ଓଡ଼ିଶାରେ ୨୦ ଟନ୍ ସୁନା ଭଣ୍ଡାର ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାର ମାଟି ତଳେ ବ୍ୟାପକ ସୁନା ଭଣ୍ଡାର ଥିବା ଜଣାପଡ଼ିଛି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍ଆଇ) ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୁନା ଖଣି ଥିବା ସ୍ପଷ୍ଟ କରିଛି। ଆକଳନ ଅନୁସାରେ, ଓଡ଼ିଶାରେ ୧୦ରୁ ୨୦ ଟନ୍ ସୁନା ଭଣ୍ଡାର ରହିଛି, ଯାହାର ଅନ୍ବେଷଣ ବର୍ତ୍ତମାନ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି। ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା ଅନୁଯାୟୀ, ଦେବଗଡ଼ର ଅଡ଼ଶ-ରାମପଲ୍ଲୀ, ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ସୁନା ଭଣ୍ଡାର…
