ଇଣ୍ଟରନେଟ ନଥିଲେ ବି ଏହି ଉପାୟରେ ଆପଣ ବ୍ୟବହାର କରିପାରିବେ ଗୁଗୁଲ ମ୍ୟାପ୍ସ
ନୂଆଦିଲ୍ଲୀ: ଅନେକ ସମୟରେ କୌଣସି ନୂଆ ସ୍ଥାନକୁ ଯିବା ପାଇଁ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | କେମିତି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ସେଥିପାଇଁ ଲୋକମାନଙ୍କୁ ପଚାରି ପଚାରି ଯାଇଥାନ୍ତି | ତେବେ ନୂତନ ଜ୍ଞାନକୌଶଳ ସାଙ୍ଗକୁ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଗୁଗୁଲ ମ୍ୟାପ୍ସକୁ ବ୍ୟବହାର କରିଛନ୍ତି | ଯଦି ଗୁଗୁଲ ମ୍ୟାପ୍ସ ବ୍ୟବହାର କରିଛନ୍ତି, ତେବେ ଫୋନରେ ଇଣ୍ଟରନେଟ୍ ରହିବା ଆବଶ୍ୟକ | ଯଦି ଆପଣ ଗୁଗୁଲ୍ ତେବେ ଆଜି ଆମେ ଆପଣଙ୍କୁ…
