ସୁଭଦ୍ରା ଯୋଜନା ନେଇ ବଡ଼ ବୈଠକ: ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବା ନେଇ ଆଜି ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ବସିଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରିବା ନେଇ ଆଲୋଚନା ହେବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପୂର୍ବରୁ ତିନୋଟି ବିଭାଗ—ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମାଗିଥିଲା। ବାଣିଜ୍ୟ ଓ ପରିବହନ ବିଭାଗକୁ ଚାରି…

Read More

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ୭୭୫ ଜଣ ଅଯୋଧ୍ୟା ଓ ବାରଣାସୀ ଯାତ୍ରାରେ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ଅନ୍ତର୍ଗତ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ୭୭୫ ଜଣ ବରିଷ୍ଠ ନାଗରିକ ଭୁବନେଶ୍ୱରରୁ ଅଯୋଧ୍ୟା ଓ ବାରଣାସୀ ତୀର୍ଥ ଦର୍ଶନ ପାଇଁ ଯାତ୍ରା କରୁଛନ୍ତି। ଏହି ଯାତ୍ରାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କରାଯାଇଛି। ଏହି ଯୋଜନାରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି।…

Read More

କେଦାରନାଥ ଭକ୍ତଙ୍କୁ ବଡ ଝଟକା: ବୃଦ୍ଧି ହେଲା ହେଲିକପ୍ଟର ସେବା ଭଡ଼ା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମୌସୁମୀର ପ୍ରଭାବ ହ୍ରାସ ପାଇବା ପରେ, ଚାରିଧାମ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ପୂର୍ବ ବର୍ଷଗୁଡ଼ିକ ପରି, ଏହି ବର୍ଷ ମଧ୍ୟ ଚାରିଧାମ ହେଲିକପ୍ଟର ସେବା ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଯାହା ପାଇଁ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ, ହେଲିକପ୍ଟର ସେବା ମାଧ୍ୟମରେ ବାବା କେଦାରନାଥ ଧାମଙ୍କୁ ଦର୍ଶନ କରିବାକୁ ଯାଉଥିବା ଯାତ୍ରୀମାନଙ୍କୁ ୪୯ ପ୍ରତିଶତ ଅଧିକ…

Read More

ବିଶ୍ୱବିଦ୍ୟାଳୟରେ ବଢୁଛି ବିବାଦ: ଛାତ୍ରଛାତ୍ରୀମାନେ VC ଅଫିସ୍ ଘେରାଉ କରି ରଖିଲେ ଦାବି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ବିବାଦ ବଢୁଛି। ଗତକାଲି ଅଣଛାତ୍ରମାନଙ୍କୁ କ୍ୟାମ୍ପସ୍‌ରୁ ହଟାଇବା ପରେ ଆଜି କିଛି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରମାନେ VC ଅଫିସ୍ ଘେରାଉ କରିବା ସହ VCଙ୍କ ସହ ଆଲୋଚନା କରି ଦାବି ରଖିଛନ୍ତି। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ମିଶନ ଅଲ୍ ଆଉଟ୍ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି VCଙ୍କୁ। ଜବରଦଖଲ ଉଛେଦ, ଭଡାରେ ଲାଗିଥିବା କ୍ୱାର୍ଟରକୁ ଉଛେଦ ସହ ଯିଏ କ୍ୱାର୍ଟର ଭଡାରେ ଲଗାଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

Read More

ଦକ୍ଷିଣ ଓଡ଼ିଶାରେ ବିଜେଡିକୁ ବଡ଼ ଝଟକା: ପ୍ରତିଷ୍ଠାତା ସଦସ୍ୟ ଏନ ଭାସ୍କର ରାଓ ଓ ଲାଲ ବିହାରୀ ହିମାରିକା ଛାଡ଼ିଲେ ଦଳ

ରାୟଗଡ଼ା: ଦକ୍ଷିଣ ଓଡ଼ିଶାରେ ବିଜୁ ଜନତା ଦଳ ପାଇଁ ଏକ ବଡ଼ ଝଟକା ଲାଗିଛି। ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଏବଂ ରାୟଗଡ଼ାର ତିନି ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମାରିକା ବିଜେଡି ଛାଡ଼ିଛନ୍ତି। ଏହା ସହିତ ଏନ ଭାସ୍କର ରାଓଙ୍କ ସମର୍ଥକମାନେ ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରି ବିନା ବ୍ୟାନରରେ ଏକ ସଭା କରିଛନ୍ତି। ଏନ ଭାସ୍କର ରାଓ ରାୟଗଡ଼ା ଜିଲ୍ଲା…

Read More

ଭାରତରେ ଉପରାଷ୍ଟ୍ରପତି ନିର୍ବାଚନ ୨୦୨୫: ଆଜି ଆସିବ ଭୋଟଗଣନା ଫଳାଫଳ

ନୂଆଦିଲ୍ଲୀ: ଆଜି ଭାରତରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେଉଛି। ସଂସଦ ଭବନ ପରିସରରେ ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଭୋଟ୍ ଦେବେ ଏବଂ ଭୋଟଗଣନା ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଏନ୍ଡିଏର ପ୍ରାର୍ଥୀ ଏବଂ ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଏବଂ ପୂର୍ବତନ ସୁପ୍ରିମ୍ ନ୍ୟାୟାଧୀଶ ବି. ସୁଦର୍ଶନ୍ ରେଡ୍ଡି ମଧ୍ୟରେ…

