Satej News

ମାସ ମାସ ଧରି ମିଳିଲାନି ଦରମା : ରାସ୍ତାରେ ଶୋଇଲେ ସଫ୍ଟୱେୟାର ଇଞ୍ଜିନିଅର

ନୂଆଦିଲ୍ଲୀ: ମାସ ମାସ ଧରି ମିଳିଲାନି ଦରମା, ଆଉ ଶେଷରେ ଅବସ୍ଥା ଏତେ ଖରାପ ହୋଇଗଲା ଯେ ରାସ୍ତା କଡରେ ଶୋଇବାକୁ ପଡିଲା | ବାସ୍ତବରେ ରାସ୍ତା କଡରେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯିଏକି ନିଜକୁ ଟିସିଏସ୍ (ଟାଟା କନସଲଟାନ୍ସି ସର୍ଭିସ୍)ର କର୍ମଚାରୀ ବୋଲି କହୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ,ମାସ ମାସ ଧରି ଦରମା ନମିଳିବା କାରଣରୁ ସେ ପୁଣେ ଅଫିସ ବାହାରେ ଧର୍ମଘଟ କରିଛନ୍ତି। ଏହା…

Read More

ଜୀବନ ଶେଷ ହେଲା, ବନ୍ଧୁତ୍ୱ ଅମର ହେଲା: ନାଚି ନାଚି ବନ୍ଧୁଙ୍କୁ ଜଣାଇଲେ ଶେଷ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ଜାୱାସିୟା ଗାଁରେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଅମ୍ବାଲାଲ ପ୍ରଜାପତ ତାଙ୍କ ଅତ୍ୟନ୍ତ ନିକଟତମ ବନ୍ଧୁ ସୋହନଲାଲ ଜୈନଙ୍କ ଅନ୍ତିମ ଯାତ୍ରାରେ ଆଖିରେ ଲୁହ ନେଇ ନାଚି ସମସ୍ତଙ୍କ ହୃଦୟ ଜିଣିଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋହନଲାଲ ଜୈନ, ଯିଏ କର୍କଟ ରୋଗରେ ପୀଡ଼ିତ ଥିଲେ, ସେ ୨୦୨୧ ଜାନୁଆରୀରେ ତାଙ୍କ ବନ୍ଧୁ ଅମ୍ବାଲାଲଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ…

Read More

ପାକିସ୍ତାନର ଉଡିଯିବ ନିଦ, ସେନା ପାଇବ ଏହି ଅସ୍ତ୍ର

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଧୀନରେ, ଦେଶର ସାମରିକ ଶକ୍ତି ନିରନ୍ତର ନୂତନ ଶିଖରକୁ ଛୁଇଁବାରେ ଲାଗିଛି। ଏବେ ସ୍ୱଦେଶୀ ମଲ୍ଟି-ବ୍ୟାରେଲ ରକେଟ୍ ଲଞ୍ଚର୍ ପିନାକା (ପିନାକା ଏକ୍ସଟେଣ୍ଡେଡ୍ ରେଞ୍ଜ) ର ଏକ ନୂତନ ସଂସ୍କରଣ ପ୍ରସ୍ତୁତ ହୋଇଛି । ଏହାର ପରିସର ୭୫ କିଲୋମିଟରରୁ ଅଧିକ ବିସ୍ତାର କରାଯାଇଛି। ଏହାର ପରୀକ୍ଷଣ ସଫଳତାର ସହ ସମାପ୍ତ ହୋଇଛି ଏବଂ ଏବେ ଏହାକୁ ଶୀଘ୍ର ସେନାର ତୋପ ୟୁନିଟ୍‌ରେ ସାମିଲ କରାଯିବ। ପିନାକା ଏକ୍ସଟେଣ୍ଡେଡ୍ ରେଞ୍ଜ ଏବେ ଏକ…

Read More

ଚିରନିଦ୍ରାରେ ସତ୍ୟପାଲ ମଲିକ, ୭୯ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର, ଗୋଆ, ବିହାର ଏବଂ ମେଘାଳୟର ରାଜ୍ୟପାଳ ଥିବା ସତ୍ୟପାଲ ମଲିକଙ୍କର ଆଜି ଦେହାନ୍ତ ହୋଇଯାଇଛି | ସେ ଅନେକ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ସତ୍ୟପାଲ ମଲିକ ୭୯ ବର୍ଷ ବୟସରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସତ୍ୟପାଲ ମଲିକଙ୍କ ବ୍ୟକ୍ତିଗତ ସଚିବ କେ.ଏସ୍ ରାଣା ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ଅନୁଯାୟୀ, ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ…

Read More

ଆସିବ ନୂଆ ପ୍ୟାନ କାର୍ଡ, ଆପଣଙ୍କ ପାଖରେ ଥିବା ପ୍ୟାନ କାର୍ଡ ବେକାର ହୋଇଯିବନି ତ!

