ମନ୍ କୀ ବାତ୍‌ରେ ଓଡିଆ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୨୫ ତମ ଏପିସୋଡ୍ ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କୁ ସମ୍ମାନିତ କରାଯାଇଛି। ଜାତୀୟ କାନୋଇଂ ଖେଳାଳି ରଶ୍ମିତାଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କର ସଫଳତା ଓ ସଂଘର୍ଷକୁ ପ୍ରଶଂସା କରିଛନ୍ତି। ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଖେଳ କ୍ଷେତ୍ରରେ ଦେଶର ନାମ ଉଜ୍ଜ୍ୱଳ କରିଥିବାରୁ ପ୍ରଧାନମନ୍ତ୍ରୀ ରଶ୍ମିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଛନ୍ତି। ରଶ୍ମିତା କଟକ…

Read More

ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇ ଠକାମିର ଶିକାର ବ୍ୟବସାୟୀ, ହରାଇଲେ ୫୨ ଲକ୍ଷ ଟଙ୍କା

ଅନୁଗୁଳ: ଅଧିକ ଲାଭ ଆଶାରେ ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇ ଫସିଛନ୍ତି ଅନୁଗୁଳର ଜଣେ ବ୍ୟବସାୟୀ। ସାଇବର ଠକମାନେ ତାଙ୍କ ପାଖରୁ ୫୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟବସାୟୀ ଏ ନେଇ ଅନୁଗୁଳ ସାଇବର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଅନୁଗୁଳ ସହରର ଗାନ୍ଧୀମାର୍ଗ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଗତ ମାସରେ ସାମାଜିକ ଗଣମାଧ୍ୟମରେ…

Read More

ମହାନଦୀ ସମସ୍ୟା ନିରାକରଣ ପାଇଁ ସମସ୍ତ ଦଳକୁ ଏକାଠି ହେବାକୁ ଆହ୍ୱାନ

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆପୋଷ ଆଲୋଚନାରେ ଗୁରୁତ୍ୱ ଦେଇ ବିଜେପି ରାଜ୍ୟ ସଭାପତି ସମସ୍ତ ରାଜନୈତିକ ଦଳଙ୍କୁ ଏକାଠି ବସି ଏକ ସ୍ୱରରେ ସମାଧାନ ଖୋଜିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହାନଦୀ ଜଳ ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବ, ଏବଂ ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି କହିଛନ୍ତି, “ପ୍ରଥମେ ସଚିବ ସ୍ତରୀୟ ଏବଂ ପରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ମାଧ୍ୟମରେ ଏହି ସମସ୍ୟାର…

Read More

୪୪,୯୦୯ ସରକାରୀ ପୋଷ୍ଟ ଖାଲି: ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଦ୍ୱାରା ଗ୍ରୁପ-ସି ଶ୍ରେଣୀରେ କାର୍ଯ୍ୟକର୍ତ୍ତା ନିଯୁକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ ପାଇଛି। ସଞ୍ଜୟ ଦାସଙ୍କ ଦ୍ୱାରା ପ୍ରକାଶିତ ଏହି ସୂଚନା ଅନୁସାରେ, ଓଡ଼ିଶାର ବିଭିନ୍ନ ବିଭାଗରେ ମୋଟ ୨୪୬,୧୫୭ ପଦବୀ ପାଇଁ ନିଯୁକ୍ତିର ସୁଯୋଗ ଉଦଘାଟିତ ହୋଇଛି। ଏହା ମଧ୍ୟରେ ୪୪,୯୦୯ ପଦବୀ ପାଇଁ ସଂସ୍ଥାଗତ ସ୍ତରରେ ନିଯୁକ୍ତି କରାଯାଇଛି, ଯେତେବେଳେ ୧୦,୭୭୨ ପଦବୀ ପାଇଁ କମିଟିର ଅନୁମୋଦନ ମିଳିଛି। ସର୍ବାଧିକ ସଂଖ୍ୟାରେ ହୋମ ବିଭାଗରେ ୫୨,୫୫୮ ପଦବୀ ରହିଛି, ଯେଉଁଥିରୁ…

