ଉପ-ରାଷ୍ଟ୍ରପତି ନିର୍ବାଚନ: ବିଜେଡିର ନୀରବତା ନେଇ ଚର୍ଚ୍ଚା, ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ମହଲରେ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଆସନ୍ତା ୯ ତାରିଖରେ ହେବାକୁ ଥିବା ଭୋଟଗ୍ରହଣ ପୂର୍ବରୁ ସମସ୍ତଙ୍କ ନଜର ବିଜୁ ଜନତା ଦଳ (ବିଜେଡି) ଉପରେ ରହିଛି। ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ସହଜ ସ୍ଥିତିରେ ଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସାଧାରଣ ନୀରବତା ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ବିଜେଡି ତରଫରୁ କାହାକୁ ସମର୍ଥନ କରାଯିବ, ତାହା ସ୍ପଷ୍ଟ…

Read More

ରାହୁଲ ଗାନ୍ଧୀଙ୍କ ‘ଭୋଟର ଅଧିକାର ଯାତ୍ରା’ ବିହାରରେ ସୃଷ୍ଟି କଲା ନୂଆ ରାଜନୈତିକ ସନ୍ଦେଶ: ଇରଫାନ ଅନସାରୀ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ମନ୍ତ୍ରୀ ଏବଂ କଂଗ୍ରେସ ନେତା ଇରଫାନ ଅନସାରୀ ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ‘ଭୋଟର ଅଧିକାର ଯାତ୍ରା’ ବିହାରରେ ନୂଆ ଉତ୍ସାହ ସୃଷ୍ଟି କରିଛି ଏବଂ ଏହା ବିଜେପି-ଜେଡିୟୁ ଶାସନକୁ ସିଧାସଳଖ ପ୍ରଭାବିତ କରିବ। ଅନସାରୀଙ୍କ କହିବା ଅନୁସାରେ, ସେ ରାହୁଲ ଗାନ୍ଧୀଙ୍କ ରାଲିରେ ୬ ଦିନ ଧରି ଯୋଗ ଦେଇଥିଲେ ଏବଂ ଜନତାଙ୍କ ଉତ୍ସାହ ସ୍ପଷ୍ଟ କରୁଛି…

Read More

ଭାରତରେ ରହିବାକୁ ମିଳିବ ଅନୁମତି: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ୨୦୨୪ ପର୍ଯ୍ୟନ୍ତ ଆସିଥିବା ଅଳ୍ପସଂଖ୍ୟକଙ୍କୁ ବିନା ପାସପୋର୍ଟ-ଭିସାରେ ରହିବାର ଅନୁମତି

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଘୋଷଣା କରିଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଧାର୍ମିକ ନିର୍ଯାତନା କାରଣରୁ ୩୧ ଡିସେମ୍ବର ୨୦୨୪ ପୂର୍ବରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅଳ୍ପସଂଖ୍ୟକ ବ୍ୟକ୍ତିମାନେ ବିନା ପାସପୋର୍ଟ କିମ୍ବା ଭିସାରେ ଭାରତରେ ରହିପାରିବେ। ପିଟିଆଇର ସୂଚନା ଅନୁଯାୟୀ, ଗତ ବର୍ଷ ଲାଗୁ ହୋଇଥିବା ନାଗରିକତା ସଂଶୋଧନ ଅଧିନିୟମ (CAA) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ କିମ୍ବା…

Read More

ଓଡିଶା ରାଜନୀତିରେ କଂଗ୍ରେସକୁ ମିଳୁଛି ନୂଆ ସମ୍ଭାବନା:ଭୂପିନ୍ଦରଙ୍କ ବୟାନ

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଭୂପିନ୍ଦର ସିଂହ ରାଜ୍ୟ ରାଜନୀତିକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବିଜୁ ଜନତା ଦଳ ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ଭୂମିକା ଠିକ୍‌ ଭାବେ ତୁଲାଇ ପାରୁନଥିବାରୁ କଂଗ୍ରେସ ଦଳ ଏହାର ଫାଇଦା ଉଠାଇ ରାଜ୍ୟରେ ନିଜର ସ୍ଥିତିକୁ ମଜବୁତ କରୁଛି। ଭୂପିନ୍ଦର କହିଛନ୍ତି, “ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ। ମୋର ଭବିଷ୍ୟତ କଣ…

Read More

2 ବର୍ଷରେ 6 ଗୁଣା ବୃଦ୍ଧି: ଜୋମାଟ ପ୍ଲାଟଫର୍ମ ଫିସ ଏବେ ₹12, ଗ୍ରାହକଙ୍କ ପକେଟ୍ ଉପରେ ଅଧିକ ଭାର

ନୂଆଦିଲ୍ଲୀ: ଅନଲାଇନ୍‌ ଖାଦ୍ୟ ଡିଲିଭେରି ପ୍ଲାଟଫର୍ମ ଜୋମଟୋ ପୁଣିଥରେ ପ୍ଲାଟଫର୍ମ ଫିସ ବୃଦ୍ଧି କରିଛି। ପୂର୍ବରୁ ପ୍ରତ୍ୟେକ ଅର୍ଡର ପାଇଁ 10 ଟଙ୍କା ଦେବାକୁ ପଡୁଥିଲା, କିନ୍ତୁ ଏବେ ସେହି ଶୁଳ୍କ 12 ଟଙ୍କା କରାଯାଇଛି। 2023 ଅଗଷ୍ଟରେ ପ୍ଲାଟଫର୍ମ ଫିସ ପ୍ରଥମେ ପରିଚୟ ହୋଇଥିଲା, ସେଥିବେଳେ ମାତ୍ର 2 ଟଙ୍କା ନିଆଯାଉଥିଲା। କିନ୍ତୁ କେବଳ 2 ବର୍ଷରେ ସେହି 2 ଟଙ୍କାରୁ 12 ଟଙ୍କାକୁ ପହଞ୍ଚିଗଲା, ଯାହା 600% ବୃଦ୍ଧି। ଏହି ବୃଦ୍ଧି ଦେଖିବାକୁ ଛୋଟ…

