Satej News

ଶସ୍ତା ହେବ ବିଦେଶୀ ହ୍ୱିସ୍କି | ଆଉ କଣ କଣ ହୋଇ ପରେ ଶସ୍ତା ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ବ୍ରିଟେନ୍‌ ସହିତ ଏକ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ରାଜିନାମା (ସିଇଟିଏ) ସ୍ୱାକ୍ଷର କରିଛି । ଏହାସହିତ ଦୁଇ ଦେଶ ଏକ ଦୃଢ଼ ଆର୍ଥିକ ଭାଗିଦାରୀ ଗଠନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବ୍ରିଟେନର ବ୍ୟବସାୟ ଓ ବାଣିଜ୍ୟ ରାଷ୍ଟ୍ର ସଚିବ ଜୋନାଥନ ରେନାଲ୍ଡସ୍ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ସିଇଟିଏ…

Read More

ବଦଳି ପରେ ବଦଳି: ଆଇଏଏସ, ଓଏଏସ, ଓଏଫଏସ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର: ମୋହନ ସରକାରରେ ଏବେ ବଦଳି ପରେ ବଦଳି ଚାଲିଛି | ଗତ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବଡ଼ ଧରଣର ଅଦଳବଦଳ ହୋଇଥିବାବେଳେ ୪୭ଜଣ ଆଇଏଏସ୍‌ ଓ ୨ଜଣ ଓଏଏସ୍‌ ଅଧିକାରୀଙ୍କର ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ତେବେ ଗତକାଲି ପୁଣି ୨୦୨୩ ବ୍ୟାଚ୍‌ର ୯ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ନୂଆ ନିଯୁକ୍ତି ମିଳିଥିଲା। ସେମାନଙ୍କର ଦ୍ବିତୀୟ ପର୍ଯ୍ୟାୟ ତାଲିମ ସରିବା ପରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିଲା…

Read More

ଜଙ୍ଗଲୀ ବାବୁଙ୍କ ଟଙ୍କା ପାହାଡ: ଏତେ ଟଙ୍କା ଦେଖି ଚଢ଼ାଉ ଅଧିକାରୀ ତାଟକା

ଭୁବନେଶ୍ବର: ଯେଉଁଠି ଦେଖିଲେ ଟଙ୍କା ଆଉ ଟଙ୍କା | ଘରେ ପୁଳା ପୁଳା ଟଙ୍କା ଆଉ ଏସବୁ ଦେଖି ଚଢ଼ାଉରେ ସାମିଲ ଅଧିକାରୀ ବି ତାଜୁବ ହୋଇଯାଇଛନ୍ତି | ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କୋରାପୁଟର ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ତଥା ଭାରପ୍ରାପ୍ତ ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଏପର୍ଯ୍ୟନ୍ତ ତାଙ୍କ ଘରେ ମାଟି ତଳୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ମିଳିଛି।…

Read More

ହିରୋ କୁ ଟକ୍କର ଦେବ ହୋଣ୍ଡା

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (HMSI) ଭାରତରେ ଏକ ନୂଆ 100cc ମୋଟରସାଇକେଲ ଉପରେ କାମ କରୁଛି, ଯାହା ହିରୋ ସ୍ପ୍ଲେଣ୍ଡର ପ୍ଲସର ଆଧିପତ୍ୟକୁ ଚ୍ୟାଲେଞ୍ଜ କରିବ। ଏହି ନୂଆ ମଡେଲ ହୋଣ୍ଡାର ଶାଇନ 100 ଠାରୁ ଉପରେ ରହିବ ଏବଂ ଅଧିକ ଫିଚର-ସମୃଦ୍ଧ ହେବ, ଯାହା ଆକାଂକ୍ଷୀ ଗ୍ରାହକଙ୍କୁ ଟାର୍ଗେଟ କରିବ। ହିରୋ ମୋଟୋକର୍ପ ବର୍ତ୍ତମାନ 100-110cc ସେଗମେଣ୍ଟରେ 78% ମାର୍କେଟ ଶେୟାର ସହିତ ଆଧିପତ୍ୟ ବିସ୍ତାର କରିଛି। ହୋଣ୍ଡାର ଶାଇନ 100…

