Satej News

ଆପଣଙ୍କ ଫେସବୁକ୍ ଆଉ କେହି ବ୍ୟବହାର କରୁଛନ୍ତି କି ❓

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ, ସୋସିଆଲ ମିଡିଆ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ବର୍ତ୍ତମାନ ସମୟରେ ଫେସବୁକ୍ କେବଳ କଥାବାର୍ତ୍ତାର ମାଧ୍ୟମ ନୁହେଁ, ଏହାଛଡା ଲୋକମାନେ ଏହା ମାଧ୍ୟମରେ ନିଜର କାମ, ବ୍ୟବସାୟ ଏବଂ ପରିଚୟକୁ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି କେହି ଆପଣଙ୍କ ଅଜାଣତରେ ଆପଣଙ୍କ ଫେସବୁକ୍ ଆକାଉଣ୍ଟର ବ୍ୟବହାର କରୁଛନ୍ତି, ତେବେ ଏହା କେବଳ ଚିନ୍ତାର ବିଷୟ ନୁହେଁ, ବରଂ ଆପଣଙ୍କ ଗୋପନୀୟତା ଏବଂ ସୁରକ୍ଷା ପାଇଁ ମଧ୍ୟ…

Read More

୨୦୨୫-୨୬ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ସୁଯୋଗ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଅଡିଟରିୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୫-୨୬ର ଲାଭ ନେବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏହି ଯୋଜନା…

Read More

ଚଳନ୍ତା ବସରୁ ନବଜାତ ଶିଶୁକୁ ଫିଙ୍ଗି ଦେଲେ ଦମ୍ପତି

ମହାରାଷ୍ଟ୍ର :ପାରଭାନୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଏକ ୧୯ ବର୍ଷୀୟ ଯୁବତୀ ଏକ ଚଳନ୍ତା ସ୍ଲୀପ୍ପର ବାସରୁ ଏକ ଶିଶୁକୁ ଫିଙ୍ଗିଦେଇଛନ୍ତି | ତେବେ ଯୁବତୀଙ୍କ ସହ ଥିବା ୨୧ ବର୍ଷୀୟ ଯୁବକ ନିଜକୁ ତାଙ୍କର ସ୍ୱାମୀ ବୋଲି ଦାବି କରିଛନ୍ତି | ଅନ୍ୟପଟେ ଶିଶୁଟିର ମୃତ୍ୟୁ ଘଟିଛି | ଅଭିଯୁକ୍ତ ରୀତିକା ଢ଼େରେ ଏବଂ ଆଲତାଫ ସେଖ ବୋଲି ଚିହ୍ନଟ ହୋଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି | ପୁଲିସ୍‌ ଅନୁଯାୟୀ,…

Read More

କେମିତି ଅଛନ୍ତି ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିଥିବା ଯୁବକ

ଭୁବନେଶ୍ୱର:ଫକୀର ମୋହନ ମହାବିଦ୍ୟାଳୟରେ ଆତ୍ମଦାହ ଉଦ୍ୟମ କରିବା ସମୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇବାକୁ ଚେଷ୍ଟା କରିଥିବା ଯୁକ୍ତ ତିନି ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ଵାଳ ଏବେ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।ସୋମ୍ୟାଶ୍ରୀଙ୍କ ଦେହରୁ ନିଆଁ ଲିଭାଇବାକୁ ଯାଇ ସେ ପୋଡ଼ି ଯାଇଥିଲେ।ଶରୀରର ୧୫ ଭାଗ ପୋଡ଼ି ହୋଇଯାଇଛି । ନିଆଁ ସଂସ୍ପର୍ଶରେ ଆସି ତାଙ୍କ ବେକ, ମୁହଁ ଓ ଛାତିର କିଛି ଅଂଶ ପୋଡ଼ି…

Read More

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବାଲେଶ୍ୱରରେ ତୀବ୍ର ଆନ୍ଦୋଳନ କଲା ବିଜେଡି

ଭୁବନେଶ୍ୱର : ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବାଲେଶ୍ଵର ଜିଲ୍ଲା ବନ୍ଦ ଡାକରା ଦେଇ ତୀବ୍ର ବିରୋଧ କରିଛି ବିଜେଡି | ଆଜି ବିଜୁଜନତା ଦଳ ପକ୍ଷରୁ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ…

Read More

ସିଦ୍ଧାର୍ଥ-କିଆରାଙ୍କ ଘରକୁ ଆସିଲା କୁନି ପରୀ

ମୁମ୍ବାଇ: ବଲିଉଡ଼ ତାରକା ଦମ୍ପତି କିଆରା ଆଡ଼ଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ପିତାମାତା ହୋଇଛନ୍ତି | ଗତକାଲି ରାତିରେ ଏକ ଶିଶୁ କନ୍ୟା ଜନ୍ମ ହୋଇଛି | ମା ଏବଂ ଶିଶୁ ଉଭୟ ସୁସ୍ଥ ଥିବାର ସୂଚନା ମିଳିଛି | ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁଭେଚ୍ଛା ଏବଂ ଶୁଭକାମନାର ସୁଅ ଛୁଟିଛି | ଏହି ଦୁଇ କଳାକାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶିଶୁକନ୍ୟାର ମାତାପିତା ହୋଇଥିବା ଜଣାଇଛନ୍ତି। ପୋଷ୍ଟର ‌କ୍ୟାପସନରେ ଲେଖାଯାଇଛି ଯେ,…

