Satej News

କାର୍ଯ୍ୟକାଳ ସରିବା ଆଗରୁ କେଉଁ ଉପରାଷ୍ଟ୍ରପତିମାନେ ଅଧାରୁ ଦେଇଥିଲେ ଇସ୍ତଫା?

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି | ରାଷ୍ଟ୍ରପତିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସେ ତାଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ବାବଦରେ ଉଲ୍ଲେଖ କରିଥିଲେ | ତେବେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ଧନଖଡ଼ଙ୍କ ଇସ୍ତଫା ଅନେକଙ୍କୁ ଚକିତ କରିଛି। ସମ୍ବିଧାନର ଧାରା ୬୭(କ) ଅନୁସାରେ ସେ ଇସ୍ତଫା ଦେଇଛନ୍ତି। ତେଣୁ ତାଙ୍କ ଇସ୍ତଫା ତତ୍କାଳ କାର୍ଯ୍ୟକାରୀ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ…

Read More

ବଜାରକୁ କମ୍ପାଉଛି ୟୁପିଆଇ: ଭାରତରେ ୮୫% ଓ ବିଦେଶରେ ହେଉଛି ୫୦% କାରବାର |

ନୂଆଦିଲ୍ଲୀ: ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ଭାରତ ବୈଶ୍ୱିକ ନେତୃତ୍ୱ ନେଉଛି । ନିକଟରେ ଏକଥା କହିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ ଏମ ଏଫ) । ଏପ୍ରକାର ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ୟୁପିଆଇ ଏକ ବଳିଷ୍ଠ ମାଧ୍ୟମ ସାଜିଛି । ୨୦୧୬ରେ ୟୁନିଫାଏଡ ପେମେଂଟସ ଇଂଟରଫେସ ବା ୟୁପିଆଇକୁ ନେସନାଲ ପେମେଂଟସ କର୍ପୋରେସନ ଅଫ ଇଣ୍ଡିଆ ଆରମ୍ଭ କରିଥିଲା । ଲୋକମାନଙ୍କ ଟଙ୍କା ଦେଣ ନେଣ କ୍ଷେତ୍ରରେ ୟୁପିଆଇ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି…

Read More

ସେକେଣ୍ଡ ହ୍ୟାଣ୍ଡ ଫୋନ୍ କିଣୁଥିଲେ ହୋଇଯନ୍ତୁ ସାବଧାନ!

ନୂଆଦିଲ୍ଲୀ: ଯଦି ଆପଣ ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ସାବଧାନ ହୋଇଜନ୍ତୁ! ଆଜିକାଲି ବଜାରରେ ଚୋରି ହୋଇଥିବା ମୋବାଇଲ୍ ବିକ୍ରି ହେବା ଏକ ସାଧାରଣ ଘଟଣା ହୋଇପଡ଼ିଛି। ଏପରି ପରିସ୍ଥିତିରେ, ଆପଣ ଅଜାଣତରେ ଚୋରି ହୋଇଥିବା ଫୋନ୍ କିଣୁନଥିବେ ତାହା ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ଏକ SMS ଜରିଆରେ ସହଜରେ ଫୋନ୍‌ଟିକୁ ଯାଞ୍ଚ କରିପାରିବେ। ଆପଣ ଫୋନ୍‌ର IMEI ନମ୍ବର (ଯାହା ଫୋନ୍‌ର ବ୍ୟାଟେରୀ ବା ପ୍ୟାକେଜିଂ ବାକ୍ସରେ ଲେଖାଯାଇଥାଏ କିମ୍ବା…