Read More

ଅବସର ପରେ ବି କନ୍ଦାଇଦେଉଛି ବ୍ୟବସ୍ଥା, ଅଲୋଡ଼ା ହୋଇ ପଡିରହିଛନ୍ତି ୩୪ କର୍ମଚାରୀ

ଭୁବନେଶ୍ୱର: ‘କେତେ ବା ଦିନ ବଞ୍ଚିବୁ, ସରକାରଙ୍କୁ ଗୁହାରି ଜଣାଇ ଜଣାଇ ବି ଥକିଗଲୁଣି | ବିଭାଗୀୟ ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କେତେ ବା ଦୁଃଖଯନ୍ତ୍ରଣା ଜଣାଇବୁ | କିଛି ଏମିତି କହିଥିଲେ ୬୨ ବର୍ଷୀୟ ମଞ୍ଜୁଲତା ପ୍ରଧାନ | ମଞ୍ଜୁଲତା ହେଉଛନ୍ତି ଓରସାକ(ଓଡିଶା ସ୍ପେସ ଆପ୍ଲିକେସନ ସେଣ୍ଟର)ର ଜଣେ ପୂର୍ବତନ କର୍ମଚାରୀ | ମଞ୍ଜୁଲତାଙ୍କ ଭଳି ଏଭଳି ସମାନ କଷ୍ଟ ଦେଇ ଗତି କରୁଛନ୍ତି ପ୍ରାୟ ୩୪ ଜଣ କର୍ମଚାରୀ |…

Read More

ଶୋଇବା ପୂର୍ବରୁ କରିଦିଅନ୍ତୁ ଏହି ଛୋଟ କାମ, ମୁହଁକୁ ମିଳିବ ଜବରଦସ୍ତ ଲାଭ

ମୁମ୍ବାଇ: ବହୁଦିନରୁ ଆଲୋଭେରା ଜେଲ୍ ଚର୍ମ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଇ ଆସୁଛି।ଏହାର ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି | ଆସନ୍ତୁ ଜାଣିବା ଆଲୋଭେରା ଜେଲ୍ ଲଗାଇବାର କିଛି ଆଶ୍ଚର୍ଯ୍ୟଜନକ ଲାଭ ବିଷୟରେ। ଆପଣ କ’ଣ ଜାଣନ୍ତି ଯେ ଆଲୋଭେରା ଜେଲ୍ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ? ଯଦି ଆପଣ ଆପଣଙ୍କର ତ୍ୱଚା ଯତ୍ନ ରୁଟିନରେ ଆଲୋଭେରା ଜେଲକୁ ସଠିକ୍ ଉପାୟରେ ସାମିଲ କରନ୍ତି, ତେବେ ଆପଣ…

Read More

କେଉଁ ଭିଟାମିନ ଅଭାବରେ ମୁହଁରେ ହୁଏ ବ୍ରଣ? ଆପଣ ଜାଣିଛନ୍ତି କି?

ଭୁବନେଶ୍ୱର: କିଛି ଲୋକ ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହଙ୍ଗା ସୌନ୍ଦର୍ଯ୍ୟ ଚିକିତ୍ସାର ସାହାଯ୍ୟ ନିଅନ୍ତି, କିନ୍ତୁ ବ୍ରଣ କାହିଁକି ବାହାରୁଛି ସେ ବିଷୟରେ ଧ୍ୟାନ ଦେବାକୁ ଭୁଲିଯାଆନ୍ତି।ଶରୀରରେ କିଛି ନିର୍ଦ୍ଦିଷ୍ଟ ଭିଟାମିନର ଅଭାବ ମଧ୍ୟ ବ୍ରଣର କାରଣ ହୋଇପାରେ? ଏହା ସମ୍ଭବ ଯେ ଆପଣ କିଛି ଜରୁରୀ ଭିଟାମିନର ଅଭାବରୁ ଏହି ଚର୍ମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆପଣଙ୍କ ସୂଚନା ପାଇଁ, ଆମେ ଆପଣଙ୍କୁ କହିବୁ ଯେ ଶରୀରରେ କିଛି ପୋଷକ ତତ୍ତ୍ୱର ଅଭାବ…

