ସ୍ୱାଧୀନତା ଦିବସରେ ଓଡିଶାର ୧୧ ଜଣଙ୍କୁ ବୀରତା ଓ ସେବା ସମ୍ମାନ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧,୦୯୦ ଜଣ ପୁଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ କରାଯିବ। ଏଥିରେ ୨୩୩ ବୀରତା, ୯୯ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ଏବଂ ୭୫୮ ପ୍ରଶଂସନୀୟ ସେବା ପଦକ ଅଛି। ଓଡିଶାରୁ ୨ ଜଣ — ଏଏସ୍ପି ରବୀନ୍ଦ୍ର ପଣ୍ଡା ଏବଂ କମାଣ୍ଡାଣ୍ଟ ନରେଶ ପଟେଲ — କୁ ରାଷ୍ଟ୍ରପତି ପଦକ, ଯେତେବେଳେ ୯ ଜଣଙ୍କୁ…
