୧୪ଦିନରେ ୮ ବଡ଼ ମୁଣ୍ଡ ଗଡାଇଲେଣି ଅପରାଧି
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ରାଜ୍ୟରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟି ଚାଲିଛି। ଅପରାଧୀଙ୍କୁ ପୋଲିସର ଭୟ ନାହିଁ। ରାସ୍ତା ଘାଟ ନୁହେଁ ହସ୍ପିଟାଲ ଆଇସିୟୁରେ ପଶି ଗ୍ୟାଙ୍ଗଷ୍ଟରକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ୫ଜଣ ସଶସ୍ତ୍ର ବ୍ୟକ୍ତି ବିହାରର ଏକ ହସ୍ପିଟାଲରେ ପଶି ଆଇସିୟୁରେ ଚିକିତ୍ସିତ ହେଉଥିବା ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରକୁ ଗୁଳିକରି ହତ୍ୟା କରିଛନ୍ତି। ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି। କେମିତି ଧାଡ଼ିରେ ଆସୁଛନ୍ତି…