Read More

୫ ବର୍ଷ ପରେ ଚୀନ୍‌ ଲୋକଙ୍କ ପାଇଁ ଭାରତ ଆରମ୍ଭ କଲା ପର୍ଯ୍ୟଟନ ଭିସା

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷର ଅପେକ୍ଷା ପରେ ଚୀନ୍‌ ନାଗରିକମାନେ ପୁନର୍ବାର ଭାରତ ଭ୍ରମଣ ପାଇଁ ପର୍ଯ୍ୟଟନ ଭିସା ପାଇପାରିବେ। ଭାରତ ସରକାର ଘୋଷଣା କରିଛନ୍ତି ଯେ, ଆଜିଠାରୁ ଚୀନ୍‌ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି। ୨୦୨୦ ମାର୍ଚ୍ଚରେ କୋଭିଡ୍‌-୧୯ ମହାମାରୀ ସମୟରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଭାରତ ସମସ୍ତ ପର୍ଯ୍ୟଟନ ଭିସା ସ୍ଥଗିତ ରଖିଥିଲା। ସେହି ସମୟରୁ…

Read More

ସୋନମ ହନିମୁନ ମାମଲା ଉପରେ ବଲିଉଡରୁ ବଡ଼ ଅପଡେଟ୍, ଅମୀର ବନେଇ ପାରନ୍ତି ଫିଲ୍ମ

ମୁମ୍ବାଇ: ମେଘାଳୟ ହନିମୁନ ମର୍ଡର କେସ୍ କୁ ନେଇ ଅମୀର ଖାନ ପ୍ରଯୋଜନା ରେ ନିର୍ମାଣ କର ଯାଇପାରେ ଫିଲ୍ମ | ରାଜା ରଘୁବଂଶୀଙ୍କୁ ମେଘାଳୟର ଶିଲଂରେ ତାଙ୍କ ହନିମୁନ ସମୟରେ ହତ୍ୟା କରାଯାଇଥିଲା। ଦୁଇ ଦିନ ଧରି ବଲିଉଡରୁ ଖବର ଆସୁଥିଲା ଯେ ଆମିର ଖାନ ମେଘାଳୟ ହନିମୁନ ମର୍ଡର କେସ୍ ଉପରେ ଏକ ଫିଲ୍ମ ତିଆରି କରିବାକୁ ଚିନ୍ତା କରୁଛନ୍ତି। ସ୍କ୍ରିପ୍ଟ ଉପରେ କାମ ଆରମ୍ଭ ହେବା ନେଇ ମଧ୍ୟ କଳ୍ପନାଜଳ୍ପନା କରାଯାଉଥିଲା। ଏ…

Read More

୭୪ ବର୍ଷ ପରେ ଜୀବନ ପାଇଲା ‘ସୁକପାଇକା’

କିଶନନଗର: ମହାନଦୀର ଶାଖା ନଦୀ ‘ସୁକପାଇକା’ ଦୀର୍ଘ ୭୪ ବର୍ଷ ପରେ ପୁନର୍ଜନ୍ମ ଲାଭ କରିଛି। ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇ ମହାନଦୀର ପାଣି ଏହି ନଦୀ ମଧ୍ୟକୁ ଛଡ଼ାଯାଇଛି। ୧୯୫୧ରେ ଓଡ଼ିଶାର ପ୍ରଥମ ରାଜବନ୍ଦୀ ତଥା ତତ୍କାଳୀନ ପୂର୍ତ୍ତ ମନ୍ତ୍ରୀ ସ୍ବର୍ଗତ ରାଜକୃଷ୍ଣ ବୋଷ ସୁକପାଇକାର ମୁହାଣ ବନ୍ଦ କରିଦେଇଥିଲେ, ଯାହା ନଦୀକୁ ମୃତପ୍ରାୟ କରିଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଖପାଖ ଅଞ୍ଚଳର ଜଳସ୍ତ୍ରୋତ ଶୁଖିଯାଇଥିଲା। ନଦୀର ପୁନରୁଦ୍ଧାର ପାଇଁ ୨୦୧୯ରୁ ଡାକ୍ତର ପ୍ରତାପ ଚନ୍ଦ୍ର ରଥଙ୍କ…

Read More