Satej News

ନୂଆବର୍ଷରୁ ମହାପ୍ରଭୁଙ୍କ ଧାଡି ଦର୍ଶନ

ପହିଲାରୁ ଅର୍ଥାତ ଜାନୁଆରୀ ୧ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡି ଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ହୋଇଯିବ । ଶନିବାର ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ। କାମ ସନ୍ତୋଷ ଜନକ ଭାବେ ଚାଲିଛି। ପରୀକ୍ଷା ମୂଳକ ଭାବେ ଡିସେମ୍ବର ୩୦ ଓ ୩୧ ତାରିଖରେ ଧାଡି…

Read More

ଏସ୍ଆଇ ସ୍ତରରେ ଅଦଳବଦଳ, ୨୧ଜଣଙ୍କୁ ବଦଳି

ରାଜ୍ୟ ପୁଲିସ୍ ବାହିନୀରେ କାର୍ଯ୍ୟରତ ୨୧ ଜଣ ସବ୍ଇନ୍ସପେକ୍ଟର(ଏସ୍ଆଇ) ଙ୍କର ବଦଳି ହୋଇଛି । ଏସ୍ଆଇ ବିଷ୍ଣୁ ପ୍ରସାଦ ଦାସ କୋରାପୁଟରୁ ବ୍ରହ୍ମପୁର ବଦଳି ହୋଇଛି । ଭଗବାନ ସାହୁଙ୍କର ରାଉରକେଲାରୁ ଅନୁଗୁଳ, ପ୍ରମୋଦ ସାହୁ ଯାଜପୁରରୁ ଜଗତସିଂହପୁର, ସୁରେନ୍ଦ୍ର ରଥଙ୍କର ଯାଜପୁରରୁ ବାଲେଶ୍ୱର, ନିତାଇ ଚରଣ ମହାନ୍ତିଙ୍କର ଭଦ୍ରକରୁ ସ୍ପେସାଲ୍ ବ୍ରାଞ୍ଚ, ଅଶୋକ ପହିଙ୍କର ମୟୂରଭଞ୍ଜରୁ କେନ୍ଦୁଝର, ନୃସିଂହ ପଟ୍ଟନାୟକଙ୍କର ବ୍ରହ୍ମପୁରରୁ କୋରାପୁଟ, ଗୋପାଳ ପାଢ଼ୀଙ୍କର ରାୟଗଡ଼ାରୁ ବ୍ରହ୍ମପୁର, ବିରଞ୍ଚି ନାୟକଙ୍କର ସୁନ୍ଦରଗଡ଼ରୁ ଝାରସୁଗୁଡ଼ା, ରାମଚନ୍ଦ୍ର…

Read More

ଅଧିକ ମାତ୍ରାରେ ସବୁବେଳେ ରାଗୁଥିଲେ, ଏହି ଉପାୟରେ କରନ୍ତୁ ନିଜ କ୍ରୋଧକୁ କଣ୍ଟ୍ରୋଲ

କୁହାଯାଏ ରାଗିଥିବା ଲୋକ ଠିକ୍ ଭୁଲର ବିଚାର କରିପାରିନଥାନ୍ତି । ସେହି ସମୟରେ କାହାକୁ ବା କଣ କହି ଦିଅନ୍ତି ତାହା ଜାଣିପାରନ୍ତି ନାହିଁ। କଥା କଥାରେ ରାଗିଯିବା ଅନେକ ସମସ୍ୟାର କାରଣ ହୋଇଥାଏ । କ୍ରୋଧ ଯେ କେବଳ ମାନସିକ ଶାନ୍ତି ଖରାପ କରେ ତାହା ନୁହେଁ ସମ୍ପର୍କ ମଧ୍ୟ ବିଗାଡିଥାଏ । ରାଗିବା ଅନେକ ରୋଗର କାରଣ ମଧ୍ୟ ହୋଇଥାଏ । ତେବେ ଆପଣ ଟିକେ ଟିକେ କଥାରେ ଚିଡି ଯାଉଛନ୍ତି କି ?…

Read More

ଏଭଳି ୫ଟି ଟିପ୍ସ ଆପଣାଇଲେ ଆପଣଙ୍କ ପିଲା ହେବେ ଶକ୍ତିଶାଳୀ ଓ ବୁଦ୍ଧିମାନ

ବର୍ତମାନ ମୋବାଇଲ ଓ ସୋସିଆଲ ମିଡ଼ିଆ ଯୋଗୁଁ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ମୋବାଇଲ ଫୋନ ରେ ବ୍ୟସ୍ତ ରହୁଛନ୍ତି l ଏହାର ଗଭୀର ପ୍ରଭାବ ମସ୍ତିଷ୍କ ଉପରେ ପଢୁଛି l ତେଣୁ ଆମେ ପ୍ରାୟ ସମସ୍ତେ ବିଭିନ୍ନ କଥା ଭୁଲିବାର ଶିକାର ହେଉଚୁ l ଯାହାକୁ ଆମେ ଖୁବ ସାଧାରଣ ଭାବରେ ନେଉଛୁ l ଏପରିକି ଛୋଟ ପିଲାମାନେ ମଧ୍ୟ ଖୁବ ଦ୍ରୁତ ବେଗରେ ପାଠ ଭୁଲିବାର ଶିକାର ହେଉଛନ୍ତି l ତେଣୁ…