Read More

ବାଲେଶ୍ୱର ଘଟଣାକୁ ନେଇ ଓଡିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ଅନ୍ୟାୟ ପାଇଁ ସ୍ୱର ଉଠାଇ ଶେଷରେ ଜୀବନ ହାରିଦେଇଥିବା ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ ଆଜି କଥା ହୋଇଛନ୍ତି ରାହୁଲ ଗାନ୍ଧୀ | ରାହୁଲ ଆଜି ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହୋଇ ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଛନ୍ତି | ସେହିପରି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବ ଶୀଘ୍ର କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିପାରନ୍ତି | ସେ ଓଡ଼ିଶା ଆସି ସୌମ୍ୟାଶ୍ରୀଙ୍କ ଘରକୁ…

Read More

ସୁରକ୍ଷାବାହିନୀ ଗୁପ୍ତଚରମାନଙ୍କୁ କିପରି ଧରାଯାଏ? କଣ ମିଳେ ଦଣ୍ଡ?

ନୂଆଦିଲ୍ଲୀ: କିଛିଦିନତଳେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦିଲ୍ଲୀରୁ ଜଣେ ସିଆରପିଏଫ ଯବାନଙ୍କୁ ଗିରଫ କରିଥିଲା। ରିପୋର୍ଟ ଅନୁସାରେ, ଯବାନ ଜଣକ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଇବା ପାଇଁ ଟଙ୍କା ପାଉଥିଲେ। ସେ ଏହି କାମ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିଥିଲେ। ମିଳିଥିବା ସୂଚନା ମୁତାବକ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗୁପ୍ତଚର ଅଭିଯୋଗରେ ସିଆରପିଏଫ ଯବାନ ମୋତି ରାମ ଜାଟଙ୍କୁ ଗିରଫ କରିଲା। ସୂଚନା ଅନୁଯାୟୀ ସୈନିକ ଜଣଙ୍କ ପାକିସ୍ତାନୀ ଅଧିକାରୀଙ୍କ ସହିତ ନିରନ୍ତର…

Read More

କ’ଣ ପାଠ ପଢ଼ିଛନ୍ତି ଖାନ ସାର, ଆପଣ ଜାଣନ୍ତି କି?

ନୂଆଦିଲ୍ଲୀ: କୋଚିଂ ଜଗତରେ ଗରିବ ପିଲାଙ୍କୁ ପାଠ ପଢାଇ ନୂଆ ପରିଚୟ ସୃଷ୍ଟି କରିଥିବା ଖାନ ସାରଙ୍କୁ ତ ଆପଣ ସୋସିଆଲ ମିଡିଆରେ ଦେଖିଥିବେ | କେମିତି ନିଜର କଠିନ ପରିଶ୍ରମ ବଳ ରେ ଆଜି ଅନେକ ଛାତ୍ରଛାତ୍ରୀଙ୍କୁ ଖୁବ କମ ମୂଲ୍ୟରେ ଶିକ୍ଷା ଯୋଗାଇ ଦେଇଛନ୍ତି ତାହା ତ ଆପଣ ଜାଣିଥିବେ | ଆପଣ ଜାଣନ୍ତି କି ଖାନ ସାରଙ୍କ ବାପା ଭାରତୀୟ ସେନାରେ ଥିଲେ ଏବଂ ତାଙ୍କ ବଡ଼ ଭାଇ ମଧ୍ୟ ସେନାରେ ଥିଲେ।…

Read More

ଏଥିପାଇଁ ଓଡ଼ିଶାରେ ୨୦ଲକ୍ଷ ଲୋକଙ୍କୁ ମିଳୁନି ଚାଉଳ

ଭୁବନେଶ୍ୱର: ତଥ୍ୟ ଦେଇନଥିବାରୁ ଓଡ଼ିଶାରେ 20 ଲକ୍ଷ ଲୋକଙ୍କୁ ମିଳୁନି ଚାଉଳ | ଇ କେୱାଇସି କରିନଥିବାରୁ 20 ଲକ୍ଷ 58 ହଜାର ଲୋକଙ୍କୁ ଏବେ ଚାଉଳ ମିଳୁନାହିଁ | ବିଭାଗୀୟ ମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି | ମନ୍ତ୍ରୀ କହିଛନ୍ତି ଯେ ସେମାନେ ଇ କେୱାଇସି କଲେ ସରକାର ସେମାନଙ୍କୁ ଚାଉଳ ଦେବେ | ଯେଉଁମାନେ ଇ କେୱାଇସି କରିନାହାନ୍ତି ସେମାନଙ୍କ ପାଇଁ 3 ମାସ ଅପେକ୍ଷା କରିବେ ସରକାର | କାର୍ଡଗୁଡ଼ିକ ସେହି ସମୟ…

Read More