ହଠାତ୍ ଅଧିନାୟକ ପଦ ଛାଡିଲେ ଜସ୍ ବଟଲର, ଇଂଲଣ୍ଡକୁ ଆଉ ଏକ ବଡ଼ ଝଟକା
୨୦୨୫ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିବା ପରେ, ଇଂଲଣ୍ଡ ଆଉ ଏକ ବଡ଼ ଝଟକା ପାଇଛି । ଜସ୍ ବଟଲର୍ ଅଧିନାୟକ ପଦ ଛାଡି ଦେଇଛନ୍ତି । ସେ ଚାମ୍ପିଅନ୍ସ ଟ୍ରଫିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ଶେଷ ଥର ପାଇଁ ଇଂଲଣ୍ଡ ଦଳର ଅଧିନାୟକତ୍ୱ କରୁଥିବାର ଦେଖାଯିବେ। ସେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଗତ ୩ଟି ICC ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ସବୁଠାରୁ ଖରାପ ଦଳ ମଧ୍ୟରେ ରହିଛି। ଏବେ ପ୍ରଶ୍ନ…
