Satej News

କଦଳୀ ପତ୍ରରେ ରହିଛି ଔଷଧୀୟ ଗୁଣ, ଏଥିରେ ଖାଇଲେ ମିଳିଥାଏ ଏଭଳି ଲାଭ

ହିନ୍ଦୁ ଧର୍ମରେ କଦଳୀ ଗଛ, କଦଳୀ ପତ୍ର ଓ କଦଳୀ ର ଅନେକ ମହତ୍ୱ ରହିଛି, କଦଳୀ ଯେଉଁ ରୂପରେ ହେଲେ ମଧ୍ୟ ପୂଜା ପାଇଥାଏ l ହିନ୍ଦୁ ଧର୍ମରେ ଅନେକ ଗୁଡିଏ ସମ୍ପ୍ରଦାୟ ରେ କଦଳୀ ଗଛକୁ ପୂଜନ କରାଯାଇ ଥାଏ, ଏବଂ ଏହା ଗୋଟିଏ ଶୁଭ ଗଛ ଭାବରେ ଗ୍ରହଣ କରାଯାଏ , କିନ୍ତୁ କଦଳୀ ଗଛ କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ପୂଜ୍ୟ ଅଟେ l ବିଶେଷ ଭାବରେ…

Read More

ଥରିଲା ନେପାଳ

ନେପାଳରେ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ଆଜି ସକାଳୁ ଏହି କମ୍ପନ ଅନୁଭୂତ ହୋଇଛି । ଭାରତୀୟ ସମୟାନୁସାରେ ଶନିବାର ସକାଳ ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ସୂଚନା ଦିଆଯାଇଛି । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ…

Read More

ଚାଷୀଙ୍କୁ ମିଳିବ ସ୍ବତନ୍ତ୍ର ଆଇଡି ନମ୍ବର ଓ କାର୍ଡ

ଖୁବ ଶୀଘ୍ର ରାଜ୍ୟର ସମସ୍ତ ଚାଷୀଙ୍କ ହେବ ଚାଷୀ ପଞ୍ଜିକା। ଯେଉଁଥିରେ ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚାଷୀ ପଞ୍ଜିକା ପ୍ରସ୍ତୁତି ନିମନ୍ତେ ଜାନୁଆରୀ ପହିଲାରୁ ପ୍ରତି ପଞ୍ଚାୟତରେ ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ ଟିକିିଆ ନମ୍ବର ବିଶିଷ୍ଟ ସ୍ବତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ। ଏହାଦ୍ୱାରା ଚାଷୀଙ୍କ ଚିହ୍ନଟ ହେବା ସହ ସେମାନଙ୍କୁ ସିଧାସଳଖ ସରକାରଙ୍କ ସମସ୍ତ…

Read More

ପ୍ରତାପ ଷଡ଼ଙ୍ଗୀଙ୍କୁ ଜୟା ବଚ୍ଚନଙ୍କ ଟାର୍ଗେଟ; ଷଡ଼ଙ୍ଗୀଜୀଙ୍କ ଅଭିନୟ ପାଇଁ ଅସ୍କାର ପୁରସ୍କାର ମିଳିବା ଦରକାର

ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ସଂସଦରେ ଗତକାଲି ଧକ୍କା କାଣ୍ଡକୁ ନେଇ ଜୟା ବଚ୍ଚନ କହିଛନ୍ତି ଯେ, କ୍ୟାମେରା ଆଗରେ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଯେଉଁଭଳି ଭାବେ ଆହତର ଅଭିନୟ କରିଛନ୍ତି, ସେମାନଙ୍କୁ ଅସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ମିଳିବା ଦରକାର । ବିଜେପି ଆଣିଥିବା ଅଭିଯୋଗ ଉପରେ ଜୟା ବଚ୍ଚନ କହିଛନ୍ତି, “ଷଡ଼ଙ୍ଗୀଜୀ କେବଳ ଡ୍ରାମା…

Read More

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; KG ରୁ PG ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ପାଠ ପଢି ପାରିବେ

ସାନ୍ତାଳୀ ସଂପ୍ରଦାୟ ପାଇଁ ନିଜ ମାତୃଭାଷାରେ ପାଠପଢ଼ା ଆରମ୍ଭ ସୁଯୋଗ ଆସିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଆଉ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ସାନ୍ତାଳୀ ସଂପ୍ରଦାୟ ପାଇଁ ନୂଆ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ସେଥିରୁ ଅନ୍ୟତମ ପ୍ରମୁଖ ଜନଜାତି ହେଉଛି ‘ସାନ୍ତାଳୀ ସଂପ୍ରଦାୟ’ । ସାନ୍ତାଳୀ ସେମାନଙ୍କ ମାତୃଭାଷା ହୋଇଥିବା ବେଳେ,…

