ପ୍ରୟାଗରାଜ୍ ରାସ୍ତାରେ ଭକ୍ତଙ୍କ ବନ୍ୟା ! ଟ୍ରାଫିକ୍ ଜାମ୍ ପାଇଁ ଅସୁବିଧାରେ ସ୍ଥାନୀୟ ଲୋକେ ।
୩୦୦ କିମି ଯାଏଁ ଲମ୍ବିଛି ଭିଡ ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା । କାହିଁ କେଉଁଆଡୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ । ଯେଉଁଥିପାଇଁ ଆଜି ଟ୍ରାଫିକ୍ ଜାମର ଚିତ୍ର ସାମ୍ନାକୁ ଆସିଛି । ୨୦୦ରୁ ୩୦୦ କିମି ଯାଏଁ ଟ୍ରାଫିକ୍ ଜାମ୍ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରବଳ ଗହଳି । ଦୀର୍ଘ କିଲୋମିଟର ପର୍ୟ୍ୟନ୍ତ ଲମ୍ବିଛି ଗାଡ଼ି । ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫…
