Satej News

ପିଓକେକୁ ଫେରାଇ ଆଣିବୁ: ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ‘ଅପରେସନ୍‌ ସିନ୍ଦୂର’ ଉପରେ ସ୍ବତନ୍ତ୍ର ଆଲୋଚନାରେ ଭାଗ ନେଇ ପିଓକେ(ପାକ୍‌ ଅଧିକୃତ କାଶ୍ମୀର) ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ କଂଗ୍ରେସ ସମେତ ବିରୋଧୀ ଦଳମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ଜବାବ ଦେଇଛନ୍ତି। ଶାହା କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମତେ ଅନେକ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ନିକଟରୁ ଫୋନ୍‌ ‌ଆସିଥିଲା। ଆକ୍ରମଣକାରୀଙ୍କ ମୁଣ୍ଡକୁ ଗୁଳିକରି ମାରିବାପାଇଁ ସେମାନେ ଅନୁରୋଧ କରିଥିଲେ। ଏବେ ସଂଯୋଗ ଦେଖନ୍ତୁ, ଆମ…

Read More

ଆସିଲା ମାଲେଗାଓଁ ରାୟ: ନିର୍ଦ୍ଦୋଷରେ ଖଲାସ ହେଲେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର

ମୁମ୍ବାଇ : ଦୀର୍ଘ ୧୭ ବର୍ଷର ଲମ୍ବା ଅପେକ୍ଷା ପରେ, ମୁମ୍ବାଇର ସ୍ୱତନ୍ତ୍ର ଜାତୀୟ ତଦନ୍ତ ସଂସ୍ଥା (NIA) କୋର୍ଟ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି ତାଙ୍କ ରାୟ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ଏନଆଇଏ କୋର୍ଟ ବିଜେପିର ପୂର୍ବତନ ସାଂସଦ ପ୍ରଜ୍ଞା ସିଂ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତମାନଙ୍କୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA), ଅସ୍ତ୍ରଶସ୍ତ୍ର ଆଇନ ଏବଂ ଅନ୍ୟାନ୍ୟ…

Read More

ପାଠ ପଢେଇବା ଛାଡି ପ୍ରଶ୍ନପତ୍ର ଲୁଟୁଥିଲେ ଶିକ୍ଷକ, ଧରିଲା କ୍ରାଇମବ୍ରାଞ୍ଚ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆୟୋଜିତ ଓଟିଇଟି-୨୦୨୫ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପ୍‌ରୁ ପ୍ରଶ୍ନପତ୍ର ଚୋରି ହୋଇ ସାମାଜିକ ମାଧ୍ୟମରେ ଭାଇରାଲ୍‌ ହୋଇଥିବା ଘଟଣା ଉଜାଗର ହେବା ପରେ, ବୋର୍ଡ ପରୀକ୍ଷା ବାତିଲ୍ କରିଦେଇଥିଲା। ଘଟଣା ସନ୍ଦର୍ଭରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ପ୍ରକାଶ ପାଇଛି ଯେ, ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ…

Read More

ଧମକଚମକ ଦେଇ ନିଜ ନାଁରେ ୧୮ ଏକର ଜମି କରିଦେଲେ ପୁଅ ଓ ନାତି

ଜୟପୁର: ଆଶା କରିଥିଲେ ୩ ପୁଅଙ୍କ ପାଖରେ ଶେଷ ସମୟ କାଟିଦେବେ | ହେଲେ ୩ ପୁଅଙ୍କ ନଜରରେ ଥିବା ବାପାଙ୍କ ସମ୍ପତ୍ତି | ବାପାଙ୍କ ସମ୍ପତ୍ତିକୁ ନିଜ ନାମରେ କରିଦେବା ପରେ ଏବେ ସେମାନଙ୍କୁ ଘରୁ ବାହାର କରିଦେଇଛନ୍ତି | ରାସ୍ତାକଡ ହେଉକି ଗଛ ମୂଳ ଏବେ ବୃଦ୍ଧ ଦମ୍ପତିଙ୍କ ଜୀବନ କଟୁଛି | କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍‌ର କେରାପୁଟ ଗାଁରୁ ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି | ଯେଉଁଠାରେ ୭୦…

Read More

ମଧୁର ମାଛ ଖାଇବାରେ ଓଡ଼ିଶା ଆଗରେ

ଭୁବନେଶ୍ବର: ଓଡ଼ିଶାରେ ମଧୁର ମାଛର ଉତ୍ପାଦନ ଏବଂ ରପ୍ତାନୀ ଆହୁରି ବଢ଼ୁଛି। ଜାତୀୟ ହାର ସହିତ ତୁଳନା କଲେ, ଓଡ଼ିଶା ଲୋକ ସାଧାରଣତଃ ଅଧିକ ମଧୁର ମାଛ ଖାଉଛନ୍ତି। ସର୍ବଭାରତୀୟ ସ୍ତରରେ ମୁଣ୍ଡ ପିଛା ମାଛର ପରିମାଣ ୭ କେଜି ଥିଲେ ଓଡ଼ିଶାରେ ଏହା ୧୮ କେଜି ରହିଛି। ମତ୍ସ୍ୟ ଓ ପଶୁସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜଣାଇଛନ୍ତି, “ଓଡ଼ିଶାରେ ମଧୁର ଜଳ ମାଛର ଉତ୍ପାଦନ ପାଇଁ ରାଜ୍ୟକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ…

