ରାହୁଲଙ୍କ ବଡ଼ ଆରୋପ: ବିଜେପି ଚୋରାଉଛି ଭୋଟ୍!

ପାଟନା: ବିହାରରେ ମହାଗଠବନ୍ଧନ (ଇଣ୍ଡିଆ ବ୍ଲକ୍) ପକ୍ଷରୁ ଚାଲିଥିବା ‘ଭୋଟ୍ ଅଧିକାର ଯାତ୍ରା’ ଷଷ୍ଠ ଦିନରେ ପହଞ୍ଚିଛି। ଏହି ଯାତ୍ରାରେ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ ଓ ଆର୍ଜେଡି ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଏବଂ ନିର୍ବାଚନ କମିଶନକୁ କଡ଼ା ଭାବରେ ଆକ୍ରମଣ କରୁଛନ୍ତି। ରାହୁଲ ଗାନ୍ଧୀ ମୋଦୀଙ୍କୁ ‘ଭୋଟ୍ ଚୋର’ ବୋଲି ଆଖ୍ୟା କରିଥିବା ସହିତ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ କୁ ସଂସ୍ଥାଗତ ଚୋରି ବୋଲି ବିବେଚନା କରିଛନ୍ତି।…

Read More

ସ୍କୁଲରେ ପଡିଛି ତାଲା:ଝରକାରେ ରାତିସାରା ଝୁଲିଲା ଛୋଟ ଝିଅ

କେନ୍ଦୁଝର:କେନ୍ଦୁଝର ଜିଲ୍ଲାର ସାନ ଘାଗରା ନିକଟସ୍ଥ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।ରାତିସାର ଶ୍ରେଣୀ ଘରେ ବନ୍ଦ ହୋଇ ରହିଲା ଦ୍ବିତୀୟ ଶ୍ରେଣୀ ଛାତ୍ରୀ। ଅନ୍ଧାରରେ ଘର ଭିତରୁ ବାହାରିବାକୁ ପ୍ରୟାସ କରି ରାତିସାରା ଝରକା ଗ୍ରୀଲରେ ଲଟକି ରହିଲେ । ରଡ ଭିତରେ ଅଟକିଗଲା ମୁଣ୍ଡ । ଶେଷରେ ସକାଳୁ ଯନ୍ତ୍ରଣାରେ ଛଟପଟ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ସ୍କୁଲ ଛୁଟି ସମୟରେ ସ୍କୁଲ୍ ଶ୍ରେଣୀ ଗୃହରେ…

Read More

ଡିସେମ୍ବରରେ ଉଡିବ ‘ଗଗନଯାନ’: ଭାରତର ପ୍ରଥମ ମାନବ ମହାକାଶ ମିଶନର ପରୀକ୍ଷଣ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ବର୍ଷ ଡିସେମ୍ବରରେ ଦେଶର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ର ପ୍ରଥମ ପରୀକ୍ଷଣ ଉତ୍କ୍ଷେପଣ କରିବାକୁ ପ୍ରସ୍ତୁତ ହେଉଛି। ଇସ୍ରୋ ଅଧ୍ୟକ୍ଷ ଡ. ଭି. ନାରାୟଣନ ଏହା ନିଶ୍ଚିତ କରିଛନ୍ତି ଯେ ଏହି ପରୀକ୍ଷଣ ମିଶନ, ଯାହାକୁ ‘ଜି୧’ ନାମ ଦିଆଯାଇଛି, ଏକ ବିନା ମାନବ ମିଶନ ହେବ ଏବଂ ଏଥିରେ ‘ବ୍ୟୋମମିତ୍ର’ ନାମକ ଏକ ମହିଳା ମାନବସଦୃଶ ରୋବଟ ଉତ୍କ୍ଷେପଣ କରାଯିବ। ଏହି ରୋବଟ ମହାକାଶ…

Read More

ଦମ୍ପତିଙ୍କୁ ଚାପିଦେଲା କୋଇଲା ବୋଝେଇ ଟ୍ରକ!

