ମୋ ପ୍ରେମିକାକୁ ପାସ୍ କରିଦିଅ
ନୂଆଦିଲ୍ଲୀ : ପ୍ରେମିକା ମୋର ପୋଲିସ ଅଫିସର ହେବ, ଆଉ ବର୍ଦ୍ଦି ପିନ୍ଧିବ | ଖାକି ବର୍ଦ୍ଦିରେ ସୁନ୍ଦର ଦିଶିବ| କିଛି ଏଭଳି ମାନସିକ ନେଇ ରାସ୍ତା ରେ ଚାଲିଛନ୍ତି ଯୁବକ | କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲାକି ? ନାଇଁମ ଏ କଥା ଏକଦମ ସତ | ବାସ୍ତବରେ ଶ୍ରବଣରେ ମହାଦେବ ଙ୍କ ପାଖରେ ଜଳଲାଗି ପାଇଁ ଆରମ୍ଭ ହେଲଣି କୁଡ଼ିଆ ଙ୍କ ଭିଡ | କାନ୍ଧରେ ବାହୁଙ୍ଗି ନେଇ ବାହାରିପଡ଼ିଛନ୍ତି ଶିବ ଭକ୍ତ।…