Read More

ବନ୍ୟା, ଭୂମିକମ୍ପର ଆଗୁଆ ସୂଚନା ଦେବ ନିଶାର

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ଆମେରିକାର ‘ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ୍‌ ସ୍ପେସ୍ ଆଡ୍‌ମିନିଷ୍ଟ୍ରେସନ୍ (ନାସା)’ର ମିଳିତ ଉଦ୍ୟମରେ ନିସାର୍‌ ଉପଗ୍ରହର ସଫଳ ଉତ୍‌କ୍ଷେପଣ ହୋଇଛି। ଏହି ମିଳିତ ‘ନିଶାର ମିସନ୍’ ଏବେ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱରେ ଜଳବାୟୁ ନିରୀକ୍ଷଣ ଏବଂ ବିପର୍ଯ୍ୟୟ ମୁକାବିଲାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ନାସା-ଇସ୍ରୋ ସିନ୍ଥେଟିକ୍ ଆପାର୍ଚର ରାଡାର୍‌ (ନିଶାର୍) ଉପଗ୍ରହର…

Read More

ଋଷ ସହ କାହିଁକି ରଖିଲ ସମ୍ପର୍କ: ଭାରତ ଉପରେ ଟ୍ରମ୍ପ ଲଦିଲେ ଟିକସ ବୋଝ

ୱାସିଂଟନ: ଯାହା ଅନୁମାନ କରାଯାଉଥିଲା ସେୟା ହେଲା | ମିଠା ମିଠା କଥା କହି ମୋଦୀଙ୍କୁ ପରମ ମିତ୍ର କହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ୨୫ ପ୍ରତିଶତ ଶୁଳ୍କ (ଟାରିଫ୍‌) ଲଗାଇଛନ୍ତି। ଆସନ୍ତା ଅଗଷ୍ଟ ୧ରୁ ତାହା ଲାଗୁ କରାଯିବ ବୋଲି ସେ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ରୁଷ୍ ସହ ସମ୍ପର୍କ ରଖିଥିବାରୁ ଭାରତକୁ ଅତିରିକ୍ତ ଜରିମାନା ଦଣ୍ଡ ମଧ୍ୟ ଦିଆଯାଇଛି। ଟ୍ରମ୍ପଙ୍କ ଏହି…

Read More

ଝିଅ ପେଟରୁ ବାହାରିଲା ଅଧକିଲୋଗ୍ରାମ କେଶ

ମହାରାଷ୍ଟ୍ର: ପେଟରୁ ବାହାରିଲା କେଶ | ଅପରେସନ ପରେ ପେଟରୁ କେଶ ବାହାରିଥିବାବେଳେ ଏହା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଜଣେ ୧୦ ବର୍ଷର ଝିଅର ପେଟରୁ ଅଧ କିଲୋ କେଶ ବାହାର କରାଯାଇଛି। ଡାକ୍ତରମାନେ ଅସ୍ତ୍ରୋପଚାର ପରେ କେଶ ଗଣ୍ଠି ବାହାର କରିଛନ୍ତି। ଡାକ୍ତର ଉଷା ଗଜଭିଏଙ୍କ ସୂଚନା ମୁତାବକ ୨୦ ଦିନ ଆଗରୁ ଝିଅଟିକୁ…

Read More

ଏଥିପାଇଁ ଇଶାଙ୍କୁ 15 ଥର ଚାପୁଡ଼ା ମାରିଲେ ନାଗାର୍ଜୁନ

ମୁମ୍ବାଇ: ସୁଟିଂ ସମୟରେ ନାଗାର୍ଜୁନ ଇଶା କୋପିକରଙ୍କୁ 15 ଥର ଚାପୁଡ଼ା ମାରିଥିଲେ | ଏକଥା ଆମେ କହୁନାହୁଁ | ନିକଟରେ ଏକ ସାକ୍ଷାତକାର ସମୟରେ ଖୋଦ ଇଶା ପ୍ରକାଶ କରିଥିଲେ ଯେ ନାଗାର୍ଜୁନ ଏକ ଫିଲ୍ମର ସୁଟିଂ ସମୟରେ ତାଙ୍କୁ ୧୫ ଥର ଚାପୁଡ଼ା ମାରିଥିଲେ। ଏହାର ଆଶ୍ଚର୍ଯ୍ୟଜନକ କାରଣ କହିଛନ୍ତି ଅଭିନେତ୍ରୀ ଜଣକ। ଇଶା କୋପିକର ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବିଶେଷ ଛାପ ସୃଷ୍ଟି…

Read More

ରାଜା ରଘୁବଂଶୀଙ୍କ ହନିମୁନ ହତ୍ୟାକାଣ୍ଡକୁ ଆଧାର କରି ଏକ ଚଳଚ୍ଚିତ୍ର “Honeymoon in Shillong”

ମୁମ୍ବାଇ: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହନିମୁନ ହତ୍ୟାକାଣ୍ଡକୁ ଆଧାର କରି ଏକ ଚଳଚ୍ଚିତ୍ର “Honeymoon in Shillong” ତିଆରି ହେବାକୁ ଯାଉଥିବାର ଖବର ସାମ୍ନାକୁ ଆସିଛି। ଇନ୍ଦୋର ଯୁବକ ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ସେ ତାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କ ସହ ହନିମୁନରେ ଶିଲଂ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା | ଏହି ଘଟଣାକୁ, ନେଇ ଚଳଚ୍ଚିତ୍ର ନିର୍ମାତାମାନେ ସୋନମଙ୍କ ରଚିତ ବିଶ୍ୱାସଘାତକର ସତ୍ୟ କାହାଣୀକୁ ପରଦାରେ…

Read More