Read More

ବିନା ଅନୁମତିରେ ଜିରୋ ନାଇଟ୍ ସେଲିବ୍ରେସନ୍ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ବିନା ଅନୁମତିରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା। ବିନା ଅନୁମତିରେ ସେଲିବ୍ରେସନ୍ ହେଉଥିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏଭଳି ନିୟମ ଅବକାରୀ ବିଭାଗ ପକ୍ଷରୁ ନିଆଯାଇଥିବା ସୂଚନା ମିଳିଛି । ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର । ଅବକାରୀ ବିଭାଗର ଅନୁମତି ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅବକାରୀ କମିଶନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି । ବିନା ଅନୁମତିରେ କିଛି ଜାଗାରେ ଜିରୋ…

Read More

ଏଣିକି ସ୍ୱୟଂଚାଳିତ ହେବ ନରାଜ ଓ ଯୋବ୍ରା ବ୍ୟାରେଜ୍ ଗେଟ୍; ସୁଇଚ୍ ବଟନ ଦ୍ଵାରା ହେବ କାମ

ଏଣିକି ସ୍ୱୟଂଚାଳିତ ଉପାୟରେ ଚେନ୍ ଟାଣି ନରାଜ ଓ ଯୋବ୍ରା ବ୍ୟାରେଜ୍ ଗେଟ୍ ଉଠାଯିବ । ଏଥିପାଇଁ କୌଣସି କର୍ମଚାରୀର ଆବଶ୍ୟକତା ରହିବ ନାହିଁ । କାର୍ଯ୍ୟାଳୟରେ ବସି ସୁଇଚ୍ ବଟନ ଦ୍ୱାରା ଏହି ଦୁଇଟି ବ୍ୟାରେଜ୍ ଗେଟ୍ ପରିଚାଳନା କରାଯିବ । କେତୋଟି ଗେଟ୍ କେତେ ଫୁଟ୍ ଲେଖାଏଁ ଉଠିବ ତାହା କାର୍ଯ୍ୟାଳୟ କଣ୍ଟ୍ରୋଲ୍ ରୁମରୁ କରାଯାଇପାରିବ ।ଏଥିପାଇଁ ଉଭୟ ବ୍ୟାରେଜ୍ରେ ୧୪୫ଟି ହାଇଫ୍ରିକ୍ୟୁଏନ୍ସି କ୍ୟାମେରା ଲଗାଯାଉଛି । ଏହି କାମ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା…

Read More

କାରରୁ ୫୨ କିଲୋ ସୁନା ସହ ୧୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ମଧ୍ୟପ୍ରଦେଶ ଭୋପାଳର ମନ୍ଦୋରା ଗାଁରେ ଥିବା ଏକ ପରିତ୍ୟକ୍ତ କାରରୁ ୫୨ କିଲୋ ସୁନା ସହ ୧୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଆୟକର ବିଭାଗ। ପୂର୍ବତନ ଆରଟିଓ କନଷ୍ଟେବଳ ସୋରଭ ଶର୍ମା ଏବଂ ତାଙ୍କ ସହଯୋଗୀ ଚନ୍ଦନ ସିଂ ଗୌରଙ୍କ ଘରେ ଲୋକାୟୁକ୍ତ ରେଡ ଲିଙ୍କ୍ ମାମଲାରେ ଆଇଟି ଚଢାଉ କରିଛି। ଗୁରୁବାର ଲୋକାୟୁକ୍ତ ରେଡ୍ କରି ଅଢେଇ କୋଟିର ନଗଦ ଟଙ୍କା ସହ ସୁନା ଓ ରୁପା ଜବତ କରିଥିଲା। ବର୍ଷେ…

Read More

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ାଉ

ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରାଯାଇଛି। ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। କେଉଁ କାରଣ ଯୋଗୁ ଇଡି ନିରଞ୍ଜନଙ୍କ ଘରେ ରେଡ୍ କରିଛି ତାହା ଜଣାପଡ଼ି ନାହିଁ। ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍ କରିଥିବା ଅନୁମାନ କରାଯାଉଛି। ନିରଞ୍ଜନଙ୍କ ନୟାପଲ୍ଲୀ ଘର ସମେତ ତାଙ୍କ ଭାଇ ଓ ଜଣେ ସମ୍ପର୍କୀୟଙ୍କ ଘରେ ଇଡି…

Read More

ଏହି କାରଣରୁ ହୋଇଥିଲା ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ, ୩ ବର୍ଷ ପରେ ସାମ୍ନାକୁ ଆସିଲା ସତ

୨୦୨୧ ଡିସେମ୍ବର ୮ରେ ତାମିଲନାଡୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଦୁର୍ଘଟଣାର କାରଣ ସାମ୍ନାକୁ ଆସଛି । ଦୁର୍ଘଟଣାର ଦୀର୍ଘ ୩ ବର୍ଷ ପରେ ସାମ୍ନାକୁ ଆସିଥିବା ସଂସଦୀୟ କମିଟି ରିପୋର୍ଟରେ କୁହାଯାଇଛି ଯେ, ଦୁର୍ଘଟଣାର କାରଣ ମାନବିକ ତ୍ରୁଟି ଥିଲା ।ଜେନେରାଲ ରାୱତଙ୍କ ବ୍ୟତୀତ ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ଅନେକ ସଶସ୍ତ୍ର ବାହିନୀ ଯବାନ ମଧ୍ୟ ଏହି…

Read More