Read More

ମେଥିର ଚମତ୍କାର ଉପକାର:ସ୍ୱାସ୍ଥ୍ୟରେ ଏକ ପ୍ରାକୃତିକ ଉପଚାର

ଭୁବନେଶ୍ୱର: ମେଥି, ଯାହାକୁ ଆମ ରୋଷେଇ ଘରେ ଏକ ସାଧାରଣ ମସଲା ଭାବେ ବ୍ୟବହାର କରାଯାଏ, ତାହା କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ନୁହେଁ, ବରଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଉପକାରୀ। ଆଜିର ସମୟରେ, ଯେତେବେଳେ ଲୋକମାନେ ପ୍ରାକୃତିକ ଉପାୟରେ ସୁସ୍ଥ ରହିବାକୁ ଚାହୁଁଛନ୍ତି, ମେଥିର ଗୁଣଗୁଡ଼ିକ ବିଷୟରେ ନୂଆ ଗବେଷଣା ଏବଂ ସୂଚନା ସାମ୍ନାକୁ ଆସୁଛି। ଡାଇବେଟିସ୍ ନିୟନ୍ତ୍ରଣରେ ମେଥି: ମେଥି ଦାନାରେ ଥିବା ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରକ୍ତରେ…

Read More

ସାମିଙ୍କୁ ‘ପାଗଳା କୁକୁର’ କହିଲେ ହସିନ: ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ପେସର ମହମ୍ମଦ ସାମିଙ୍କୁ ନେଇ ତାଙ୍କ ପୂର୍ବତନ ପତ୍ନୀ ହସିନ ଜାହାନଙ୍କ ଏକ ବିବାଦୀୟ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ହଲଚଲ ସୃଷ୍ଟି କରିଛି। ହସିନ ଜାହାନ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ ସାମିଙ୍କୁ “ପାଗଳା କୁକୁର” ବୋଲି ଅଭିହିତ କରିଛନ୍ତି, ଯାହା ପରେ ଦେଶରେ ଏକ ବଡ଼ ବିବାଦର କାରଣ ହୋଇଛି। ଏହି ମନ୍ତବ୍ୟ ପରେ ସାମିଙ୍କ ପ୍ରଶଂସକମାନେ ହସିନଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ଦେଖାଇଛନ୍ତି। ଅନେକ ସୋସିଆଲ…

Read More

ସିଦ୍ଧାର୍ଥ-ଜାହ୍ନବୀଙ୍କ ଫିଲ୍ମର ଧମାକେଦାର ଆରମ୍ଭ: ୨୫ଟି ଫିଲ୍ମକୁ ମାତ୍‌ ଦେଲା ‘ପରମ ସୁନ୍ଦରୀ

ଭୁବନେଶ୍ୱର :ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଅଭିନୀତ ରୋମାଣ୍ଟିକ୍ କମେଡି ଫିଲ୍ମ ‘ପରମ ସୁନ୍ଦରୀ’ ୨୯ ଅଗଷ୍ଟ ୨୦୨୫ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଏହି ଫିଲ୍ମର ଟ୍ରେଲର ଓ ଗୀତଗୁଡିକ ଦର୍ଶକଙ୍କ ମନରେ ବେଶ୍‌ ଉତ୍ସାହ ସୃଷ୍ଟି କରିଥିଲା। ଆଡଭାନ୍ସ ବୁକିଂ ମଧ୍ୟ ସନ୍ତୋଷଜନକ ଥିଲା, କିନ୍ତୁ ବକ୍ସ ଅଫିସ୍‌ରେ ଏହା ଯେତିକି ଆଶା କରାଯାଇଥିଲା ସେହି ଅନୁସାରେ ଏହା ଦମଦାର ଆରମ୍ଭ କରିପାରି ନଥିଲା। ତଥାପି, ପ୍ରଥମ ଦିନରେ ଫିଲ୍ମଟି ଠିକ୍‌ ଠାକ୍‌…

