ଫାସଟ୍ୟାଗର ବାର୍ଷିକ ପାସ୍ କାର୍ଯ୍ୟକାରୀ: ପ୍ରଥମ ଦିନରେ ୧.୨ ଲକ୍ଷ ଲୋକ କିଣିଲେ ₹୩୦୦୦ ମୂଲ୍ୟର ପାସ୍
ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦେଶସାରା ‘ଫାସଟ୍ୟାଗ ବାର୍ଷିକ ପାସ୍’ କାର୍ଯ୍ୟକାରୀ କରିଛି। ଶୁକ୍ରବାର, ୧୫ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଯୋଜନା ପ୍ରଥମ ଦିନରେ ଜାତୀୟ ରାଜପଥ ବ୍ୟବହାରକାରୀଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ସରକାରୀ ବିବୃତ୍ତି ଅନୁଯାୟୀ, ପ୍ରଥମ ଦିନ ଅପରାହ୍ନ ୪:୩୦ ସୁଦ୍ଧା ପ୍ରାୟ ୧.୨ ଲକ୍ଷ ଉପଭୋକ୍ତା ₹୩୦୦୦ ମୂଲ୍ୟର ଫାସଟ୍ୟାଗ ବାର୍ଷିକ ପାସ୍ କିଣି ସକ୍ରିୟ କରିଛନ୍ତି। ଏହି ଦିନ ସାରା ଦେଶର ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ବାର୍ଷିକ…
