ପୁରୁଣା ଗାଡ଼ି ବ୍ୟବହାରରେ ସରକାରଙ୍କ ନୂଆ ନିୟମ: ୧୫ ବର୍ଷରୁ ବୃଦ୍ଧି କରାଗଲା ୨୦ ବର୍ଷ
ଭୁବନେଶ୍ୱର: ରାଜ୍ୟ ସରକାର ପକ୍ଷରୁ ଗାଡ଼ି ପରିଚାଳନା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହି ନୂଆ ନିୟମ ଅନୁସାରେ ପୂର୍ବରୁ ୧୫ ବର୍ଷ ପରେ ଯେଉଁଥିରେ ଗାଡ଼ି ପଞ୍ଜୀକରଣ ନବୀକରଣ କରିବା ଆବଶ୍ୟକ ଥିଲା, ସେଥିରେ ବ୍ୟାପକ ସଂଶୋଧନ ଆଣି ୨୦ ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ଦିଆଯାଇଛି। ପୂର୍ବରୁ ୧୫ ବର୍ଷ ପର୍ଯ୍ୟନ୍ତ ଗାଡ଼ିକୁ ରାସ୍ତାରେ ଚାଳାଇପାରୁଥିଲେ। କିନ୍ତୁ ୧୫ ବର୍ଷ ଶେଷ ହେଲେ ଗାଡ଼ିମାଲିକଙ୍କୁ ପଞ୍ଜୀକରଣ ନବୀକରଣ ପାଇଁ ପରିବହନ ବିଭାଗ ଠାରୁ ଫିଟନେସ…
