ବାଲେଶ୍ୱର ଘଟଣାକୁ ନେଇ ଓଡିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ଅନ୍ୟାୟ ପାଇଁ ସ୍ୱର ଉଠାଇ ଶେଷରେ ଜୀବନ ହାରିଦେଇଥିବା ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ ଆଜି କଥା ହୋଇଛନ୍ତି ରାହୁଲ ଗାନ୍ଧୀ | ରାହୁଲ ଆଜି ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହୋଇ ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଛନ୍ତି | ସେହିପରି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବ ଶୀଘ୍ର କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିପାରନ୍ତି | ସେ ଓଡ଼ିଶା ଆସି ସୌମ୍ୟାଶ୍ରୀଙ୍କ ଘରକୁ…

Read More

ସୁରକ୍ଷାବାହିନୀ ଗୁପ୍ତଚରମାନଙ୍କୁ କିପରି ଧରାଯାଏ? କଣ ମିଳେ ଦଣ୍ଡ?

ନୂଆଦିଲ୍ଲୀ: କିଛିଦିନତଳେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦିଲ୍ଲୀରୁ ଜଣେ ସିଆରପିଏଫ ଯବାନଙ୍କୁ ଗିରଫ କରିଥିଲା। ରିପୋର୍ଟ ଅନୁସାରେ, ଯବାନ ଜଣକ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଇବା ପାଇଁ ଟଙ୍କା ପାଉଥିଲେ। ସେ ଏହି କାମ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିଥିଲେ। ମିଳିଥିବା ସୂଚନା ମୁତାବକ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗୁପ୍ତଚର ଅଭିଯୋଗରେ ସିଆରପିଏଫ ଯବାନ ମୋତି ରାମ ଜାଟଙ୍କୁ ଗିରଫ କରିଲା। ସୂଚନା ଅନୁଯାୟୀ ସୈନିକ ଜଣଙ୍କ ପାକିସ୍ତାନୀ ଅଧିକାରୀଙ୍କ ସହିତ ନିରନ୍ତର…

Read More

କ’ଣ ପାଠ ପଢ଼ିଛନ୍ତି ଖାନ ସାର, ଆପଣ ଜାଣନ୍ତି କି?

ନୂଆଦିଲ୍ଲୀ: କୋଚିଂ ଜଗତରେ ଗରିବ ପିଲାଙ୍କୁ ପାଠ ପଢାଇ ନୂଆ ପରିଚୟ ସୃଷ୍ଟି କରିଥିବା ଖାନ ସାରଙ୍କୁ ତ ଆପଣ ସୋସିଆଲ ମିଡିଆରେ ଦେଖିଥିବେ | କେମିତି ନିଜର କଠିନ ପରିଶ୍ରମ ବଳ ରେ ଆଜି ଅନେକ ଛାତ୍ରଛାତ୍ରୀଙ୍କୁ ଖୁବ କମ ମୂଲ୍ୟରେ ଶିକ୍ଷା ଯୋଗାଇ ଦେଇଛନ୍ତି ତାହା ତ ଆପଣ ଜାଣିଥିବେ | ଆପଣ ଜାଣନ୍ତି କି ଖାନ ସାରଙ୍କ ବାପା ଭାରତୀୟ ସେନାରେ ଥିଲେ ଏବଂ ତାଙ୍କ ବଡ଼ ଭାଇ ମଧ୍ୟ ସେନାରେ ଥିଲେ।…

Read More

ଏଥିପାଇଁ ଓଡ଼ିଶାରେ ୨୦ଲକ୍ଷ ଲୋକଙ୍କୁ ମିଳୁନି ଚାଉଳ

ଭୁବନେଶ୍ୱର: ତଥ୍ୟ ଦେଇନଥିବାରୁ ଓଡ଼ିଶାରେ 20 ଲକ୍ଷ ଲୋକଙ୍କୁ ମିଳୁନି ଚାଉଳ | ଇ କେୱାଇସି କରିନଥିବାରୁ 20 ଲକ୍ଷ 58 ହଜାର ଲୋକଙ୍କୁ ଏବେ ଚାଉଳ ମିଳୁନାହିଁ | ବିଭାଗୀୟ ମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି | ମନ୍ତ୍ରୀ କହିଛନ୍ତି ଯେ ସେମାନେ ଇ କେୱାଇସି କଲେ ସରକାର ସେମାନଙ୍କୁ ଚାଉଳ ଦେବେ | ଯେଉଁମାନେ ଇ କେୱାଇସି କରିନାହାନ୍ତି ସେମାନଙ୍କ ପାଇଁ 3 ମାସ ଅପେକ୍ଷା କରିବେ ସରକାର | କାର୍ଡଗୁଡ଼ିକ ସେହି ସମୟ…

Read More

ଏଣିକି ଏମାନେ ବି ଉଡାଇପାରିବେ ବିମାନ

ନୂଆଦିଲ୍ଲୀ: ବିମାନ ଉଡେଇବା ପାଇଁ ଶିକ୍ଷାଗତ ଯୋଗ୍ୟତା କଣ ଆପଣ କେବେ ଭାବିଛନ୍ତି କି? ବିମାନ ଉଡ଼ାଇବାର ସ୍ୱପ୍ନ ଆଉ କେବଳ ବିଜ୍ଞାନ ଛାତ୍ରଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ଭାରତରେ ପାଇଲଟ୍ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଡିଜିସିଏ (ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ) ଏବେ ଏପରି ଏକ ସୁପାରିଶ କରିଛି ଯେ କଳା ଏବଂ ବାଣିଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ କମର୍ସିୟାଲ ପାଇଲଟ୍ ଲାଇସେନ୍ସ (ସିପିଏଲ୍) ପାଇଁ ତାଲିମ ନେଇପାରିବେ।…

