ବିିଧାନଭାରେ ମିଶନ ଶକ୍ତି ଓ ମହିଳା ନିର୍ଯାତନା ଝଡ । ଗାନ୍ଧୀ ମୂର୍ତ୍ତି ତଳେ ବିଜେଡିର ଧାରଣା

ବିିଧାନଭାରେ ମିଶନ ଶକ୍ତି ଓ ମହିଳା ନିର୍ଯାତନା ଝଡ । ମହିଳାଙ୍କ ପ୍ରତି ନିର୍ଯାତନା ବଢୁଥିବା ଏବଂ ମିଶନ ଶକ୍ତି ଇସି ପୁନର୍ଗଠନ ବନ୍ଦ ନେଇ ଗୃହରେ ଝଡ ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ପାଇଁ ଗୃହକୁ ମଲତବି ରଖାଯାଇଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ନାରାବାଜି ଆରମ୍ଭ କରିଥିଲେ ବିଜେଡି ଓ କଂଗ୍ରେସ ସଭ୍ୟ । ମିଶନ…

Read More

୫ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଶ୍ରଦ୍ଧାଳୁଙ୍କ ପାଇଁ ବଡ ଖବର

ଉହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ ଖବର । କାଳିଆ ଦର୍ଶନ ପାଇଁ ୫ଘଣ୍ଟା ଅପେକ୍ଷା କରିବାକୁ ପଡିପାରେ । କାହିଁକିନା ୫ଘଣ୍ଟା ବନ୍ଦ ରହିବ ଦର୍ଶନ ବ୍ୟବସ୍ଥା । ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଦୂତୀୟ ଭୋଗ ମଣ୍ଡପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି…

Read More

ଦୀର୍ଘବର୍ଷ ହେବ ଚାଲିଆସିଥିବା ଯୁଦ୍ଧ ବନ୍ଦ ହେବ କି? ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ପୁଟିନ୍ ରାଜି

ଯୁଦ୍ଧ ଭୂମୀକୁ ଫେରିବ ଶାନ୍ତି ! ରକେଟ୍‌, ମିସାଇଲ୍‌, ବୋମା ମାଡରୁ ୟୁକ୍ରେନ୍ ମାଟିକୁ ମିଳିବ ତ୍ରାହି । ଦୀର୍ଘ ବର୍ଷ ହେବ ନିଆଁର ଆଁରେ ପ୍ରତି ମୂହୁର୍ତ୍ତରେ ଜଳୁଥିବା ୟୁକ୍ରେନ୍ ଶାନ୍ତିରେ ନିଶ୍ୱାସ ନେବ । କାହିଁକିନା ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବା ପାଇଁ ରାଜି ହୋଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ । ଯୁଦ୍ଧଭୂମିରୁ ଆସିଛି ବଡ ଖବର । ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିବାକୁ ରୁଷ ରାଷ୍ଟ୍ରପତି ପ୍ରସ୍ତୁତ ଥିବା ସୂଚନା ଦେଇଛି କ୍ରେମଲିନ…

Read More

୧୫ ଦିନର ଅତ୍ୟାଚାରର କାହାଣୀ । ବ୍ରସ୍ କରିବାକୁ ଦେଉନଥିଲେ କି ଖାଇବାକୁ ଦେଉନଥିଲେ

୧୧୬ ଜଣ ଭାରତୀୟ, ଯିଏ ୧୫ଦିନର ଅକଥନୀୟ ଅତ୍ୟାଚାରର ଶିକାର ହୋଇଛନ୍ତି । କୌଣସି ଶତ୍ରୁ ଏମାନଙ୍କ ଉପରେ ଅତ୍ୟାଚାର କରିନି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଲ ବନ୍ଧୁ କୁହାଯାଉଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତୀୟଙ୍କ ଉପରେ ଏପରି ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ କରିଛନ୍ତି ଜଣେ ଆମେରିକୀ ଫେରନ୍ତା । ଆମେରିକାରେ ବେଆଇନ୍ ଭାବେ ଅନୁପ୍ରବେଶ କରି ରହିଆସୁଥିବା ଭାରତୀୟଙ୍କୁ ନିଜ ଦେଶରୁ ବାହାର କରିବା ଯୋଜନା ଆରମ୍ଭ କରିଛି ଆମେରିକା । ଯେଉଁମାନେ…

Read More

ହତ୍ୟାକାରୀ ବାପାକୁ ଧରାଇଦେଲା କୁନି ଝିଅର ଚିତ୍ର । ମାଆକୁ କେମିତି ବାପା କରିଥିଲା ହତ୍ୟା, ପୋଲି ଆଗରେ କହିଲା ପୂରା କାହାଣୀ

ସିନେମାରେ ଦେଖିଥିବେ ମାଆକୁ ହତ୍ୟାକରି ବାପା ଖସିଯାଇଥିବା ବେଳେ କୁନି ପୁଅ କି କୁନି ଝିଅ ହତ୍ୟାକାରୀ ବାପାର ପୋଲ୍ ଖୋଲି ଦେବ । ଆଉ ହତ୍ୟାକାରୀ ବାପା ପୋଲିସ ହାତରେ ଧରାପଡିବ । ଏହିଭଳି ଅନେକ ଘଟଣା ସିନେମାରେ ଦେଖିବାକୁ ମିଳିଥିବ । କିନ୍ତୁ ବାସ୍ତବରେ ଠିକ୍ ଏହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଉତରପ୍ରଦେଶ ଝାନସୀରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଆପଣଙ୍କ ମନକୁ ଯେତିକି ଆନ୍ଦୋଳିତ କରିବ ସେତିକି…

