୮ମାସ ଧରି ଯୋଗ୍ୟ ହିତାଧିକାରୀ ରାସନ ସେବାରୁ ବଞ୍ଚିତ :ପ୍ରଶାସନ ଚୁପ୍!
ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍ର କିଆଝର ପଞ୍ଚାୟତରେ ହିତାଧିକାରୀଙ୍କଠାରୁ ରାସନ କାର୍ଡ ଦେଇ ପ୍ରଶାସନ ଫେରାଇନେଇଥିବା ଘଟଣାକୁ ୮ ମାସ ବିତିଗଲା ବେଳେ ମଧ୍ୟ କାର୍ଡ ପୁନଃ ପ୍ରଦାନ ହୋଇନାହିଁ। ଏଥିପାଇଁ ଅନେକ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ଦୁଃଖଭୋଗ କରୁଛନ୍ତି। ଗତବର୍ଷ ରାସନ କାର୍ଡ ପାଇଁ ପଞ୍ଚାୟତ ଅଧୀନ ଗ୍ରାମରୁ ଆବେଦନ ସଂଗ୍ରହ ହେଉଥିଲା। ପିଇଓଙ୍କ ମାଧ୍ୟମରେ ୧୪୧ ଜଣଙ୍କ ଆଧାର ସହିତ ଅନ୍ୟ ଦଲିଲ ପ୍ରଶାସନ ନିଆଯାଇଥିଲା । କିନ୍ତୁ ୩୮ ଜଣଙ୍କ…
