ଆଜି ଭାରତ-ପାକିସ୍ତାନ୍ ମହାମୁକାବିଲା । ଟିମ୍ ଇଣ୍ଡିଆର ବିଜୟ ପାଇଁ ଫ୍ୟାନ୍ସଙ୍କ ପୂଜାର୍ଚ୍ଚନା

ଆଜି ବିଶ୍ୱ ଦେଖିବ ମହା ମୁକାବିଲା । ଆଜି ଦୁବାଇଲେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦି ଦଳ ଭାରତ-ପାକିସ୍ତାନ୍ । ଚମ୍ପିୟନ୍ସ ଟ୍ରୋଫି ୨୦୨୫ର ଏହି ମୁକାବିଲା ଦୁଇ ଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚ୍ ପାକିସ୍ତାନ ପାଇଁ କର ବା ମର ମ୍ୟାଚ୍ ହୋଇଥିବା ବେଳେ ଭାରତ ପାଇଁ ଏହା ଏକ ସମ୍ମାନର ମ୍ୟାଚ୍ ହେବ । ବିଜୟର ସହ ଟିମ୍ ଇଣ୍ଡିଆ ସେମି ଫାଇନାଲରେ ସ୍ଥାନ ପକ୍କା କରିବ । ଆଉ…

Read More

‘ମୋବାଇଲ୍ ବିଗାଡୁଛି ସମ୍ପର୍କ’ । ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ବର୍ତ୍ତମାନ ସମସ୍ତେ ଫୋନରେ ବ୍ୟସ୍ତ ରହୁଛନ୍ତି । ସମସ୍ତେ ଗୋଟିଏ ଘରେ ରହୁଥିଲେ ବି ଲୋକେ ପରସ୍ପର ସହ ସମୟ ନ ବିତାଇ ମୋବାଇଲରେ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳୁଛି । ଯେଉଁଥିପାଇଁ ଘରେ ହେଉ କି ବାହାରେ ସମ୍ପର୍କରେ କେଉଁଠି ନା କେଉଁଠି ଫାଟ ସୃଷ୍ଟି ହେଉଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋବାଇଲ ପାଇଁ ନଷ୍ଟ ହେଉଛି ଭାଇଚାରା । କେନ୍ଦୁଝରରେ ପ୍ରଜାପିତା…

Read More

ଦୁବାଇରେ ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ !

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅପେକ୍ଷା ଏବେ ଶେଷ । ଭାରତୀୟ ସମୟ ଅନୁସାରେ ୨୩ ଫେବୃଆରୀ ଦିନ ୨:୩୦ରେ ଆରମ୍ଭ ହେଉଥିବା ଏହି ମ୍ୟାଚ୍ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଗୋଟିଏ ମ୍ୟାଚ୍ ଜିତିଛି, ଅନ୍ୟପକ୍ଷରେ ଆୟୋଜକ ପାକିସ୍ତାନ ଗୋଟିଏ ପରାଜୟ ବରଣ କରିଛି । ଏହା ପାକିସ୍ତାନୀ ଦଳ ପାଇଁ କର ବା ମର ମୁକାବିଲା ହେବ କାରଣ ସେମିଫାଇନାଲରେ ପହଞ୍ଚିବାର ସମ୍ଭାବନାକୁ ବଞ୍ଚାଇ ରଖିବା ପାଇଁ ସେମାନଙ୍କୁ ଯେକୌଣସି…

Read More

ଭାରତ-ପାକିସ୍ତାନ୍ ମ୍ୟାଚ୍ : କେମିତି କିଣିବେ ଟିକେଟ୍‌? ଜାଣନ୍ତୁ ପୂରା ତଥ୍ୟ…

ଫେବ୍ରୁଆରୀ ୨୩ରେ ବିଶ୍ୱ ଦେଖିବ ମହାମୁକାବିଲା । ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ହେବାକୁ ଯାଉଛି ଭାରତ-ପାକିସ୍ତାନ୍ ମହା ଲଢେଇ । ଯେତେବେଳେ ବି ଭାରତ ପାକିସ୍ତାନ୍ ମ୍ୟାଚ୍ ହୁଏ ସେବେ ସେବେ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଏକ ଉତ୍ସାହ ଦେଖିବାକୁ ମିଳେ । ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ୍ ଭିଡ ଦେଖିବାକୁ ମିଳେ । ଏପରିକି ମ୍ୟାଚ୍ ଦେଖିବା ପାଇଁ ଟିକେଟ୍ ମିଳେନି । ଟିକେଟ୍ ବିକ୍ରି ଆରମ୍ଭ ହେଉ ହେଉ ସରିଯାଏ । ତେବେ ଆସନ୍ତା…