କଟକ : ବିଲମ୍ବିତରାତିରେ କୁଆଡେ ଯାଉଥିଲେ ଦମ୍ପତି ?କିପରି ଘଟିଲା ଦୁର୍ଘଟଣା ? ବାଇକରେ ଯାଉଥିବା ଏକ ଦମ୍ପତିଙ୍କୁ ଗୋପାଳପୁର ନିକଟସ୍ଥ କାଠଯୋଡ଼ି ବ୍ରିଜ ଶେଷ ଭାଗରେ ଏକ ଟ୍ରକ ଚାପି ଦେବାରୁ ଘଟଣାସ୍ଥଳରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ, ଭୁବନେଶ୍ୱର ଧଉଳିଥାନ ଡେ଼ଲ୍ଟା କଲୋନୀ ଉତ୍ତରା ଛକ ଅଞ୍ଚଳରେ ରହୁଥିବା ଜଗତସିଂହପୁର ଅଞ୍ଚଳର ମୂଳ ବାସିନ୍ଦା ଦେବୀ ପ୍ରସାଦ ପାଲ ଓ ତାଙ୍କ ପତ୍ନୀ ସସ୍ମିତା ବିଶ୍ବାଳ ଗୁରୁବାର ଦିନ କଟକରେ ଡାକ୍ତରଙ୍କ…

Read More

ଭାରତର ଉପରାଷ୍ଟ୍ରପତି ନିର୍ବାଚନ: କିଏ ହେବେ ଭାରତର ନୂଆ ଉପରାଷ୍ଟ୍ରପତି?

ନୂଆଦିଲ୍ଲୀ: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲର ଶେଷ ଦିନରେ ସେ ଏହି ପ୍ରକ୍ରିୟା ସମ୍ପନ୍ନ କରିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ। ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡିଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏହି ନିର୍ବାଚନ ଆସନ୍ତା…

Read More

ଜାତୀୟ ରାଜପଥରେ ଅଗ୍ନିକାଣ୍ଡ:ହୁତୁହୁତୁ ହୋଇ ଜଳିଗଲା ଆମ ବସ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଏକ ମୋ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ୩୦ରୁ ଅଧିକ ଯାତ୍ରୀ। ସୂଚନା ଅନୁଯାୟୀ, ବସ୍‌ଟି କଟକରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଚଳନ୍ତା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ସର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ, ଯଦିଓ ନିଆଁ ଲାଗିବାର…

Read More

ଭେଟେରାନଙ୍କ ଭେଟଘାଟ: ନୂଆ ଫ୍ରଣ୍ଟର ମୂଳ ଦୁଆ ପଡ଼ିବାକୁ ନେଇ ହେଲାକି ଚର୍ଚ୍ଚା?

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ମହଲରେ ନୂଆ ଫ୍ରଣ୍ଟ ଗଠନର ଚର୍ଚ୍ଚା ହେଉଛି। ଯାଜପୁର ଜିଲ୍ଲାର ଓଳାଶୁଣି ଗୁମ୍ଫା ପୀଠରେ ପୂର୍ବତନ ବିଜେଡି ନେତାମାନଙ୍କର ଏକ ବନ୍ଧୁମିଳନ ସଭା ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସଙ୍କେତ ଆଣିଛି। ଏହି ସଭାରେ ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି ଏବଂ ରାମଚନ୍ଦ୍ର ହାଁସଦା ପରି ବିଜେଡିର ପୂର୍ବତନ ହେଭିୱେଟ ନେତାମାନେ ଉପସ୍ଥିତ ଥିଲେ। ତେବେ, ଏହି ସଭାକୁ ‘ବନ୍ଧୁମିଳନ’ ନାମ ଦିଆଯାଇଥିଲେ…