ନୂଆଦିଲ୍ଲୀ : ଦେଶରେ ଦେଢ଼ବର୍ଷ ମଧ୍ୟରେ ଆସିବାକୁ ଯାଉଛି ନୂଆ ପ୍ୟାନ କାର୍ଡ | ସରକାରଙ୍କ ସୂଚନା ଅନୁଯାୟୀ ଏହାକୁ ପରିବର୍ତ୍ତନ କରିବାକୁ ଦେଢ଼ ବର୍ଷ ସମୟ ଲାଗିବ। ଏହି ପରିବର୍ତ୍ତନ ହୋଇଥିବା ପ୍ୟାନ କାର୍ଡକୁ ପ୍ୟାନ କାର୍ଡ ୨.୦ କୁହାଯାଉଛି। ଏହା କାର୍ଯ୍ୟକାରୀ ହେବା ପରେ ଏଥିରେ କ’ଣ ପରିବର୍ତ୍ତନ ହେବ ଏବଂ ପୁରୁଣା ପ୍ୟାନ କାର୍ଡର କ’ଣ ହେବ ଆଜି ଆମେ ଆପଣଙ୍କୁ କହିବୁ | ଆପଣଙ୍କ ପାଖରେ ବର୍ତ୍ତମାନ ଯେଉଁ ପ୍ୟାନ କାର୍ଡ…

Read More

ଶିବୁ ସୋରେନଙ୍କ ଓଡିଶା ସମ୍ପର୍କ କଣ ଜାଣନ୍ତି କି?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ଶିବୁ ସୋରେନଙ୍କର ସୋମବାର ୮୧ ବର୍ଷ ବୟସରେ ଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲରେ ପରଲୋକ ଘଟିଥିଲା । ଶିବୁଙ୍କ ପୁଅ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସାମାଜିକ ଗଣମାଧ୍ୟମ ଏକ୍ସରେ ପିତାଙ୍କ ମୃତ୍ୟୁ ବିଷୟ ପୋଷ୍ଟ୍‌ କରି ‘ଦିଶୋମ ଗୁରୁ’ (ଦେଶର ମାର୍ଗଦର୍ଶକ) ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ବୋଲି ଲେଖିଥିଲେ | ତେବେ ଆପଣ ଜାଣନ୍ତି କି ଓଡିଶା ସହ ଶିବୁଙ୍କର…

Read More

ଭଡ଼ା ଘରେ ରହିବେ ଅମୀର! ନୂଆ ଘର ପାଇଁ ଦେବେ ଏତେ ଲକ୍ଷ ମାସିକ ଭଡ଼ା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମୀର ଖାନ ନିଜର ସ୍ୱତନ୍ତ୍ର ଅଭିନୟ କୌଶଳ ପାଇଁ ଅନେକ ଲୋକଙ୍କ ହୃଦୟରେ ରାଜ କରନ୍ତି | ଏମିତି ଅନେକ ଫିଲ୍ମ ଅଛି ଯାହା ଅମୀରଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି | କିଛି ବର୍ଷ ବ୍ୟବଧାନରେ ଅମୀରଙ୍କ ଫିଲ୍ମ ପରଦାକୁ ଆସୁଥିବାବେଳେ ପ୍ରଶଂସକ ଏହାକୁ ଅନାଇ ବସିଥାନ୍ତି | ତେବେ ଅମୀର ଏବେ ନିଜ ବିଳାସପୂର୍ଣ୍ଣ ଘର ଛାଡ଼ି ଏବେ ଭଡ଼ା ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇର ବାନ୍ଦ୍ରା ପଶ୍ଚିମରେ ଥିବା…

Read More

ଇଲେକଟ୍ରିକ ଗାଡି ଚଳାଇବାରେ କେଉଁଠି ଅଛି ଓଡିଶା?