Read More

ନକଲି ଔଷଧ ପ୍ରତି ସାବଧାନ: ଜାଣନ୍ତୁ ଅସଲି ଔଷଧ କିଣିବାର ସଠିକ ଉପାୟ |

ନୂଆଦିଲ୍ଲୀ: ଅସୁସ୍ଥ ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିକାଲ ଷ୍ଟୋରରୁ ଔଷଧ କିଣି ସେବନ କରନ୍ତି, ଆଶାଥାଏ ଯେ ଏହା ଆପଣଙ୍କୁ ସୁସ୍ଥ କରିବ। କିନ୍ତୁ ଆପଣ ଜାଣିଛନ୍ତି କି, ମେଡିକାଲ ଷ୍ଟୋରରେ ମିଳୁଥିବା ସମସ୍ତ ଔଷଧ ଅସଲି ହୋଇନଥାଏ? ଔଷଧ ବଜାରରେ ନକଲି ଔଷଧର ଏକ ବଡ଼ ବ୍ୟବସାୟ ଚାଲିଛି, ଯାହା ଲୋକଙ୍କ ସ୍ୱାସ୍ଥ୍ୟକୁ ଆହୁରି ଖରାପ କରୁଛି। ଅନେକ ସମୟରେ, ଲୋକେ ନକଲି ଔଷଧ କିଣି ସେବନ କରନ୍ତି, ଯାହା ସୁସ୍ଥ କରିବା…

Read More

ଗିରଫ ପରେ କଂଗ୍ରେସରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ|

ଭୁବନେଶ୍ୱର: ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶେଷରେ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ଛାତ୍ରନେତା ଉଦିତ ପ୍ରଧାନ | ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଥିଲା । ମଞ୍ଚେଶ୍ବର ଥାନା ପୁଲିସ ଗତକାଲି ରାତିରେ ଉଦିତଙ୍କୁ ଉଠାଇ ନେଇଥିଲା । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ…

Read More

ଖାଇବା ଆଗରୁ ମାଟିରେ ମିଶିଯାଉଛି ଦେଢ଼ ଲକ୍ଷ କୋଟିର ପରିବା

ନୂଆଦିଲ୍ଲୀ: ଖାଇବା ଆଗରୁ ନଷ୍ଟ ହେଉଛି ଦେଢ଼ କୋଟି ଟଙ୍କାର ପାରିବ | କଥାଟି ଶୁଣିବାକୁ ଯେତେ ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି କଥାଟି ସତ | ଦେଶରେ ପ୍ରତିବର୍ଷ ୭୩.୬ ଲକ୍ଷ ଟନ୍ ଫଳ ଓ ୧.୨ କୋଟି ଟନ୍ ପନିପରିବା ନଷ୍ଟ ହେଉଛି | ନାବ୍‌କନ୍‌ସ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣ ଯାଇଛି ଯେ ମୋଟ ମୂଲ୍ୟ ୧.୫୨ ଲକ୍ଷ କୋଟି ଟଙ୍କା ହେଉଛି | ଏହା ଦେଶରେ ଉତ୍ପାଦିତ ହେଉଥିବା ଫଳର…

Read More

ଶକ୍ତିଶାଳୀ ହେବ ସେନା, ମିଳିବ ଏହି ହେଲିକପ୍ଟର |

ନୂଆଦିଲ୍ଲୀ: ଭାରତୀୟ ସେନାକୁ ଶେଷରେ ବହୁ ପ୍ରତୀକ୍ଷିତ ଆପାଚେ ହେଲିକପ୍ଟର ମିଳିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୩ଟି ଆପାଚେ ହେଲିକପ୍ଟର ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ। ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତୀୟ ସେନା ୬ଟି ଆପାଚେ ହେଲିକପ୍ଟର ଆଣିବା ପାଇଁ ୬୦୦ ନିୟୁତ ଡଲାରର ରାଜିନାମା ସ୍ବାକ୍ଷର କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୪ ମେ ଏବଂ ଜୁନ୍‌ ମାସରେ ଏହା ଭାରତୀୟ ସେନାକୁ ମିଳିବ ବୋଲି ଆଶା ରଖାଯାଇଥିଲା। କିନ୍ତୁ ଯୋଗାଣ ଶୃଙ୍ଖଳ…

