Satej News

ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡିତା

ଭୁବନେଶ୍ବର: ପୁରୀର ବଳଙ୍ଗା ନାବାଳିକା ପୀଡ଼ିତା ଆଉ ନାହାନ୍ତି। ଜୀବନ ଯୁଦ୍ଧରେ ସେ ହାରି ଯାଇଛନ୍ତି। ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତରମାନେ ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଉଲ୍ଲେଖ ଥାଉ କି, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍‌ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ…

Read More

ଲଣ୍ଡନ ବିମାନବନ୍ଦରରୁ ଚୋରି ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର : ସୋସିଆଲ ମେଡିଆ ପୋଷ୍ଟ ରେ ଜଣାଇଲେ ଉର୍ବଶୀ ରାଉତେଲା

ଉର୍ବଶୀ ରାଉତେଲାଙ୍କ ଟଙ୍କାର ଏକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି, ଯେ ଲଣ୍ଡନ ଗେଟୱିକ୍ ବିମାନବନ୍ଦରରୁ ଲକ୍ଷ ଲକ୍ଷ ମୂଲ୍ୟର ଅଳଙ୍କାର ଭର୍ତ୍ତି ତାଙ୍କର ବ୍ୟାଗ୍ ଚୋରି ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ବିମାନବନ୍ଦର ଅଧିକାରୀମାନେ ତାଙ୍କୁ ଆଦୌ ସାହାଯ୍ୟ କରିନାହାଁନ୍ତି। ବିଗତ କିଛି ବର୍ଷ ଧରି ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ କୌଣସି ନା କୌଣସି କାରଣରୁ ସବୁବେଳେ ଖବରରେ ରହିଆସିଛନ୍ତି। ସେହି ସମୟରେ, ଏବେ ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ ଲଣ୍ଡନର ଗେଟୱିକ୍…

Read More

ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ: ଶିକ୍ଷକ ନେତା ପ୍ରଶାନ୍ତ ଖମାରୀ ଗିରଫ

କଟକ/ଭବାନୀପାଟଣା: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ପାଇଁ ରାଜସାକ୍ଷୀ ହୋଇଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଶିବା ଜେରକ୍ସ ମାଲିକ ଶିବାନନ୍ଦ ମହାରଣା। ତାଙ୍କ ଜେରକ୍ସ ଦୋକାନରେ ଅନେକ ଓଟିଇଟି ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିବାକୁ ସେ ସ୍ୱୀକାର କରିଛନ୍ତି।ଏହି କେଳେଙ୍କାରୀରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭେଜିପଦର ୟୁପି ସ୍କୁଲର ଶିକ୍ଷକ ତଥା ଶିକ୍ଷକ ନେତା ପ୍ରଶାନ୍ତ କୁମାର ଖମାରୀଙ୍କ ସଂପୃକ୍ତି ସାମନାକୁ ଆସିଛି। ପ୍ରଶାନ୍ତ ଚୋରା ଓଟିଇଟି ପ୍ରଶ୍ନପତ୍ରକୁ ଓଡ଼ିଆରେ ଅନୁବାଦ କରିବା ପରେ ଏହାକୁ ଶିକ୍ଷକଙ୍କୁ…

Read More

‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ବିକ୍ରାନ୍ତ-ଶାହରୁଖ ଶ୍ରେଷ୍ଠ ଅଭିନେତା, ରାଣୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗ ଫେରିବାର ଆଶା ବାନ୍ଧିଥିବା ସିନେପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ତରଙ୍ଗ ସିନେ ପ୍ରୋଡକ୍ସନ୍ସ ଦ୍ୱାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଶୁଭ୍ରାଂଶୁ ଦାଶ ଓ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସବ୍ୟସାଚୀ ମିଶ୍ର, ସୁପ୍ରିୟା ନାୟକ, ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି…

Read More

ରେକର୍ଡ କରୁଛି ମହବତାର ନରସିଂହ

ମୁମ୍ବାଇ: ‘ସୈୟାରା’ ଝଡ଼କୁ ମାଟିରେ ମିଶାଇଲା ଆନିମେଟେଡ୍ ଫିଲ୍ମ ‘ମହାବତା‌ର ନରସିଂହ’। ଫିଲ୍ମର କୌଣସି ପ୍ରଚାର କରାଯାଇନଥିବା ବେଳେ ରିଲିଜ୍ ପରେ ଫିଲ୍ମର ପ୍ରଚାର ଲୋକେ କରିବା ଆରମ୍ଭ କରିଛନ୍ତି, ଯାହା ପାଇଁ ଦିନକୁ ଦିନ ଫିଲ୍ମର ଆୟ ଓ ଲୋକପ୍ରିୟତା ବଢ଼ୁଛି। ଫିଲ୍ମ ‘ସୈୟାରା’ ଏବଂ ‘ମହାବତାର ନରସିଂହ’ ଫିଲ୍ମ ସମ୍ପୂର୍ଣ୍ଣ ଭିନ୍ନ ଧାରାର। ଏହା ସତ୍ତ୍ବେ ବି ପ୍ରେକ୍ଷାଳୟରେ ୨ଟି ଫିଲ୍ମ ଧମାଲ କରୁଛନ୍ତି। ଦୁଇଟି ଯାକ ଫିଲ୍ମ ଭଲ ରୋଜଗାର କରୁଛି। ‘ସୈୟାରା’…

Read More

ଡାଟା ପ୍ୟାକ ନ ପକାଇଲେ ବି ବର୍ଷକ ଯାଏଁ କଥା ହୋଇପାରିବେ, ଜାଣିଛନ୍ତି କେମିତି?