ଭୁବନେଶ୍ୱର: ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚକାଙ୍କ ଅନୁସାରେ ଇଭି ବା ଇଲେକଟ୍ରିକ ଭେଇକିଲ ବ୍ୟବହାରରେ ଓଡ଼ିଶା ସର୍ବମୋଟ ୪୧ ସ୍କୋର୍‌ ସହ ସପ୍ତମ ସ୍ଥାନରେ ରହିଛି।ଇଲେକ୍ଟ୍ରିକ୍ ଯାନ (ଇଭି) ଚଳାଚଳ ଓ ଗ୍ରହଣୀୟତାରେ ଓଡ଼ିଶାର ପ୍ରଦର୍ଶନ ସାରା ଦେଶରେ ଏତେ ବେଶୀ ଉତ୍ସାହଜନକ ନୁହଁ | ଏହାକୁ ତୃତୀୟ ବର୍ଗ ‘ଆକାଂକ୍ଷୀ’ରେ ସାମିଲ କରାଯାଇଛି | ପ୍ରଥମ ‘ଆଚିଭର୍ସ’ ବର୍ଗରେ କୌଣସି ରାଜ୍ୟ ନଥିବାବେଳେ, ‘ଫ୍ରଣ୍ଟରନର୍’ (ଅଗ୍ରଣୀ) ବର୍ଗରେ ଦିଲ୍ଲୀ, ମହାରାଷ୍ଟ୍ର ଓ…

Read More

ତମନ୍ନା ବଖାଣିଲେ ତାଙ୍କ ସୁନ୍ଦରତାର ରହସ୍ୟ, ଯାହାକୁ ନେଇ ଚର୍ଚ୍ଚା ଜୋରଦାର

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କର ସୁନ୍ଦରତା ପାଇଁ ପ୍ରାୟତଃ ଖବରରେ ଥାନ୍ତି , ତେବେ ତାଙ୍କସହ ଏକ ସାକ୍ଷାତରେ ସେ ତାଙ୍କ ସୁନ୍ଦରତର ରହସ୍ୟ ବଖାଣି ଥିଲେ | ଅଭିନେତ୍ରୀ ତମନ୍ନା ଭାଟିଆ ବ୍ରଣ ଦୂର କରିବା ପାଇଁ ଏକ ଚମତ୍କାର ଉପାୟ କହିଥିଲେ ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା , ତେବେ ଏହା କିଛି ନୂଆ କଥା ନୁହଁ ଆପଣ ବି କେବେ ନା କେବେ ବୁଢ଼ୀ ମାଙ୍କଠାରୁ ଏହା ନିଶ୍ଚିତ ଶୁଣିଥିବେ |…

Read More

ଦିନେ ଖାଇବାକୁ ପାଉନଥିଲେ, ଏବେ କୋଟି କୋଟି ଟଙ୍କାର ମାଲିକାଣୀ

ମୁମ୍ବାଇ: ସିନେମା ଜଗତର ଶ୍ରେଷ୍ଠ ଅଭିନେତ୍ରୀ ଦିନେ, ଯାହାଙ୍କ ପାଖରେ କେବେ ଖାଇବା ପାଇଁ ଟଙ୍କା ନଥିଲା, ଆଜି ସେ ନିଜେ କୋଟି କୋଟି ଟଙ୍କାର ମାଲିକାଣୀ। କିନ୍ତୁ ଏବେ ତାଙ୍କ ପାଖରେ ଘର ଅଛି, ବିଳାସପୂର୍ଣ୍ଣ କାର ଅଛି ଏବଂ ସେ ମଧ୍ୟ ଏକ ଫ୍ୟାଶନ୍ ବ୍ରାଣ୍ଡର ମାଲିକାଣୀ। ବଲିଉଡ୍‌ରୁ ଆରମ୍ଭ କରି ସାଉଥ ସିନେମା ପର୍ଯ୍ୟନ୍ତ ଏମିତି ଅନେକ ତାରକା ଅଛନ୍ତି, ଯେଉଁମାନେ ଅନେକ ସଂଘର୍ଷ ପରେ ସିନେମା ଜଗତରେ ନାମ କମାଇଛନ୍ତି। ସାମନ୍ଥା…

Read More