Read More

ଶିକ୍ଷକ ନାହାନ୍ତି, ପିଲା ପାଠ ଛାଡୁଛନ୍ତି

ଭୁବନେଶ୍ୱର :ପିଲାଙ୍କ ଭବିଷ୍ୟତ ହେଇଯିବକି ଅନ୍ଧକାର ?କାହିଁକି ସୃଷ୍ଟି ହେଉନି ପଢିବାକୁ ଆଗ୍ରହ ?ସ୍କୁଲ ଯିବାକୁ ଡରୁଛନ୍ତି କି ଛାତ୍ର ଛାତ୍ରୀ ? ଚୁଲିକୁ ଗଲାଣି ଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟରେ ନାହାନ୍ତି ଶିକ୍ଷକ, ଚାଲିଛି ବଦଳି । ପଢ଼ି ନପାରି ପାଠ ଛାଡୁଛନ୍ତି ପିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିକ୍ଷାର ସାଂଘାତିକ ସ୍ଥିତି। ରାଜ୍ୟର ତିନି ଜିଲ୍ଲାରୁ ଆସିଥିବା ତିନି ସ୍କୁଲର ଚିତ୍ର ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥାକୁ ପଦାରେ ପକାଇଛି। ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା। ଏଇ ତିନୋଟି…

Read More

ବିଜେଡିରେ ଅସନ୍ତୋଷର ସୁଅ: ପ୍ରଫୁଲ୍ଲ ମଲ୍ଲିକଙ୍କ ବିସ୍ଫୋରକ ମନ୍ତବ୍ୟ, ଦଳରୁ ଦୂରେଇବା ନେଇ ଘୋଷଣା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ରେ ଅସନ୍ତୋଷର ସ୍ୱର ପୁଣି ଥରେ ଶୁଣାଯାଇଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଦଳ ଓ ଏହାର ନୀତିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି। ଅଶୋକ ପଣ୍ଡାଙ୍କ ପରେ ଏବେ ପ୍ରଫୁଲ୍ଲ ମଲ୍ଲିକଙ୍କ ଏହି ବୟାନ ବିଜେଡି ନେତୃତ୍ୱ ପାଇଁ ନୂଆ ଚିନ୍ତାର କାରଣ ହୋଇପାରେ। ଶ୍ରୀ ମଲ୍ଲିକ କହିଛନ୍ତି, “ବିଜେଡିରେ ଆଦର୍ଶ ଓ ନୀତିର ଅଭାବ ଦେଖାଦେଇଛି। ଦଳ ତା’ର ମୂଳ ଆଦର୍ଶରୁ ଦୂରେଇ…

Read More

ଏସ୍‌ସି/ଏସ୍‌ଟି ଜାତୀୟ ସମ୍ମିଳନୀରେ ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ବାର୍ତ୍ତା

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଦିବାସୀ ସମ୍ପ୍ରଦାୟର ବିକାଶ ଏବଂ ସରକାରର ପ୍ରୟାସକୁ ହାଇଲାଇଟ୍ କରିଛନ୍ତି। ସମ୍ମିଳନୀରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଆଦିବାସୀଙ୍କ ଘରକୁ ଯିବା ଏକ ଫ୍ୟାଶନ୍‌ ହୋଇଯାଇଛି, କିନ୍ତୁ ମୁଁ ନିଜେ ଆଦିବାସୀ ପରିବାରରୁ ଜନ୍ମ ନେଇଥିବାରୁ ମୋତେ କିଛି ଶିଖିବାର ଆବଶ୍ୟକତା ନାହିଁ। ସେହି ବର୍ଗରୁ…

Read More