଏବଂ ଖଣିଜ ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି।ଜଳେଶ୍ୱର ବିଧାୟକ ଅଶ୍ବିନୀ କୁମାର ପାତ୍ର ଏବଂ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗୃହରେ ଏହି ଖୁଲାସା କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦେଓଗଡ଼ ଜିଲାର ଆଡସା-ରାମପାଲି ଅଞ୍ଚଳରେ ଏବଂ କେନ୍ଦୁଝର ଜିଲାର ଗପୁର-ଗାଜିପୁର ଅଞ୍ଚଳରେ ଏହି…

Read More

ଲଞ୍ଚ ହେବ ହୁଣ୍ଡାଇ କ୍ରେଟା ଇଭି

ଖୁବ ଶୀଘ୍ର ଏହାର ଇଲେକ୍ଟ୍ରିକ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ବର୍ତ୍ତମାନ ଭାରତୀୟ ବଜାରରେ ହୁଣ୍ଡାଇ କ୍ରେଟା ଇଭି ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି । ଜାନୁଆରୀ ୨୦୨୫ ରେ କମ୍ପାନୀ ଦ୍ୱାରା ଏହି ଗାଡି ଲଞ୍ଚ ହେବ । ଅଟୋ ଏକ୍ସପୋ ୨୦୨୫ ରେ ଏହା ଲଞ୍ଚ ହେବ ବୋଲି ଆଶା କରାଯାଉଛି । ତେବେ କମ୍ପାନୀ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ଏହି ସୂଚନା ଦେଇନାହିଁ ।ଲଞ୍ଚ ପୂର୍ବରୁ, କ୍ରେଟା ଇଭି…

Read More

ମାହାଙ୍ଗା ହେଲା କୋଲ୍ଡଡ୍ରିଙ୍କ, ସିଗାରେଟ

ଜିଏସଟିକୁ ତର୍କସଙ୍ଗତ କରିବା ପାଇଁ ମନ୍ତ୍ରୀ ସମୁହଙ୍କ ଦ୍ୱାରା ଗଠିତ କମିଟି କୋଲ୍ଡଡ୍ରିଙ୍କ, ସିଗାରେଟ ଏବଂ ତମାଖୁ ଭଳି ହାନୀକାରକ ପଦାର୍ଥ ଉପରେ ଟାକ୍ସ ୨୮%ରୁ ବୃଦ୍ଧି କରି ୩୫% ବଢ଼ାଇବାର ନିଷ୍ପତ୍ତି ନେଇଛନ୍ତି । ସୋମବାର ଦିନ ବସିଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ଜିଏସଟି ପରିଷଦ ଚୂଡ଼ାନ୍ତ ନିଷ୍ପତ୍ତି ନେବେ…

Read More

ଜାତୀୟସ୍ତରର ସମ୍ମାନ ବା ସ୍ବୀକୃତି ମିଳିଛି ରିଲାଏନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆରଆଇଏଲ) କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ବା ସ୍ବୀକୃତି ମିଳିଛି। ଏପରିକି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ସର୍ବଶ୍ରେଷ୍ଠ କମ୍ପାନୀ ଭାବେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ସ୍ଥାନ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ରେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ଏକ ନମ୍ବର କମ୍ପାନୀ ଭାବେ ସ୍ଥାନ ପାଇଛି। ଏପରିକି କମ୍ପାନୀର ରାଜସ୍ବ, ଲାଭ, ବଜାର ମୂଲ୍ୟ ଏବଂ ସାମାଜିକ ପ୍ରଭାବ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଆଗରେ ରହିଛି।ୱିଜିକି ହେଉଛି, ଏକ…

Read More

୩୩ଟି ସ୍ମାର୍ଟଫୋନରେ ଚାଲିବନି ହ୍ୱାଟସଆପ୍

ଖୁବଶୀଘ୍ର ଅନେକ ସ୍ମାର୍ଟଫୋନରେ ଏହି ସୋସିଆଲ ମିଡ଼ିଆ ମେସେଜିଂ ଆପ୍ ବନ୍ଦ ହେବାକୁ ଯାଉଛି । ଏପରି ୩୩ଟି ସ୍ମାର୍ଟଫୋନରେ ହ୍ୱାଟସଆପ୍ ସପୋର୍ଟ କରିବ ନାହିଁ । କମ୍ପାନୀ ପକ୍ଷରୁ ଏହି ସମସ୍ତ ସ୍ମାର୍ଟଫୋନର ଲିଷ୍ଟ ଜାରି କରାଯାଇଛି । ଆପଣଙ୍କର ସ୍ମାର୍ଟଫୋନ୍ ଏହି ଲିଷ୍ଟରେ ଥାଇପାରେ, ତେଣୁ ଆପଣମାନେ ତଳେ ଦିଆଯାଇଥିବା ଲିଷ୍ଟକୁ ଯାଇ ଥରେ ଚେକ୍ କରିନିଅନ୍ତୁ । ହ୍ୱାଟସଆପ୍ ପକ୍ଷରୁ ଏନେଇ ଏକ ବଡ଼ ଘୋଷଣା କରାଯାଇଛି । ନୂଆ ବର୍ଷରୁ କିଛି…

Read More