Read More

ମେଲୋଡ଼ିରେ ଅଶ୍ଳୀଳତାକୁ ରୋକ, DJ ମୁକ୍ତ ଭସାଣୀ, ଏଥର ପ୍ରଥମେ ଖୋଲିବ ‘ହେଲ୍ପ ଡେସ୍କ’

କଟକ: ଆସନ୍ତା ଦୁର୍ଗାପୂଜାକୁ ସୁରକ୍ଷା, ଶାନ୍ତି ଏବଂ ଆନନ୍ଦମୟ ପରିବେଶରେ ପାଳନ କରିବା ପାଇଁ କଟକ କମିଶନରେଟ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମ୍ବନ୍ଧରେ ଆୟୋଜିତ ବୈଠକରେ ପୋଲିସ ପକ୍ଷରୁ କିଛି ମୁଖ୍ୟ ପଦକ୍ଷେପ ନେଇଥିବା କୁ ସୂଚନା ମିଳିଛି। ମେଲୋଡ଼ିରେ ଅଶ୍ଳୀଳତାକୁ ରୋକିବା ପାଇଁ କଠୋର ବ୍ୟବସ୍ଥା ନିଆଯିବ। ସେହିପରି DJ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ, ପାରମ୍ପରିକ ବାଦ୍ୟ ସହିତ ମାତ୍ର ଭସାଣି କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଏହି…

Read More

ଓଡ଼ିଶାରେ ଲଗାଣ ବର୍ଷାର ସୁଅ ଛୁଟିବାରେ ଲାଗିଛି କିନ୍ତୁ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ

ଭୁବନେଶ୍ୱର:ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଖୁଆପଦାରେ ବୈତରଣୀ ନଦୀ ସତର୍କ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ଏହା ବିପଦ ସଂକେତକୁ ଅତିକ୍ରମ କରିବ ନାହିଁ । ଗତକାଲି ରାଜ୍ୟର ୧୬ଟି ବ୍ଲକ୍ ମୁଖ୍ୟାଳୟରେ ୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ତଥାପି, ନଦୀଗୁଡ଼ିକର ଜଳସ୍ତର…

Read More

ଓଡ଼ିଶାରେ ଆରମ୍ଭ ହେଲା କଂଗ୍ରେସର ସଂଗଠନ ସୃଜନ ଅଭିଯାନ: ନୂତନ ଜିଲ୍ଲା ସଭାପତି ଚୟନ ପାଇଁ ପ୍ରକ୍ରିୟା ଜୋରଦାର

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ନିର୍ଦ୍ଦେଶରେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ରାଜ୍ୟର ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ନୂତନ ସଭାପତି ଚୟନ ପ୍ରକ୍ରିୟା ଚାଲିଛି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ରାଜ୍ୟବ୍ୟାପୀ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି, ଗତକାଲି ବାଲେଶ୍ୱର…

Read More

ଆସୁଛି ହାଇଡ୍ରୋଜେନ୍ ବୋମା : ପାଟଣାରେ କହିଲେ ଭୋଟ ଚୋରିର ରହସ୍ୟ ଫାଶ ହେବ

ପାଟଣା: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପାଟଣାରେ ଏକ ଜନସଭାରେ ବିଜେପି ଉପରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ସେ ଏକ “ହାଇଡ୍ରୋଜେନ୍ ବୋମା” ପରି ରହସ୍ୟ ଉନ୍ମୋଚନ କରିବେ, ଯାହା ବିଜେପିର ଭୋଟ ଚୋରିର ସତ୍ୟତାକୁ ଦେଶ ସାମ୍ନାରେ ଆଣିବ। ‘ଭୋଟର ଅଧିକାର ଯାତ୍ରା’ ଅବସରରେ ପାଟଣାରେ ଜନତାଙ୍କୁ ସମ୍ବୋଧିତ କରି ରାହୁଲ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସ, ଏନସିପି ଓ ଶିବସେନାଙ୍କଠାରୁ ଭୋଟ ଚୋରି ହୋଇଛି। ସେ…

Read More

ଅତି ପ୍ରବଳ ବର୍ଷାକୁ ନେଇ ରେଡ଼ ଆଲର୍ଟ, ନଦୀ-ବାରେଜରେ ଜଳସ୍ତର ବୃଦ୍ଧି, ପ୍ରଶାସନ ସତର୍କ

ଭୁବନେଶ୍ୱର: ରାଜ୍ୟରେ ଅତି ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେଓଗଡ଼ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି। ଗତ ୨୪ ଘଣ୍ଟାରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ନଦୀ-ନାଳାରେ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ସୁବର୍ଣ୍ଣରେଖାରେ 20.97 ମି.ମି., ବୁଢାବଳଙ୍ଗରେ 43.07 ମି.ମି. ଓ ବୈତରଣୀରେ 30.65 ମି.ମି. ବର୍ଷା ହୋଇଥିଲା। ଫଳରେ ବୈତରଣୀ, ବୁଢାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇଛି ଏବଂ ସତର୍କ…

Read More