Read More

ଭଦ୍ରକବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ନିର୍ମାଣ ହେବ ବୟନ ପାର୍କ

ଭଦ୍ରକବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା। ଭଦ୍ରକରେ ନିର୍ମାଣ ହେବ ବୟନ ପାର୍କ । ଯେଉଁଥିପାଇଁ ପାଇଁ ମୁଖ୍ୟମନ୍ତ୍ରୀ ଶନିବାର ୪୩୮୨ କୋଟି ଟଙ୍କା ମଞ୍ଜୁର କରିଥିବା ନେଇ ସୂଚନା ଦେଇଛନ୍ତି। ଆଇଓସିଏ୍‌ଲ ଏନେଇ ଅର୍ଥ ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଏମ୍‌ସିପିଏଲ୍‌ ସହଯୋଗରେ ଭଦ୍ରକରେ ବୟନ ପାର୍କ କରାଯିବ। ଏହି ମିଳିତ ଉଦ୍ୟମ ଓଡ଼ିଶାର ଅର୍ଥନୀତିକୁ ଯଥେଷ୍ଟ ବୃଦ୍ଧି କରିବା ସହ ନୂତନ ନିଯୁକ୍ତି…

Read More

ଜାନୁଆରୀରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା

ଆସନ୍ତା ଜାନୁଆରୀରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ପ୍ରଥମ ପର୍ୟ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପାଇବେ ବଣ୍ଡା ହିତାଧିକାରୀ । ଏନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ପର୍ୟ୍ୟାୟର ତିନୋଟି କିସ୍ତିରେ ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ମାଲକାନଗିରି ଗସ୍ତରୁ ଫେରି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ବଣ୍ଡାଘାଟି ଅପହଞ୍ଚ…

Read More

ଋଷରେ ୯/୧୧ ଆକ୍ରମଣର ପୁନରାବୃତି , ୩ଟି ହାଇ ରାଇଜିଂ ବିଲ୍ଡିଂ ଉପରେ ଡ୍ରୋନ୍ ଆକ୍ରମଣ

୯/୧୧ ଆକ୍ରମଣର ପୁନରାବୃତି । ଆମେରିକାରେ ୯/୧୧ ଆକ୍ରମଣ ଭଳି ଋଷରେ ହୋଇଛି ଆଟାକ୍ ତିନୋଟି ହାଇ ରାଇଜିଂ ବିଲ୍ଡିଂ ଉପରେ ହୋଇଛି ଡ୍ରୋନ୍ ଆକ୍ରମଣ । ତେବେ ଏହି ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରିଛି ଋଷ । ଏହି ଡ୍ରୋନ୍ ହମଲା ରାଜଧାନୀ ମସ୍କୋ ଠାରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ଅବସ୍ଥିତ କାଜାନ ସହରରେ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଡ୍ରୋନ୍ ବଡ ବଡ ତିନୋଟି କୋଠାକୁ ଧକ୍କା…

Read More

ମହିଳାଙ୍କୁ ଉଲଗ୍ନ କରି ମାଡ ମାରିବା ପରେ ଲୁହା ରଡ୍‌ରେ ଚେଙ୍କ ଦେବା ସହ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କଲେ ଶାଶୁଘର ଲୋକ

ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଉଲଗ୍ନ କରି ନିର୍ଧୂମ ପିଟିବା ସହ ଲୁହା ରଡ୍‌ରେ ଚେଙ୍କ ଦେବା ପରେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଛନ୍ତି। ଏଭଳି ବର୍ବର କାଣ୍ଡ ଘଟିଛି ମଧ୍ୟପ୍ରଦେଶର ରାଜଗଡ଼ରେ। ଅଭିଯୋଗ ଅନୁଯାୟୀ, ରୋହିତ ରୁହେଲା ନାମକ ଜଣେ ଯୁବକ ମହିଳାଙ୍କ ଘରକୁ କୌଣସି ସାମଗ୍ରୀ ମାଗିବାକୁ ଆସିଥିଲେ। ଯେତେବେଳେ ପୀଡ଼ିତା ତାଙ୍କୁ ଫାଟକ ନିକଟରେ ଅପେକ୍ଷା କରିବାକୁ କହିଥିଲେ। ସେତେବେଳେ ସେ କବାଟ ବନ୍ଦ କରି ତାଙ୍କ କୋଠରିରେ…

Read More

ପୁଣି ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ

ପୁଣି ବଢ଼ିଲା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଲେ ଲେଫଟନାଣ୍ଟ ଗଭର୍ଣ୍ଣର ଏଲଜି ଭି.କେ. ସକ୍ସେନା । ୫ ଡିସେମ୍ୱରରେ ଇଡି କେଜ୍ରେୱାଲଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ମାଗିଥିଲେ । ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଥିଲେ। ଗତ ସେପ୍ଟେମ୍ବର…

Read More

ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କ ନାଁରେ ୱାରେଣ୍ଟ ଜାରି

ଭାରତୀୟ ଟିମର ପୂର୍ବତନ ବ୍ୟାଟର ରବିନ ଉଥପ୍ପାଙ୍କ ନାମରେ ପ୍ରୋଭିଡେଣ୍ଟ ଫଣ୍ଡ ଦୁର୍ନୀତି ମାମଲାରେ ୱାରେଣ୍ଟ ଜାରି ହୋଇଛି । ଏହି ୱାରେଣ୍ଟ ଆଞ୍ଚଳିକ ପିଏଫ ଆୟୁକ୍ତ ସଦାକ୍ଷରୀ ଗୋପାଳ ରେଡ୍ଡୀ ଜାରି କରିଛନ୍ତି । ରେଡ୍ଡୀଙ୍କ ତରଫରୁ ଜାରି ହୋଇଥିବା ୱାରେଣ୍ଟ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲକେଶିନଗର ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ରବିନ ଉଥପ୍ପା ସେଞ୍ଚୁରିଜ ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡକୁ ଚଳାଉଛନ୍ତି । ସେ ତାଙ୍କ କମ୍ପାନୀରେ ଚାକିରି କରିଥିବା…

Read More