ଗହଳିରୁ ମୁକ୍ତି ପାଇବ ଭୁବନେଶ୍ୱର! ବାଇପାସ ନିର୍ମାଣକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର: ଗହଳିରୁ ମୁକ୍ତି ପାଇବ ଭୁବନେଶ୍ୱର | ସହର ମଝି ଦେଇ ଯିବ ନାହିଁ ଭାରୀ ଗାଡି | କାରଣ ଭୁବନେଶ୍ୱର ବାଇପାସକୁ ମଞ୍ଜୁରୀ ମିଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶାରେ ୧୧୦.୮୭୫ କିଲୋମିଟର ଲମ୍ବା ୬ ଲେନ୍ ବିଶିଷ୍ଟ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାଇପାସ) ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ହାଇବ୍ରିଡ୍ ଆନୁଇଟି ମୋଡ୍ ଅଧୀନରେ ୮,୩୦୭.୭୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ…
