ଦରଭଙ୍ଗାରେ ରାହୁଲ ପ୍ରିୟଙ୍କାଙ୍କ ପାୱର୍ ସୋ!

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ଚାଲିଥିବା ‘ଭୋଟର ଅଧିକାର ଯାତ୍ରା’ର ୧୧ତମ ଦିନରେ ଦରଭଙ୍ଗାରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବାଇକ ରାଲିରେ ଅଂଶଗ୍ରହଣ କରିଛନ୍ତି। ଏହି ରାଲିରେ ପ୍ରିୟଙ୍କା ଗାନ୍ଧୀ ରାହୁଲଙ୍କ ବାଇକରେ ହେଲମେଟ ପିନ୍ଧି ପଛରେ ବସିଥିବା ଦୃଶ୍ୟ ଏକ ଭିଡିଓରେ ଦେଖାଯାଇଛି। ଏହି ଯାତ୍ରାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ…

Read More

ଗଣେଶ ଚତୁର୍ଥୀରେ ଜୀବେଦୟା ଫାଉଣ୍ଡେସନ ତରଫରୁ ସଚେତନତା କାର୍ଯ୍ୟ

ଆଦିମକାଳରୁ ଗଣେଶଙ୍କୁ ପୂଜା କରାଯାଉଥିବାରୁ ପ୍ରାରମ୍ଭିକ ଦେବତାରୂପେ ଗଣେଶଙ୍କୁ ପୂଜା କରାଯାଏ। ଯେଉଁ ଦେବତା ଙ୍କର ପୂଜା ହେଉ ନା କାହିଁକି ପ୍ରଥମେ ପୂଜା ପାଆନ୍ତି ପ୍ରଭୁ ଶ୍ରୀ ଗଣେଶ। ଗଣେଶ ଚତୁଥୀ ଅବସର ରେ ଜୀବେଦୟା ଫାଉଣ୍ଡେସନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆଜି କଟକ ଏବଂ ଭୁବନେଶ୍ୱର ସହର ର ବିଭିନ୍ନ ରାସ୍ତା କଡରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକ ଛୋଟ ପିଲାଟେ (ଗୌରବ ରାଜ ସ୍ୱାଇଁ )ବାଲ ଗଣେଶ ଙ୍କର ରୂପଧରି, ହାତରେ…

Read More

ନୂଆଁଖାଇ ଭେଟି: ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ରାଜ୍ୟ ସରକାର ଚାଷୀଙ୍କୁ ଦେବେ ଖୁସିର ଉପହାର। ଆଜି ରାଜ୍ୟର ପ୍ରାୟ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି ସିଏମ୍ କିଷାନ ଯୋଜନାରେ ୨ ହଜାର ଟଙ୍କା। ରବି ଫସଲ ୨୦୨୫-୨୬ ପାଇଁ ଏହି ଆର୍ଥିକ ସହାୟତା ଆଜି ଚାଷୀଙ୍କ ଖାତାକୁ ସ୍ଥାନାନ୍ତର ହୋଇଛି, ଯାହା ନୂଆଁଖାଇ ପୂର୍ବରୁ ଚାଷୀଙ୍କ ପାଇଁ ଏକ ବଡ଼ ଉପହାର। ଗତ…

Read More

ଓଡିଶାରେ ବନ୍ୟାସ୍ଥିତି ନିୟନ୍ତ୍ରଣ: ସୁବର୍ଣ୍ଣରେଖା ଓ ବୈତରଣୀରେ ଜଳସ୍ତର ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସୁବର୍ଣ୍ଣରେଖା ଓ ବୈତରଣୀ ବେସିନରେ ଜଳସ୍ତର ବିପଦ ସଂକେତରୁ ତଳକୁ ଖସିଛି। ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ। ତେବେ ବୈତରଣୀରୁ କାଣୀ ନଈ ଘାଇରେ ଭାଙ୍ଗିବା ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ ପ୍ରଭାବିତ ହୋଇଛି। ଜଳ କମିବା ପରେ ଏହି ଘାଇର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ସୂଚନା ଅନୁଯାୟୀ,…

