୨୦୩୦କମନୱେଲଥ୍ ଗେମ୍ସ ପାଇଁ ଭାରତର ବିଡ୍ ଦାଖଲକୁ ଅନୁମୋଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ ୨୦୩୦ କମନୱେଲଥ୍ ଗେମ୍ସ (ସିଡବ୍ଲ୍ୟୁଜି) ପାଇଁ ବିଡ୍ ଦାଖଲ କରିବା ପାଇଁ ଯୁବ କ୍ରୀଡା ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ସହିତ, ବିଡ୍ ଗ୍ରହଣ ହେଲେ ହୋଷ୍ଟ କୋଲାବୋରେସନ୍ ଏଗ୍ରିମେଣ୍ଟ (ଏଚ୍ସିଏ) ସହିତ ସମ୍ପର୍କିତ ମନ୍ତ୍ରଣାଳୟ, ବିଭାଗ ଏବଂ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକୀୟ ଗ୍ୟାରେଣ୍ଟି ଏବଂ ଗୁଜରାଟ ସରକାରଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି। ୭୨ଟି ଦେଶରୁ ଆଥଲିଟ୍ମାନେ ଏହି କମନୱେଲଥ୍…
