ମାଟିରେ ମିଶିଲା ଗାଁର ଝିଅ
ବଳଙ୍ଗା: ଶେଷରେ ମାଟିରେ ମିଶିଛି ଗାଁର ଝିଅ | ଯେଉଁ ଗାଁ ରେ ସେ ନିଜର ପିଲାଦିନ କାଟିଥିଲା ସେହି ଗ୍ରାମବାସୀଙ୍କ ଉପସ୍ଥିତିରେ ନାବାଳିକାଙ୍କୁ କବର ଦିଆଯାଇଛି | ଦୁଇ ସପ୍ତାହ ଧରି ଜୀବନ ସହ ଲଢେଇ ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ହୋଇଛି। ସମୂହ ନମାଜପାଠ ପରେ ତାଙ୍କର ମରଶରୀରକୁ କବର ଦିଆଯାଇଛି। ଗତକାଲି ମରଶରୀର ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା। ସମସ୍ତ ପ୍ରକ୍ରିୟା…