Read More

ଏଟିଏମ୍ ଟ୍ରାନ୍ଜାକ୍ସନ୍‌ରୁ ଏସ୍‌ବିଆଇ’ର ୩୩୧ କୋଟି ଲାଭ, ଅନ୍ୟ ସରକାରୀ ବ୍ୟାଙ୍କଗୁଡ଼ିକରେ ବଡ଼ କ୍ଷତି |

ନୂଆଦିଲ୍ଲୀ, ୨୧ ଜୁଲାଇ ୨୦୨୫: ଏଟିଏମ୍ ଟ୍ରାନ୍ଜାକ୍ସନ୍ ଶୁଳ୍କରୁ ଆୟ ଓ କ୍ଷତି ସମ୍ପର୍କିତ ତଥ୍ୟ ଲୋକସଭାରେ ଉପସ୍ଥାପିତ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ୧୨ଟି ସରକାରୀ ବ୍ୟାଙ୍କ ମଧ୍ୟରୁ ୧୧ଟି ଏଟିଏମ୍ ଟ୍ରାନ୍ଜାକ୍ସନ୍‌ରୁ ବଡ଼ କ୍ଷତି ସହିଛନ୍ତି। ତେବେ, ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଏହି ସମୟରେ ୩୩୧ କୋଟି ଟଙ୍କାର ଲାଭ ହାସଲ କରିଛି। ଅନ୍ୟପଟେ, ବ୍ୟାଙ୍କ ଅଫ୍ ବରୋଦାକୁ ସର୍ବାଧିକ ୨୧୨ କୋଟି…

Read More

ଝିଅର ନାମ ଶେଷରେ ଲେଖ ମା’ର ସାଙ୍ଗିଆ’ କଲିକତା ହାଇକୋର୍ଟ ଦେଲେ ଏହି ବଡ ନିର୍ଦ୍ଦେଶ |

କଲିକତା: ବାପାଙ୍କ ବଦଳରେ ଲେଖାଯାଉ ମା’ର ସାଙ୍ଗିଆ | ପଶ୍ଚିମବଙ୍ଗର କଲିକତା ହାଇକୋର୍ଟ ଚନ୍ଦନନଗର ମ୍ୟୁନିସିପାଲ କର୍ପୋରେସନକୁ ଜଣେ ଯୁବତୀଙ୍କ ଜନ୍ମ ପ୍ରମାଣପତ୍ରରେ ପିତାଙ୍କ ସାଙ୍ଗିଆ ସ୍ଥାନରେ ମାତାଙ୍କ ସାଙ୍ଗିଆ ସହିତ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଯୁବତୀଙ୍କ ପିତାମାତାଙ୍କ ମଧ୍ୟରେ ଛାଡପତ୍ର ହୋଇଥିବାବେଳେ ସେ ତାଙ୍କ ମାଆଙ୍କ ସହିତ ରହୁଛନ୍ତି। ସେ ନବମ ଶ୍ରେଣୀର ଛାତ୍ରୀ। ତାଙ୍କ ପିତାଙ୍କ ସାଙ୍ଗିଆ ତାଙ୍କ ଜନ୍ମ ପ୍ରମାଣପତ୍ରରେ ତାଙ୍କ ନାମ ସହିତ ‘ଚଟୋପାଧ୍ୟାୟ’ ଲେଖାଯାଇଛି, କିନ୍ତୁ ତାଙ୍କ…

Read More

ଋଣ ପାଇଁ ପୁରା ପରିବାର ସଫା, ଛୁଆ-ପତ୍ନୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ବାପା |

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ବାଗୋଦରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଋଣର ବୋଝ ସହି ନ ପାରି ଜଣେ ଦମ୍ପତି ତିନି ପିଲାଙ୍କୁ ବିଷ ଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ଦୁଖଦଃ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି | ପୁଲିସ ସୂଚନା ଅନୁଯାୟୀ, ବିପୁଲ ବଘେଲ (୩୨), ଜଣେ ଅଟୋରିକ୍ସା ଚାଳକ, ତାଙ୍କ ପତ୍ନୀ ସୋନଲ ବଘେଲ (୨୬) ଏବଂ ତିନି ପିଲା—କରିନା…

Read More