Read More

ବିଜେଡି ବିଜେପିରୁ ଅଲଗା ନୁହେଁ: ଭକ୍ତ

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ ଆଜି ବିଜେଡି ଭାଗ ନେଉ ନାହିଁ। ଦଳର ୭ ରାଜ୍ୟସଭା ସାଂସଦ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁନାହାଁନ୍ତି । ଏନ୍‌ଡିଏ ଓ ୟୁପିଏ ଠାରୁ ସମଦୂରତାର ଦ୍ବାହି ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି। ବିଜେପିକୁ କୌଣସି ପରିସ୍ଥିତିରେ ଅସନ୍ତୁଷ୍ଟ କରିବାକୁ ନବୀନ ଚାହୁ ନାହାନ୍ତି, ତାହା ଏକପ୍ରକାର ସ୍ପଷ୍ଟ ହୋଇଛି। ଏହାକୁ ନେଇ ଦଳ ଭିତରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି। ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ…

Read More

ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନିଧନ: ରାଜନୈତିକ ମହଲରେ ଶୋକର ଛାୟା

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ରାଜନେତା, ବିଜୁ ଜନତା ଦଳର ନେତା ତଥା ନୂଆପଡ଼ା ବିଧାନସଭା ଆସନର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନିଧନ ରାଜ୍ୟ ରାଜନୀତିରେ ଏକ ବଡ଼ କ୍ଷତି ସୃଷ୍ଟି କରିଛି। ଦୀର୍ଘଦିନର ଅସୁସ୍ଥତା ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ନିଧନ ଖବର ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାରୁ ଚାରିଥର…

Read More

ଆଦିବାସୀଙ୍କ ପୈତୃକ ଭୂମି ଓ ସ୍ୱପ୍ନ ବିପଦରେ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମୋଦି ସରକାରଙ୍କ ଗ୍ରେଟ୍ ନିକୋବର ମେଗା-ଇନଫ୍ରାଷ୍ଟକ୍ଚର ପ୍ରକଳ୍ପକୁ ତୀବ୍ର ସମାଲୋଚନା କରିଛନ୍ତି, ଏହାକୁ ଆଦିବାସୀ ଅଧିକାରର ଉଲ୍ଲଂଘନ ଏବଂ ପରିବେଶଗତ ବିପଦ ବୋଲି ଅଭିହିତ କରି। ଦି ହିନ୍ଦୁରେ ପ୍ରକାଶିତ ଏକ ଲେଖାରେ ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ନିକୋବାରୀ ଏବଂ ଶୋମ୍ପେନ ଆଦିବାସୀ ସମ୍ପ୍ରଦାୟର ଅସ୍ତିତ୍ୱକୁ ବିପଦରେ ପକାଇଛି। ଗ୍ରେଟ୍ ନିକୋବର ଦ୍ୱୀପରେ ବସବାସ କରୁଥିବା ଏହି ଦୁଇ ମୁଖ୍ୟ ଆଦିବାସୀ ସମ୍ପ୍ରଦାୟ ଏହି ପ୍ରକଳ୍ପ ଯୋଗୁଁ…

Read More

ଦକ୍ଷିଣ ଓଡ଼ିଶାରେ ବିଜେଡି ଗଡ଼ ଭୁଶୁଡୁଛି, ବିଜେପି ମାଡ଼ି ଚାଲିଛି

ବିଜେଡି ଗଡରେ ମାଡ଼ିଚାଲିଛି ବିଜେପି। ଦକ୍ଷିଣ ଓଡ଼ିଶା ରାଜନୀତି ଏବେ କଡ଼ ଲେଉଟାଉଛି। ବିଜେପି ଧିରେ ଧିରେ ଗୋଟିଏ ପରେ ଗୋଟିଏ ସ୍ଥାନ କବଜା କରିଚାଲିଛି। ଦିନେ ଯେଉଁଠି ବିଜେଡି ରାଜ କରୁଥିଲା, ଦଳ ହାରିବା ପରେ ସେଠି ଏବେ ମୁହାଁମୁହିଁ ସ୍ଥିତି। ଯାହା ବିଜେପିକୁ ବେଶ୍ ସୁହାଉଛି। ରାୟଗଡ଼ା ଓ ଗଞ୍ଜାମରେ ପତିଆରା ବଢ଼ାଉଛି ପଦ୍ମ। ବିଜେଡି ଫାଟରୁ ଫାଇଦା ନେବା ଚକ୍କରରେ ବିଜେପି। ଆଗକୁ ପୌର ନିର୍ବାଚନ। ତା ପୂର୍ବରୁ ବିଜେପି ପ୍ରସ୍ତୁତି ଚଲେଇଛି।…

Read More