Satej News

‘ଭାରତ ପର୍ବ-୨୦୨୫’ରେ ପ୍ରଦର୍ଶିତ ହେବ ଓଡିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ‘ଭାରତ ପର୍ବ-୨୦୨୫’ରେ ଓଡ଼ିଶାର ବର୍ଣ୍ଣାଢ଼୍ୟ ପ୍ରଜ୍ଞାପନ ମେଢ଼ ସାମିଲ ହେବ । ଏନେଇ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି । “ସ୍ୱର୍ଣ୍ଣିମ ଭାରତରେ ହସ୍ତତନ୍ତ ଓ ବୟନର ଐତିହ୍ୟ ଓ ବିକାଶ’ ବିଷୟବସ୍ତୁ ଉପରେ ଆଧାରିତ ଓଡ଼ିଶାର ମେଢ଼ ଆମ ରାଜ୍ୟର ପ୍ରାଚୀନ ଐତିହ୍ୟକୁ ପ୍ରତିପାଦନ କରୁଛି । ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟ ସାଧାରଣତନ୍ତ୍ର ଦିବସ-୨୦୨୪ରେ “ବିକଶିତ ଭାରତ’କୁ ନେଇ…

Read More

ଟକ୍ସିକ ରିଲେସନକୁ ନେଇ ଚିନ୍ତିତ ଥିଲେ, ଆପଣାନ୍ତୁ ଏହିସବୁ ଛୋଟ ଛୋଟ ଟିପ୍ସ

ଆଜିକାଲି ବୈବାହିକ ଜୀବନରେ ଏହା ଅଧିକ ସମସ୍ୟା ସୃଷ୍ଟି ହେଉଛି । ଯାହା ଫଳରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ସମ୍ପର୍କରେ ଫାଟ ସୃଷ୍ଟି ହେଇଛି । ଜଣେ ପ୍ରେମ, ସମ୍ମାନରେ ସମ୍ପର୍କକୁ ବଞ୍ଚେଇବାକୁ ଚାହେଁ ତା ବଦଳରେ ସେ ସମାନ ଆଶା ରଖେ । ମାତ୍ର କିଛି ସମ୍ପର୍କରେ ସେପରି ହୋଇନଥାଏ ।ସମାଜ ଭୟରେ କେହି କେହି ନକାରାତ୍ମକ ସମ୍ପର୍କକୁ ନିଭାଇବାକୁ ବାଧ୍ୟ ହୁଅନ୍ତି । ତେବେ କେମିତି ସମ୍ପର୍କ ସୁଧାରିବେ ଓ ଟକ୍ସିକ ରିଲେସନରୁ ମୁକ୍ତି…

Read More

ଏହିସବୁ ଭିଟାମିନ ଅଭାବରୁ ପୁରୁଷମାନଙ୍କର ସେକ୍ସୁଆଲ ଲାଇଫ ଉପରେ ପଡ଼ିଥାଏ ପ୍ରଭାବ

ଆମର ଖାଦ୍ୟ ପେୟ ଦ୍ୱାରା କେବଳ ଆମ ଶରୀର ପ୍ରଭାବିତ ହୋଇ ରୋଗ ଗ୍ରସ୍ତ ଆମେ ହୋଇ ନଥାଉ, ଏହା ମଣିଷ ର ସେକ୍ସୁଆଲ ଲାଇଫ ମଧ୍ୟ ପ୍ରଭାବିତ ହୋଇଥାଏ l ସେକ୍ସ ଗୋଟିଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ କୁ ଅଧିକ ମଜବୁତ କରିଥାଏ l ଏହାଛଡା ମାନସିକ ଦୁଶ୍ଚିନ୍ତା ଦୂର କରିଥାଏ l କିନ୍ତୁ ଅନେକ ସମୟରେ କିଛି ଲୋକ ଙ୍କର ସେକ୍ସ କରିବାକୁ ମଧ୍ୟ ଇଛା ହୋଇନଥାଏ l ଗୋଟିଏ ଗବେଷଣା ଅନୁସାରେ…

