Ekyc ଡାଟାବେସକୁ ଆଧାର କରି କାର୍ଡ ଦିଆଯିବ: ମନ୍ତ୍ରୀ
ଭୁବନେଶ୍ୱର: ଚଳିତ ବର୍ଷ ଫେବୃଆରୀରେ ଆୟୁଷ୍ମାନ ଲାଗୁ ହେଉଥିବାରୁ ସରକାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ଆଇଟି ଇଣ୍ଟିଗ୍ରେଟ ଉପରେ ବିଭାଗ କାମ କରୁଛି। ନିକଟରେ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି। ୩୦ ହଜାର ହସ୍ପିଟାଲରେ ସୁବିଧା ମିଳିବ। ପ୍ରତି ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ। Ekyc ଡାଟାବେସକୁ ଆଧାର କରି କାର୍ଡ ଦିଆଯିବ। ଯେଉଁମାନଙ୍କର Ekyc ହୋଇନାହିଁ ସେମାନଙ୍କ ନା କୁ ସରକାର ବିଚାରକୁ ନେବେ। ୧ କୋଟି ପରିବାରର ତଥ୍ଯ ସରକାରଙ୍କ ପାଖରେ ରହିଛି। ସେମାନଙ୍କ ନା କୁ ସରକାର ବିଚାରକୁ ନେବେ। ସରକାରଙ୍କ ପାଇଁ ଚଳିତ ବର୍ଷ ଗୁରୁତ୍ବପୁର୍ଣ ବର୍ଷ। ୨୦୨୫ ଶେଷ ବେଳକୁ ଟିଭି ମୁକ୍ତ ଯକ୍ଷ୍ମା ମୁକ୍ତ ହେବ ଓଡ଼ିଶା ଓ ସାରା ଦେଶ। ସ୍ବାସ୍ଥ୍ୟ ବିଭାଗ ପାଇଁ ଗୁରୁତ୍ବପୁର୍ଣ। ନୂଆ ମେଡିକାଲ କଲେଜ ଖୋଲିବା ଓ ଡାକ୍ତର ନିଯୁକ୍ତି ଓ ଆୟୁଷ୍ମାନ ଲାଗୁ ହେବ। ସେ ଦୃଷ୍ଟିରୁ ଗୁରୁତ୍ବପୁର୍ଣ।
