ଫ୍ରାନ୍ସ ଗସ୍ତ ପରେ ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ: ଭାରତର ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ୩ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ବୁଧବାର (୧୨ ଫେବୃଆରୀ) ଆମେରିକାରେ ପହଞ୍ଚିଛନ୍ତି । ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ସେମାନେ ପ୍ରଥମ ଥର ପାଇଁ ସାକ୍ଷାତ କରିବାକୁ ଯାଉଛନ୍ତି । ୱାଶିଂଟନରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଟ୍ୱିଟ୍ କରି ଲେଖିଛନ୍ତି ଯେ ସେ କିଛି ସମୟ ପୂର୍ବରୁ ୱାଶିଂଟନ ଡିସିରେ ପହଞ୍ଚିଛନ୍ତି । ଏହି ସମୟ ମଧ୍ୟରେ…
