Satej News

ଦେଶର ପ୍ରଥମ ବ୍ୟାଙ୍କ ବାବଦରେ ଜାଣନ୍ତି କି?

ମୁମ୍ବାଇ: ଦେଶର ଅର୍ଥନୀତିକୁ ମଜବୁତ କରିବାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅବଦାନକୁ ଅସ୍ୱୀକାର କରାଯାଇପାରିବ ନାହିଁ। ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ମୂଳଦୁଆ ପକାଯାଇଥିଲା | ତେବେ ଆପଣ ଜାଣନ୍ତି କି ଭାରତର ପ୍ରଥମ ବ୍ୟାଙ୍କର ନାମ କଣ ଥିଲା? ଭାରତର ପ୍ରଥମ ବ୍ୟାଙ୍କର ନାମ ଥିଲା ‘ବ୍ୟାଙ୍କ ଅଫ୍ ହିନ୍ଦୁସ୍ତାନ’। ଏହା ୧୭୭୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଏବଂ ସେତେବେଳର ରାଜଧାନୀ କଲିକତାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା | ତଥାପି, ଏହି ବ୍ୟାଙ୍କ ଏହାର…

Read More

ଆହତ ହେଲେ କିଙ୍ଗ ଖାନ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ ତାଙ୍କର ଆଗାମୀ ଆକ୍ସନ ଚଳଚ୍ଚିତ୍ର ‘କିଙ୍ଗ୍‌’ର ସୁଟିଂ ସମୟରେ ଆହତ ହୋଇଛନ୍ତି। ନିଜର ପ୍ରତ୍ୟେକ ଦୃଶ୍ୟରେ ଶତପ୍ରତିଶତ ଉଦ୍ୟମ ପ୍ରଦାନ କରିବା ପାଇଁ ପ୍ରସିଦ୍ଧ ଶାହରୁଖ ମୁମ୍ବାଇର ଗୋଲଡେନ୍ ଟୋବାକୋ ଷ୍ଟୁଡିଓରେ ଏକ ଆକ୍ସନ ଦୃଶ୍ୟ ସୁଟିଂ କରୁଥିବା ବେଳେ ତାଙ୍କ ଅଣ୍ଟାରେ ଆଘାତ ପ୍ରାପ୍ତ ହୋଇଛି। ୫୯ ବର୍ଷୀୟ ଏହି ଅଭିନେତା ତୁରନ୍ତ ଚିକିତ୍ସା ପାଇଁ ଆମେରିକା ଯାତ୍ରା କରିଛନ୍ତି।ସୂଚନା ଅନୁଯାୟୀ, ଆଘାତର ବିବରଣୀ ଗୁପ୍ତ ରଖାଯାଇଛି, କିନ୍ତୁ…

Read More

ଫ୍ରିଜରେ ରଖନ୍ତୁ ନାହିଁ ଏସବୁ ଫଳ ଓ ପନିପରିବା

ଫଳ ଏବଂ ପନିପରିବାକୁ ସତେଜ ରଖିବା ପାଇଁ ଅନେକ ଲୋକ ଫ୍ରିଜ୍ ବ୍ୟବହାର କରନ୍ତି | ଫ୍ରିଜରେ ରଖିବା ଦ୍ୱାରା ଫଳ ଏବଂ ପନିପରିବା ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ | ତଥାପି, କିଛି ଲୋକ ଫ୍ରିଜରେ କଦଳୀ ଏବଂ ଟମାଟୋ ପରି ଫଳ ଓ ପନିପରିବା ମଧ୍ୟ ଫ୍ରିଜରେ ରଖନ୍ତି , ଯାହାକୁ କୋଠରୀ ତାପମାତ୍ରାରେ ରଖିବା ଦ୍ୱାରା ଅଧିକ ଭଲ ହୋଇଥାଏ | ଏହା ସତ ଯେ ଫ୍ରିଜ୍ ଆପଣଙ୍କ ଫଳ…

Read More

‘ନାସା’ର ଚାକିରି ଅଫର ଛାଡି କଦଳୀରୁ ତିଆରି କରୁଛନ୍ତି ସିଙ୍ଗଲ ୟୁଜ ପ୍ଲାଷ୍ଟିକ |

ପାଟନା: ନାମିଦାମୀ କମ୍ପାନୀର ଚାକିରି ଅଫର ବଦଳରେ କିଛି ନୂଆ କରିବାର ସ୍ବପ୍ନ ଦେଖୁଥିବା ଜଣେ ଯୁବକ ଏବେ ଏଭଳି କିଛି ଆବିଷ୍କାର କରିଛନ୍ତି ଯେଉଁଥିପାଇଁ ସେ ଏବେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି | ଜୟ ଜୱାନ, ଜୟ କିସାନ, ଜୟ ବିଜ୍ଞାନ ପରେ ଏବେ ନୂତନ ସ୍ଲୋଗାନ ହେଉଛି – ଜୟ ଅନୁସନ୍ଧାନ | ଆଉ ଏହାକୁ ଧ୍ୟାନରେ ରଖି ଦେଶର ଯୁବକମାନେ ଏବେ ଏକାଧିକ ଆବିଷ୍କାର କରିବାରେ ଲାଗିପଡିଛନ୍ତି | କିଛି ଏଭଳି ଆବିଷ୍କାର…

Read More

କେମିତି କାର୍ଯ୍ୟ କରିବ ‘ଶକ୍ତିଶ୍ରୀ ଆପ’, ଆପଣ ଜାଣିଛନ୍ତି କି?