Read More

ୟୁପିଆଇ ୟୁଜର୍ସଙ୍କୁ ଲାଗିବ ବଡ ଝଟକା ! ଏଣିକି ଭିନ୍ନ ଭିନ୍ନ ପେମେଣ୍ଟ ଉପରେ ଦେବାକୁ ପଡିବ ସର୍ଭିସ୍ ଚାର୍ଜ

କ୍ୟାସ ଯୁଗ ଯାଇଛି, ୟୁପିଆଇ ଯୁଗ ଆସିଛି । ଲୋକେ ଆଉ ପକେଟରେ କ୍ୟାସ୍ ନେଉନାହାନ୍ତି । ପକେଟରେ ମୋବାଇଲ୍ ଅଛି ତ ଆଉ ଚିନ୍ତା ନାହିଁ । ଯେଉଁ ଦୋକାନ ହେଉ କି ସପ୍ ସବୁଠି ଚୁଟକିରେ ଟ୍ରାଞ୍ଜାକସନ୍ ହୋଇପାରୁଛି । ଘରେ ବସି ଲୋକେ ଗ୍ୟାସ୍ ବୁକିଂ, ଇଲେକ୍ଟ୍ରିକ୍ ବିଲ୍‌, ଡଟୁଏଚ୍ ରିଚାର୍ଜ ଭଳି ଅନେକ ସୁବିଧାର ଫାଇଦା ଉଠାଉଛନ୍ତି । ଆଉ ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡୁନାହିଁ । କିନ୍ତୁ ଏଣିକି…

Read More

ନିଜ ପାଖରେ ଅର୍ଥ ରଖିଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା : କାହାକୁ କେଉଁ ବିଭାଗ ମିଳିଲା?

ରେଖା ଗୁପ୍ତା ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହିତ ୬ଜଣ ବିଧାୟକ ମଧ୍ୟ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ । ଏବେ ଏହି କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ବିଭାଗ ମଧ୍ୟ ବିଭକ୍ତ ହୋଇଯାଇଛି । କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ଦିଆଯାଇଛି ଜଣାନ୍ତୁ । ରେଖା ଗୁପ୍ତାଙ୍କ ସହିତ, ପ୍ରବେଶ ବର୍ମା, ମଞ୍ଜିନ୍ଦର ସିଂହ ସିରସା, ଆଶିଷ ସୁଦ, ପଙ୍କଜ ସିଂହ, ରବିନ୍ଦ୍ର ଇନ୍ଦ୍ରଜ ଏବଂ କପିଲ ମିଶ୍ରା ଦିଲ୍ଲୀରେ…

Read More

ଚାମ୍ପିଅନ୍ସ ଟ୍ରଫି: ପାକିସ୍ତାନ୍ ଦଳ ଉପରେ ବର୍ଷିଲେ ସୋଏବ୍ । କହିଲେ…

ହୁଏତ ପାକିସ୍ତାନ ଦଳ ମଧ୍ୟ ଭାବି ନ ଥିବେ ଯେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ହିଁ ତାଙ୍କୁ ଏକ ଦମଦାର ପରାଜୟର ସାମ୍ନା କରିବାକୁ ପଡ଼ିବ । ଗତ ବୁଧବାର, ପାକିସ୍ତାନକୁ ନ୍ୟୁଜିଲାଣ୍ଡ ହାତରୁ 60 ରନର ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା । ଅଧିନାୟକ ମହମ୍ମଦ ରିଜୱାନଙ୍କଠାରୁ ଆରମ୍ଭ କରି ଶାହିନ ଆଫ୍ରିଦି ଏବଂ ଫଖର ଜମାନ ମଧ୍ୟ ବିଫଳ ପ୍ରମାଣିତ ହେଲେ । ଏବେ ପାକିସ୍ତାନୀ ଦଳ ପାଇଁ ସେମିଫାଇନାଲର…

