ଭାରତକୁ ‘ଟାରିଫ୍ର ମହାରାଜା’ କହି ଟ୍ରମ୍ଫ କଲେ କଡ଼ା ସମାଲୋଚନା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ ଭାରତକୁ ‘ଟାରିଫ୍ର ମହାରାଜା’ ବୋଲି ଅଭିହିତ କରି କଡ଼ା ସମାଲୋଚନା କରିଛନ୍ତି। ରୁଷିଆରୁ ତୈଳ ଆମଦାନୀ ଜାରି ରଖି ଭାରତ ଏକ ‘ଲାଭଜନକ ଯୋଜନା’ ଚଳାଉଥିବା ଅଭିଯୋଗ କରି ନାଭାରୋ କହିଛନ୍ତି ଯେ, ଏହା ରୁଷିଆର ଯୁଦ୍ଧ ପ୍ରୟାସକୁ ପରୋକ୍ଷରେ ସହାୟତା କରୁଛି। ସେ ଆହୁରି କହିଛନ୍ତି ଯେ, ଆଗାମୀ ସପ୍ତାହ ଅର୍ଥାତ୍ ଅଗଷ୍ଟ ୨୭ ତାରିଖରୁ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ…