Read More

ଶିକ୍ଷକ ହେଲେ ଜିଲ୍ଲାପାଳ : ବଣ୍ଡା ପିଲାଙ୍କୁ ପଢ଼ାଇଲେ ପାଠ

ମାଲକାନଗିରି: କେମିତି ଚାଲିଛି ପାଠପଢା? କୁନି ପିଲା ପାଠକୁ କେତେ ବୁଝିପାରୁଛନ୍ତି? ଶିକ୍ଷକ-ଛାତ୍ରଙ୍କ ସମ୍ପର୍କ କେମିତି ରହିଛି? କିଛି ଏଭଳି ପ୍ରଶ୍ନର ଉତ୍ତର ଖୋଜିବାକୁ ବିଦ୍ୟାଳୟରେ ପହଂଚିଗଲେ ଜିଲ୍ଲାପାଳ | ପିଲାଙ୍କୁ ପାଠ ପଢାଇଲେ ଆଉ ପ୍ରଶ୍ନ ବି ପଚାରିଲେ | ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମଲକନାଗିରି ଜିଲ୍ଲାର କିଛି ସ୍କୁଲକୁ ଯାଇ ପାଠ ପଢ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ମାଲକାନଗିରି ଜିଲ୍ଲପାଳ ବଣ୍ଡା ପାହାଡ଼ର ମୁଦୁଲିପଡ଼ାକୁ ଆକସ୍ମିକ ପରିଦର୍ଶନ କରିଥିଲେ। ସେଠାରେ ଥିବା…

Read More

ଦେଶରେ ବନ୍ଦ ହେବ ଅନଲାଇନ୍ ଗ୍ୟାମ୍ବଲିଂ ଖେଳ

ଭୁବନେଶ୍ୱର : ଭାରତ ସରକାର ଅନଲାଇନ୍ ଜୁଆ ଓ ବାଜି ଖେଳକୁ ନିୟନ୍ତ୍ରଣ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଲୋକସଭାରେ ଅନଲାଇନ୍ ଗେମିଂ ବିଧେୟକ ୨୦୨୫ ପାସ୍ ହୋଇଛି, ଯାହା ଅନଲାଇନ୍ ଜୁଆ ଓ ବାଜି ଉପରେ କଡ଼ା ନିୟମ ଲଗାଇବ। ଏହି ବିଧେୟକ ଅନଲାଇନ୍ ଫ୍ୟାନ୍ଟାସି ସ୍ପୋର୍ଟସ୍, ପୋକର, ରମି, ଅନ୍ୟାନ୍ୟ କାର୍ଡ ଖେଳ ଏବଂ ଅନଲାଇନ୍ ଲଟେରୀ ଆଦି ସମସ୍ତ ଟଙ୍କା ଆଧାରିତ ଅନଲାଇନ୍ ଖେଳକୁ ବେଆଇନ ଘୋଷଣା କରିଛି। ଏହାର…

Read More

ଜେଲ୍‌ରେ ୩୦ ଦିନ ରହିଲେ ନେତାଙ୍କୁ ପଦରୁ ହେବେ ବହିଷ୍କାର: କେନ୍ଦ୍ର ଆଣିବାକୁ ଯାଉଛି ନୂଆ ବିଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ୩୦ ଦିନରୁ ଅଧିକ ସମୟ ଜେଲ୍‌ରେ ରହିଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଅବା କୌଣସି ରାଜନେତାଙ୍କୁ ତାଙ୍କର ପଦରୁ ବହିଷ୍କାର କରିବାକୁ ଏକ ନୂଆ ବିଲ୍‌ ଆଣିବାକୁ ଯାଉଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ୩ଟି ବିଲ୍‌, ସୁଦ୍ଧା ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌-୨୦୨୫ ଉପସ୍ଥାପନ କରିବେ। ଏହି ବିଲ୍‌ରେ ପ୍ରାବଧାନ ରହିଛି ଯେ, ଯଦି କୌଣସି ନେତା…

Read More