Read More

୩୫ରେ ୫ ୱିକେଟ୍ ପତନ, ତଥାପି ବାଂଲାଦେଶ କରିଛି ୨୨୮ ରନ୍ , ତୌହିଦଙ୍କ ଦମଦାର୍ ବ୍ୟାଟିଂ ଦଳର ସମ୍ମାନ ରଖିଦେଇଛି ।

ବାଂଲାଦେଶ ଇନିଂସ ୨୨୮ ରନରେ ସୀମିତ ରହିଥିଲା । ଭାରତ ପକ୍ଷରୁ ମହମ୍ମଦ ଶାମି ପାଞ୍ଚଟି ୱିକେଟ ନେଇଥିଲେ । ଯେତେବେଳେ ହର୍ଷିତ ରାଣା ତିନୋଟି ୱିକେଟ ନେଇଥିଲେ । ଗୋଟିଏ ପର‌୍ୟ୍ୟାୟରେ ବାଂଲାଦେଶ ମାତ୍ର ୩୫ ରନରେ ୫ ୱିକେଟ ହରାଇଥିଲା କିନ୍ତୁ ପରେ, ତୌହିଦଙ୍କ ଶତକ ଏବଂ ଜାକିର ଅଲିଙ୍କ ଅର୍ଦ୍ଧଶତକ ଦଳର ସମ୍ମାନ ରକ୍ଷା କରିଥିଲା । ତୌହିଦ ୧୦୦ ରନ ଏବଂ ଜାକିର ୬୮ ରନ କରିଥିଲେ । ତୌହିଦ  ୧୧୪…

Read More

ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ୍ । ସୀମାରେ ରଚୁଛି ନୂଆ ନୂଆ ଷଡଯନ୍ତ୍ର

ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ୍ । ସୀମାରେ ନୂଆ ନୂଆ ଷଡଯନ୍ତ୍ର ରଚୁଛି । ଜମ୍ମୁ-କାଶ୍ମୀରକୁ ନିଜ ଅଧିନକୁ ନେବାର ସ୍ୱପ୍ନ ଯେତେବେଳେ ମଉଳିବାରେ ଲାଗିଛି, ସେତେବେଳେ ପାକିସ୍ତାନ ତାର ନାପାକ୍ ହରକତ ଆରମ୍ଭ କରିଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଗଲା, ଘାଟିରେ ଶାନ୍ତି ପ୍ରତିଷ୍ଠା ହୋଇ ରହିଛି… ଲୋକସଭା ନର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ଲୋକେ ବହୁମାତ୍ରାରେ ଭୋଟ୍ ଦେଲେ । ନୂଆ ସରକାର ବନିଲା, ସରକାର ବନିବା ପରେ କାମବି ଆଗକୁ ବଢି…

Read More

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ଆସନ୍ତାକାଲି ନେବେ ଶପଥ

ଦୀର୍ଘଦିନର ଚର୍ଚ୍ଚା ଆଲୋଚନା ଉପରେ ପଡିଲା ପୂର୍ଣ୍ଣଛେଦ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପାଇଁ ରେଖା ଗୁପ୍ତାଙ୍କ ନାଁରେ ମୋହର ମାରିଲା ବିଜେପି । ବିଜେପି ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ନାଁ ଘୋଷଣା କରିଛନ୍ତି ପର୍ଯ୍ୟବେକ୍ଷକ । ସେପଟେ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ରେଖା । କହିଛନ୍ତି, ଦଳ ମତେ ଆଶୀର୍ବାଦ ଦେଇଛି । ସମର୍ଥନ ଓ ଆଶୀର୍ବାଦ ପାଇଁ ମୁଁ କୃତଜ୍ଞ ।…

Read More