Read More

ଛତିଶଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ, ଦୁଇ ଶିକ୍ଷକଙ୍କୁ କଲେ ହତ୍ୟା

ବିଜାପୁର: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ | ଦୁଇ ଶିକ୍ଷକଙ୍କୁ ମାଓବାଦୀ ଗଳା କାଟି ହତ୍ୟା କରିଛନ୍ତି | ଛତିଶଗଡ ବିଜାପୁର ରେ ମାଓବାଦୀଙ୍କ ବର୍ବରକାଣ୍ଡ । ଛତିଶଗଡ଼ର ପିଲୁର ଗାଁ ଜଙ୍ଗଲରେ ଶିକ୍ଷକ ବିନୋଦ ମାଡେଙ୍କୁ ହତ୍ୟା କରାଯାଇଛି । ଅନ୍ୟପଟେ ଟେକାମେଟା ଗାଁ ନିକଟରେ ଅନ୍ୟ ଜଣଙ୍କୁ ହତ୍ୟା ସୂଚନା ମିଳିଛି | ପୁଲିସ ଇନଫର୍ମର ସନ୍ଦେହରେ ହତ୍ଯା କରାଯାଇଥିବାର ସନ୍ଦେହ କରାଯାଉଛି|ଅନ୍ୟପଟେ ବର୍ଷକ ମଧ୍ୟରେ ୩୫୭ ମାଓବାଦୀ ମୃତ ହୋଇଥିବା ନେଇ…

Read More

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଏମିତି କହିଲେ ନବୀନ-ରାହୁଲ-ମୋହନ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ସମବେଦନା ସହ ରାଜନୀତିର ସୁଅ ଛୁଟିଛି | ରାହୁଲ ଗାନ୍ଧୀ ନିଜ ପ୍ରତିକ୍ରିୟା ପ୍ରକାଶ କରି ଏକ୍ସରେ କହିଛନ୍ତି ଯେ ଓଡ଼ିଶାରେ ନ୍ୟାୟ ପାଇଁ ଲଢୁଥିବା ଜଣେ ଝିଅର ମୃତ୍ୟୁ ହୋଇଛି |ଏହା ସିଧାସଳଖ ବିଜେପିର ବ୍ୟବସ୍ଥା ଦ୍ୱାରା ହୋଇଥିବା ହତ୍ୟା ।ଯେଉଁମାନଙ୍କୁ ତାଙ୍କୁ ରକ୍ଷା କରିବାର ଥିଲା, ସେମାନେ ତାଙ୍କୁ ଭାଙ୍ଗି ଦେଲେ। ପ୍ରତିଥର ଭଳି BJP ବ୍ୟବସ୍ଥା ଅଭିଯୁକ୍ତକୁ ରକ୍ଷା କଲା…

Read More

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ 17ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ତାତିଛି | ଏହି ଘଟଣାକୁ ନେଇ କଂଗ୍ରେସ ଜୋରଦାର ବିରୋଧ କରିବା ସହ 17 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି | ଏ ନେଇ ଭାରତୀୟ ଜନତା ପାର୍ଟି (ବିଜେପି)ର ବ୍ୟବସ୍ଥା ବିରୋଧରେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | କଂଗ୍ରେସ ଦଳ କହିଛି ଯେ ସୌମ୍ୟଶ୍ରୀଙ୍କ ମୃତ୍ୟୁ ଏକ ଦୁଃଖଦ ଆତ୍ମହତ୍ୟା ନୁହେଁ, ବରଂ ଏହା…

Read More

ଓଡିଶାକୁ ଛେଚିବ ବର୍ଷା, 18 ଯାଏଁ ବର୍ଷିବ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି , ଏହା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି | ଆଉ ଏଥିପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ମିଳିଥିବା ସୂଚନା କ୍ରମେ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି | ଏହାର ପ୍ରଭାବରେ ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ଦେବଗଡ…

Read More

ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସାହସୀ ଝିଅ, ରାତିଅଧରେ ହେଲା ପୋଷ୍ଟମର୍ଟମ

ଭୁବନେଶ୍ୱର: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଏଫଏମ କଲେଜ ଛାତ୍ରୀ | ଜୀବନ ମରଣ ଲଢେଇ ଭିତରେ ଶେଷ ନିଶ୍ୱାସ ତ୍ୟାଗ କଲେ ଛାତ୍ରୀ | ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଛାତ୍ରୀ | ଆତ୍ମାହୁତି ଉଦ୍ୟମ ପରେ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ | ଆଉ ଏମ୍ସରେ ଚିକିତ୍ସା ଚାଲିଥିବାବେଳେ ଆଜି ଶେଷନିଶ୍ୱାସ ତ୍ୟାଗ କରିଛନ୍ତି | ତେବେ ଛାତ୍ରୀଙ୍କ ମୃତଦେହକୁ ରାତିଅଧରେ ବ୍ୟବଛେଦ କରାଯାଇଛି | ଯାହାକୁ ନେଇ ଏମ୍ସ ପରିସରରେ…

Read More