Read More

ରାହୁଲ ଦେଖିଲେଣି ଓଡ଼ିଶା ଦଖଲ ସ୍ୱପ୍ନ, ଆଉ ଚଳିବନି ସୁପାରିସ

ଭୁବନେଶ୍ୱର: ଆକ୍ସନ ମୋଡରେ କଂଗ୍ରେସ ଯୁବରାଜ। ଓଡ଼ିଶାକୁ ନେଇ ସିରିୟସ ରାହୁଲ। ଓଡ଼ିଶାରେ କଂଗ୍ରେସ ପାଇଁ ବଡ଼ ସମ୍ଭାବନା ଅନୁଭବ କରିବା ପରେ ଏବେ ଓଡ଼ିଶା ଉପରେ ଫୋକସ୍‌। ସୃଜନ ବୈଠକରେ ସଙ୍ଗଠନକୁ ମଜଭୁତ କରିବାକୁ ରାଜ୍ୟ ନେତାଙ୍କୁ ଦେଇଛନ୍ତି ଆହ୍ୱାନ। ସୋମବାର ଦିଲ୍ଲୀ ଇନ୍ଦିରା ଭବନରେ ବସିଥିବା ବୈଠକରେ ରାହୁଲ ଗାନ୍ଧୀ ରାଜ୍ୟ ନେତାଙ୍କୁ କହିଛନ୍ତି, ଦଳୀୟ ମୁଖ୍ୟାଳୟରେ ବସି ଜିଲ୍ଲା ସଭାପତି ବାଛିବା ବନ୍ଦ କର। ଏଣିକି ସଙ୍ଗଠନରେ ସୁପାରିସ ଆଉ ଚାଲିବ ନାହିଁ।…

Read More

ରାହୁଲଙ୍କ ଫୋକସରେ ଓଡ଼ିଶା: ସୁସଙ୍ଗଠନରେ କଂଗ୍ରେସର ନୂଆ ପଦକ୍ଷେପ!

ଭୁବନେଶ୍ୱର: ଆସନ୍ତା ନିର୍ବାଚନକୁ ଲକ୍ଷ୍ୟ କରି କଂଗ୍ରେସ ଓଡ଼ିଶାରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ପାଇଁ ଗୁରୁତ୍ୱଦାନ କରୁଛି। ଏଥିରେ ସ୍ୱୟଂ ଏଆଇସିସି ନେତା ରାହୁଲ ଗାନ୍ଧୀ ନିଜେ ଫୋକସ ରଖିଛନ୍ତି। ସଙ୍ଗଠନ ସୃଜନ ଅଭିଯାନ ବୈଠକରେ ସେ ସ୍ପଷ୍ଟ କରିଛନ୍ତି, ଓଡ଼ିଶାରେ କଂଗ୍ରେସ ପାଇଁ ଏବେ ଅଧିକ ସମ୍ଭାବନା ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ କଠିନ ପରିଶ୍ରମ କରିବା ଆବଶ୍ୟକ। କଂଗ୍ରେସ ସୂତ୍ରମାନଙ୍କ କଥାଅନୁଯାୟୀ, ସଙ୍ଗଠନ ସୃଜନ ଜରିଆରେ ଜିଲ୍ଲା ସଭାପତିଙ୍କୁ ଚୟନ କରାଯିବ। ଏଥିପାଇଁ ୩୫ ଜଣିଆ…

Read More

ଭାରତୀୟ ନୌସେନାରେ ଦୁଇ ନୂଆ ଯୁଦ୍ଧଜାହାଜ!