Read More

ବଜେଟରେ ବଡ ନିଷ୍ପତ୍ତି । ଚାଲିବନି ୫ ବର୍ଷର ପୁରୁଣା ଫ୍ୟାନ ଓ ୧୦ ବର୍ଷର ପୁରୁଣା ଏସି

ବଜେଟରେ ବଡ ନିଷ୍ପତ୍ତି । ସରକାରୀ କାର୍ୟ୍ୟାଳୟରେ ଚାଲିବନି ୫ ବର୍ଷର ପୁରୁଣା ଫ୍ୟାନ କି ୧୦ ବର୍ଷର ଏସି ବ୍ୟବହାର ହେବନି । ୫ଷ୍ଟାର୍ ରେଟିଂ ଥିବା ଏସି ବ୍ୟବହାର କରାଯିବ । ଏହା ଦ୍ୱାରା ଶକ୍ତି ସଂରକ୍ଷଣ ସହ ଅଙ୍ଗରକାମ୍ଲ ନିର୍ଗତ ପରିମାଣ କମିବ । ତେଣୁ ଏଭଳି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶକ୍ତି ସଂଚୟ ଲାଗି ଏମିତି ପଦକ୍ଷେପ ନିଆଯାଇଛି । ଏଥିପାଇଁ ୧ଶହ କୋଟି ଟଙ୍କାର…

Read More

ରାଜ୍ୟରେ ବଢିବ ମାଛ, ଅଣ୍ଡା, ଦୁଗ୍ଧ ଉତ୍ପାଦନ । ଅତ୍ମନିର୍ଭରଶୀଳ ହେବ ଓଡିଶା

ମାଛ, ଅଣ୍ଡା ଓ ଦୁଗ୍ଧ ଉପ୍ତାଦନରେ ଓଡିଶା ହେବ ଆତ୍ମନିର୍ଭରଶୀଳ । ୨୦୩୬ ସୁଦ୍ଧା ବାର୍ଷିକ ମାଛ ଉତ୍ପାଦନ ୩୩ଲକ୍ଷ ମେଟ୍ରିକ୍ ଟନ୍, ଅଣ୍ଡା ଉତ୍ପାଦନ ୧ହଜାର କୋଟି ଏବଂ ଦୈନିକ କ୍ଷୀର ଉତ୍ପାଦନ ୧ଶହ ୬୫ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ ରଖାଯାଇଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ ୧୯୦୯କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ମତ୍ସ୍ୟଚାଷୀଙ୍କୁ ଉପଯୁକ୍ତ ଉପକରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର…

Read More

ରାଜ୍ୟ ରାଜପଥର ହେବ ବିକାଶ । ବଜେଟରେ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ

ରାଜ୍ୟ ରାଜପଥର ବିକାଶ ହେବ । ଅସଜଡା ହୋଇପଡିଥିବା ରାସ୍ତା ସଜଡା ହେବ । ଗମନାଗମନରେ ସୁବିଧା ହେବ । ରାଜଧାନୀରେ ସିଟି ରୋଡ୍ ପରିକଳ୍ପନା ହୋଇଛି । ଏନେଇ ରାଜ୍ୟ ସରକାର ଆଣିଲେ ବଜେଟ୍ । ରାଜପଥ ବିକାଶ ପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପୁରା ଓଡିଶାରେ ରାସ୍ତାର ବିକାଶ ହେବ । ରାଜ୍ୟ ରାଜପଥ ୪ ଲେନ୍ ବିଶିଷ୍ଟ ହେବ ।

Read More

କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଜେଟ୍ : ଜାଣନ୍ତୁ ବଜେଟରେ ଚାଷୀଙ୍କୁ ମିଳିଲା କେତେ…

କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଜେଟ୍ : ଜାଣନ୍ତୁ ବଜେଟରେ ଚାଷୀଙ୍କୁ ମିଳିଲା କେତେ… କୃଷି ବଜେଟ ୧୪୮୬୧ କୋଟି ଟଙ୍କା… – ଶ୍ରୀ ଅନ୍ନ ଯୋଜନା ପାଇଁ ୬୦୦ କୋଟି –  ୨୫୨ କୋଟି ଟଙ୍କା ଶୀତଳ ଭଣ୍ଡାର ପାଇଁ ବ୍ୟୟ ବରାଦ କରାଯାଇଛି ( ୫୮ ଉପଖଣ୍ଡରେ ନୂତନ ଶୀତଳ ଭଣ୍ଡାର । ଏଥିରେ ଅଚଳ ଶୀତଳ ଭଣ୍ଡାର ଗୁଡିକୁ ପୁନଃରୁଦ୍ଧାର କରାଯିବ ) – ଓୟୁଏଟି ପାଇଁ ୫୧୧ କୋଟି – ଜଳସେଚନ…

Read More

ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍ । ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟବରାଦ

ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍ । ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା ଦ୍ୱିତିୟ ବଜେଟ୍ । ୨୦୨୫-୨୬ ପାଇଁ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ବଜେଟ୍ ଉପସ୍ଥାନ କରି ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ କରିଛୁ । ପୁଞ୍ଜିନିବେଶ ଲାଗି ବାଟ ଫିଟିଛି । ୧୬ ଲକ୍ଷ ହଜାର କୋଟିରୁ ଅଧିକ…

Read More