ଅପପୃଷ୍ଟି ମୁକ୍ତ ଓଡ଼ିଶା ପାଇଁ ସିଡିପିଓମାନଙ୍କର ରହିଛି ସକ୍ରିୟ ଭୂମିକା: ପ୍ରଭାତୀ
ଭୁବନେଶ୍ୱର: ଆଜି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦକ୍ଷତା ବିକାଶ କର୍ମଶାଳାରେ ଜଣେ ସିଡିପିଓଙ୍କ ଦାୟିତ୍ୱ କଣ ରହିବାର ଆବଶ୍ୟକତା ରହିଛି ତାହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି | ସେ କହିଛନ୍ତି ଯେ “ଯଦିଓ ଓଡ଼ିଶା ଅପପୃଷ୍ଟିରେ ଜାତୀୟ ହାର ଠାରୁ ଭଲ ଅବସ୍ଥାରେ ଅଛି, ତଥାପି ଏହା ଶୁଭ ସଙ୍କେତ ନୁହେଁ। ଇଣ୍ଟରଲିଙ୍କର ଅଭାବ ଏହାର ମୁଖ୍ୟ କାରଣ। ବିକଶିତ ଓଡ଼ିଶା ଗଠନ ପାଇଁ ଏଥିରେ ଗୁରୁତ୍ୱ ଦେବା ଆବଶ୍ୟକ।” ସେ କହିଛନ୍ତି ଯେ,…