ବିଶାଖାପଟଣା: ଭାରତୀୟ ନୌସେନା ଆଜି ଆହୁରି ଶକ୍ତିଶାଳୀ ହୋଇଛି। ବିଶାଖାପଟଣାରେ ଏକ ବିଶେଷ ସମାରୋହରେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଆଇଏନଏସ ଉଦୟଗିରି ଓ ଆଇଏନଏସ ହିମଗିରି ଦୁଇଟି ଅତ୍ୟାଧୁନିକ ଯୁଦ୍ଧପୋତ ନୌସେନାରେ ସାମିଲ ହୋଇଛି। ଏହା ପ୍ରଥମ ଥର ଯେ ଦୁଇଟି ଭିନ୍ନ ଶିପ୍‌ୟାର୍ଡରେ ନିର୍ମିତ ବଡ଼ ଯୁଦ୍ଧଜାହାଜ ଏକେ ସମୟରେ ନୌସେନାରେ ଯୋଗ କରିଛି। ଏହା ଭାରତର ସାମୁଦ୍ରିକ ଶକ୍ତିକୁ ଆହୁରି ମଜବୁତ କରିବା ସହିତ ‘ମେକ୍ ଇନ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’…

Read More

ଭାରତୀୟ ଉତ୍ପାଦ ଉପରେ ଆମେରିକାର ୨୫% ଶୁଳ୍କ: ଭାରତର ଦୃଢ଼ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି, ଯାହା ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୭, ୨୦୨୫ ଠାରୁ କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଭାରତର ଋଷରୁ ତେଲ କିଣାକୁ କେନ୍ଦ୍ର କରି ନେଇଛି। ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ଭାରତ ଋଷରୁ ତେଲ କିଣି ପରୋକ୍ଷ ଭାବେ ୟୁକ୍ରେନ ଯୁଦ୍ଧରେ ସହାୟତା କରୁଛି। ଏହା ପୂର୍ବରୁ ଭାରତୀୟ ଉତ୍ପାଦ ଉପରେ ୨୫% ଶୁଳ୍କ…

Read More

୧୫୦ କେଜି ପିତ୍ତଳ ମେଢ଼ ହେବ ମୁଖ୍ୟ ଆକର୍ଷଣ

ଭୁବନେଶ୍ଵର: ଚାରନାରାୟଣୀ ଯୁବକ ସଂଘ ମଞ୍ଚା ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜା ଅତି ଆଡ଼ମ୍ବର ଓ ଉତ୍ସାହରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କମିଟିର ୩୫ତମ ବର୍ଷ ପାଳନ ଅବସରରେ ଏକ ନୂତନ ଓ ଅଭିନବ ଉଦ୍ୟମ ଭାବେ କଟକ ସହରର ପ୍ରସିଦ୍ଧ ତାରକସୀ କାରୀଗରମାନଙ୍କ ଦ୍ୱାରା ୧୫୦ କେଜି ଓଜନର ଏକ ପିତ୍ତଳ ମେଢ଼ ନିର୍ମାଣ କରାଯାଇଛି, ଯାହା ରାଜଧାନୀର ପ୍ରଥମ ପିତ୍ତଳ ମେଢ଼ ଭାବେ ମୁଖ୍ୟ ଆକର୍ଷଣ ହେବ।…

Read More

କଟକରେ ରାଜନୈତିକ ହାଇଡ୍ରାମା: ସୋଫିଆଙ୍କୁ ଏମିତି କହିଲେ ସୁବାସ

କଟକ: କଟକରେ ସରଗରମ ରାଜନୀତି। ଚାଲିଛି କଥା କଟାକଟି।ତୀବ୍ର ବକ ଯୁଦ୍ଧ ନୁହେଁ ଜୋରସୋର୍ କଥା କଟା କଟି।ସହରରେ ରାଜନୈତିକ ଉତ୍ତେଜନା ଚରମସୀମାକୁ ପହଞ୍ଚିଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ କଟକ ମହାନଗର ନିଗମ ମେୟର ସୁବାସ ସିଂଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଏକ ସମୀକ୍ଷା ବୈଠକକୁ ନେଇ ଉଭୟଙ୍କ ମଧ୍ୟରେ ଦୁର୍ଦାନ୍ତ ବିବାଦ ସୃଷ୍ଟି ହୋଇଥିବାରୁ କଟକର ରାଜନୈତିକ ପରିସରରେ ହଇଚଇ ପ୍ରବଳ ହୋଇଛି। ସୂଚନ ଅନୁସାରେ,ସୋଫିଆ ଫିର୍ଦ୍ଦୋସ ସିଏମସି କମିଶନର…

Read More