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ହେଉ କି ବଳଙ୍ଗାରେ ନାବାଳିକାଙ୍କୁ ଦୃବୁର୍ତ୍ତ ଜାଳିଦେବା ହେଉ ଏବେ ବିରୋଧୀଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ରାଜ୍ୟ ସରକାର | ରାଜ୍ୟରେ ନାରୀଙ୍କ ପ୍ରତି ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି ମୋହନ ସରକାର ଏବେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି ସରକାରଙ୍କର ଶକ୍ତିଶ୍ରୀ ଯୋଜନା | ତେବେ ଶକ୍ତିଶ୍ରୀ ଯୋଜନାକୁ ବଳ ଦେବା ପାଇଁ ସରକାର ଶକ୍ତିଶ୍ରୀ ମୋବାଇଲ ଆପ୍‌ ନାମରେ…

Read More

ଏୟାରଲିଫ୍ଟରେ ଦିଲ୍ଲୀ ଏମ୍ସ ଗଲେ ବଳଙ୍ଗା ପୀଡିତା |

ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କୁ ଶେଷରେ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି | ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଛି | ଆଜି ଭୁବନେଶ୍ୱର ଏମ୍ସରୁ ସ୍ୱତନ୍ତ୍ର ଗ୍ରୀନ କରିଡରରେ ପୀଡିତାଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଥିଲା | ଏହାପରେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଦିଲ୍ଲୀ ଏମ୍ସକୁ ପଠାଯାଇଛି | ଆପଣଙ୍କୁ ଜଣାଇଦେଉଛୁ ଯେ ଗତକାଲି ପୁରୀ ନିମାପଡ଼ା ବ୍ଲକ୍‌ ଅନ୍ତର୍ଗତ ବଳଙ୍ଗା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା…

Read More

ଟୋଲଗେଟ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର |

ବୈଶିଙ୍ଗା: ଟୋଲଗେଟ ଉପରକୁ ମାଡ଼ିଗଲା କାର | କାର ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର ଆଉ ଦେଖୁଦେଖୁ ଟୋଲଗେଟ ଉପରକୁ କାର ଚଢ଼ାଇଦେଲେ | ଏଭଳି ଏକ ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟରେ ଦେଖିବାକୁ ମିଳିଛି | ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା କ୍ରମେ ବାରିପଦା ଡାକ୍ତରଖାନାରେ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ…

Read More

ଭଜା ଚଣା ଶରୀର ପାଇଁ ଲାଭଦାୟକ

ଅନେକ ଲୋକ ଭଜା ଚଣାକୁ ଏତେ ପସନ୍ଦ କରନ୍ତି ଯେ ସେମାନେ ଏହାକୁ ଦିନରେ ଅନେକ ଥର ସେବନ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଭଜା ଚଣା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ। ଭଜା ଚଣାରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଲୌହ ପ୍ରଚୁର ପରିମାଣରେ ମିଳିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ 50 ରୁ 60 ଗ୍ରାମ ଭଜା ଚଣା ଖାଇବା ଉଚିତ। ଆପଣଙ୍କ ଖାଦ୍ୟରେ ଭଜା…

Read More

ପେଟର ଚର୍ବି ହୋଇଯିବ ଛୁମନ୍ତର,ଏହାକୁ ଖାଇଲେ କମିଯିବ ପେଟ!

ଭୁବନେଶ୍ୱର : ଆପଣଙ୍କ ପେଟ ବଢିଯାଇଛି କି, ଚର୍ବି ଜମା ହୋଇ ରହିଛି କି? ଆଉ ଆପଣ ଏଥିପାଇଁ ଚିନ୍ତିତ କି? ଯଦି ହଁ, ଆପଣଙ୍କ ରୋଷେଇ ଘରେ ଅଛି ଏହାର ସମାଧାନ | ଆପଣ କ’ଣ ରୋଷେଇ ଘରେ ରଖାଯାଇଥିବା ପାନମହୁରିକୁ କେବଳ ମାଉଥ ଫ୍ରେଶନର ଭାବରେ ସେବନ କରନ୍ତି? ଯଦି ହଁ, ତେବେ ଆପଣଙ୍କ ସୂଚନା ପାଇଁ ଆମେ ଆପଣଙ୍କୁ କହି ଦେଉଛୁ ଯେ ପାନମହୁରି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ହୋଇପାରେ।…

Read More

ପରଲୋକରେ ଲୋକପ୍ରିୟ ଅଭିନେତା ଫିଶ୍ ଭେଙ୍କଟ

ହାଇଦ୍ରାବାଦ: ତେଲୁଗୁ ସିନେମା ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବରିଷ୍ଠ ଅଭିନେତା ତଥା ହାସ୍ୟ କଳାକାର ତେଲୁଗୁ ଅଭିନେତା ଫିଶ୍ ଭେଙ୍କଟ ମାତ୍ର ୫୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘ ଦିନ ଧରି କିଡନୀ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଶେଷରେ କିଡନୀ ଫେଲ୍ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଫିଶ୍ ଭେଙ୍କଟ ଗତ ନଅ ମାସ ଧରି ଗୁରୁତର କିଡନୀ ସମସ୍ୟାରେ ପୀଡ଼ିତ…

Read More