ତମନ୍ନାଙ୍କ କ୍ୱାଲିଫିକେସନ କଣ ଆପଣ ଜାଣନ୍ତି କି?
ନୂଆଦିଲ୍ଲୀ: ଅଭିନେତ୍ରୀ ତମନ୍ନା ଭାଟିଆ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ତେବେ, ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆପଣ ଜାଣିଛନ୍ତି କି ? ତମନ୍ନା ଭାଟିଆ ଏକ ସାକ୍ଷାତକାରରେ ତାଙ୍କ ପାଠପଢ଼ା ବିଷୟରେ ଚର୍ଚ୍ଚା କରିଥିଲେ। ତେବେ ତମନ୍ନା ସ୍କୁଲରେ ପଢ଼ିବା ସମୟରୁ ହିଁ କାମ କରିବା ଆରମ୍ଭ କରିଦେଇଥିଲେ। ସେ ଦଶମ ଶ୍ରେଣୀରେ ପଢୁଥିଲା ବେଳେ ତାଙ୍କୁ ଏକ ଫିଲ୍ମର ଅଫର ମିଳିଥିଲା ଏବଂ ସେ ଏହି ସୁଯୋଗ ହାତଛଡା କରି ନଥିଲେ ଯାହା ଫଳରେ ସେ…