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (TRAI) ଏହି ବର୍ଷ ଆରମ୍ଭରେ ସମସ୍ତ ପ୍ରମୁଖ ଟେଲିକମ୍ କମ୍ପାନୀ ଏୟାରଟେଲ, ଜିଓ, ବିଏସଏନଏଲ ଏବଂ ଭିଆଇକୁ ଏପରି ବଜେଟ୍-ଅନୁକୂଳ ପ୍ଲାନ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା ଯାହା ଡାଟା ବିନା ମଧ୍ୟ ମୋବାଇଲ୍ ନମ୍ବରକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ। ଏହି ନିର୍ଦ୍ଦେଶ ପରେ, ଏୟାରଟେଲ, ଜିଓ, ବିଏସଏନଏଲ ଏବଂ ଭିଆଇ ବଜାରରେ ସେମାନଙ୍କର ଡାଟା-ବିହୀନ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଛନ୍ତି ଯାହା ବିଶେଷ ଭାବରେ ଫିଚର ଫୋନ୍…

Read More

ଅଭିନେତ୍ରୀଙ୍କ ସଫଳତାର କାହାଣୀ : ଡାକ୍ତରୀ ଛାଡି କିପରି ହେଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍ ହେଉ କିମ୍ବା ଟିଭି ସିରିଏଲ, ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପ୍ରଥମେ ଅନ୍ୟ ଏକ ବୃତ୍ତି ବାଛିଥିଲେ ମାତ୍ର ପରେ ସେମାନେ ଅଭିନେତ୍ରୀ ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଗ୍ଲାମରସ୍ ଦୁନିଆରେ ପ୍ରବେଶ କରି ବହୁତ ପ୍ରସିଦ୍ଧି ମଧ୍ୟ ଅର୍ଜନ କରିଛନ୍ତି। ସେହିପରି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଆକାଂକ୍ଷା ସିଂହ | ତାଙ୍କର ମାଆ ଜଣେ ଥିଏଟର କଳାକାର ଥିଲେ, ତେଣୁ ଆରମ୍ଭରୁ ଘରେ କଳାର ମାହୋଲ ଜମିଥିଲା। କିନ୍ତୁ, ଆକାଂକ୍ଷା ପାଠପଢ଼ାରେ…

Read More

ଭାରତର ମହାକାଶ ଅର୍ଥନୀତିରେ ଆସିଛି ନୂଆ ଗତି: ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଜନପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ର ୧୨୪ ତମ ସଂସ୍କରଣରେ ଭାରତୀୟ ମହାକାଶ ଯାତ୍ରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କର ଐତିହାସିକ ମହାକାଶ ଯାତ୍ରାର ଉଚ୍ଚ ପ୍ରଶଂସା କରିଥିଲେ। ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇ ସଫଳତାର ସହ ପୃଥିବୀକୁ ଫେରିଥିବା ପ୍ରଥମ ଭାରତୀୟ ମହାକାଶ ଯାତ୍ରୀ ଭାବେ ଇତିହାସ ରଚିଛନ୍ତି।ତାଙ୍କର ଏହି ଐତିହାସିକ ଯାତ୍ରା ଦେଶବାସୀଙ୍କ ହୃଦୟରେ ଗର୍ବ ଓ ଖୁସିର ଭାବନା ଜାଗ୍ରତ…

Read More

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଓଡ଼ିଶାରେ ଲାଗିବ ୭୫ ଲକ୍ଷ ଗଛ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ତମ ଜନ୍ମଦିନ। ଏହି ଅବସରରେ ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ୭୫ ଲକ୍ଷ ଗଛ ଲଗାଯିବ। ଏହା ହେବ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀଙ୍କ ଉପହାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ‘ଏକ୍ ପେଡ଼୍ ମା କେ ନାମ୍’ ଅଭିଯାନର ଏକ ବୈଠକରେ ଏହି ଘୋଷଣା କରିଛନ୍ତି। ‘ଏକ୍ ପେଡ଼୍ ମା କେ ନା ମ୍’ ଅଭିଯାନ ଗତ ବର୍ଷ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ। ଚଳିତ ବର୍ଷ…

Read More

୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ: କିଏ ନେବେ ଧନଖଡ଼ଙ୍କ ସ୍ଥାନ?

ନୂଆଦିଲ୍ଲୀ :ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ, ୭ ଅଗଷ୍ଟରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରାଯିବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ୨୧ ଜୁଲାଇରେ ତାଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା କାରଣରୁ ହଠାତ୍ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ।…

Read More