ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୧ତମ ଜନ୍ମତିଥିରେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଉଦ୍ୟାପିତ
ନୂଆଦିଲ୍ଲୀ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୧ତମ ଜନ୍ମତିଥି ପାଳିତ ହୋଇଛି। ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନୈତିକ ନେତାଗଣ ରାଜୀବ ଗାନ୍ଧୀଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ପାର୍ଟି ଏହି ଦିନକୁ “ସଦ୍ଭାବନା ଦିବସ” ଭାବେ ପାଳନ କରି ରାଜୀବଙ୍କ ଶାନ୍ତି, ସମବାୟ ଓ ଦେଶବାସୀଙ୍କ ପାଇଁ କରାଯାଇଥିବା ଯୋଗଦାନକୁ ଗୌରବ ଗାନ୍ଥିଛି। ଆଜି ସକାଳୁ ନୂଆଦିଲ୍ଲୀରେ ଅବସ୍ଥିତ ରାଜୀବ ଗାନ୍ଧୀଙ୍କ…
