ନ୍ୟାୟ ଦାବିରେ ୬ ଘଣ୍ଟିଆ ରାସ୍ତାବନ୍ଦକଲା ବିଜେଡି
ପୁରୀ: ପୁରୀ ଜିଲ୍ଲାର ବଳଙ୍ଗା ମାମଲାରେ ପୀଡିତାଙ୍କୁ ହୋଇଥିବା ଅନ୍ୟାୟର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ଦ୍ୱାରା ଡକରା ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ସଫଳତାର ସହ ସମାପ୍ତ ହୋଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବନ୍ଦ ଅବସରରେ ବିଜେଡି କର୍ମୀମାନେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିଥିଲେ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରି ବିଜେଡି କର୍ମୀମାନେ ପୁରୀ ଜିଲ୍ଲାର…