Read More

ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲେଖନୀ ମୁନରେ ନବୀନଙ୍କ ରାଜନୈତିକ ଜୀବନୀ; ରାଜନୈତିକ ମହଲରେ ତର୍କ

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଶାସନ ପରେ ୨୦୨୪ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ବରିଷ୍ଠ ସାମ୍ବାଦିକ ତଥା ଆଉଟଲୁକ୍ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀଙ୍କ ବହି “Naveen Patnaik- The authorative biography revised after ୨୦୧୪ elections” ପ୍ରକାଶିତ ହୋଇଛି । ଯେଉଁଥିରେ ୨୪ ବର୍ଷ ସରକାରର ପତନ ଆଉ ଏଥିରେ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଭୂମିକା ବିଷୟରେ ଆଲୋକପାତ କରାଯାଇଛି । ଏହାପରେ ରାଜନୀତି ମହଲରେ ଆଲୋଡନ ସୃଷ୍ଟି କରିଛି…

Read More

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନର ମିଳିବ ଉଚିତ୍ କ୍ଷତିପୂରଣ

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ ହେବ । କ୍ଷୟକ୍ଷତି ପାଇଁ ମନ୍ତ୍ରୀ ବିଭୂତି ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ଅନେପଟେ ଜିଲ୍ଲାପାଳ ତଥା ଆରସିଡିଙ୍କୁ ମଧ୍ୟ କ୍ଷୟକ୍ଷତିର ତଦାରଖ ଲାଗି ଦାୟିତ୍ୱ ଦିଆଯାଇଛି । କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ ମିଳିବ ଉଚିତ୍ କ୍ଷତିପୂରଣ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

Read More

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ଘଟିଛି। ତାଙ୍କୁ ୬୦ ବର୍ଷ ହୋଇଥିଲା। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ରବିବାର ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ବିଜୟ ହୃଦରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି। ଡାକ୍ତରଖାନାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ୨୦୦୯ ଏବଂ ୨୦୧୪ ମସିହାରେ ସେ…

Read More

କୁଏତରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୋଦି, କହିଲେ ଜୟ ଜଗନ୍ନାଥ

ଦୁଇ ଦିନିଆ କୁଏତ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଶ୍ରମିକଙ୍କୁ ଭେଟିଛନ୍ତି। ମୋଦି ଗଲଫ୍ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ କଥା ହୋଇଥିଲେ। ଏହି ଅବସରରେ କୁଏତରେ କାମ କରୁଥିବା ଗଞ୍ଜାମ ଖଲ୍ଲିକୋଟର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ ମୋଦି। ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓଡ଼ିଆ ଯୁବକ। ଏହାଦ୍ୱାରା ଓଡ଼ିଶା ବିଶ୍ୱ…

Read More

ଏଣିକି ଏହି ମନ୍ଦିରକୁ ଗଲେ ଛୋଟ ଡ୍ରେସ ବା ଜିନ୍ସ ପିନ୍ଧିପାରିବେନି ମହିଳା ଭକ୍ତ

ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଜାରି ହେଲା ଡ୍ରେସ୍ କୋଡ୍। ଏହି ମାର୍ଗଦର୍ଶିକା ଅନୁସାରେ ମହିଳାମାନେ ଠାକୁରଙ୍କ ଦର୍ଶନ କରିବାକୁ ଆସିବା ବେଳେ ଛୋଟ ଡ୍ରେସ ଏବଂ ଜିନ୍ସ ପିନ୍ଧିଲେ ମିଳିବନି ପ୍ରବେଶ। ଏହିପରି ଡ୍ରେସ୍ ନ ପିନ୍ଧିବାକୁ ମନ୍ଦିର ପକ୍ଷରୁ ନିବେଦନ କରାଯାଇଛି।ନୂଆବର୍ଷ ପୂର୍ବରୁ ମନ୍ଦିରକୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, ମହିଳାମାନେ ମିନି ସ୍କାର୍ଟ, ରିପ୍ଡ୍ ତଥା ଚିରା ଫଟା ଜିନ୍ସ,…

Read More

ପାନାମା କେନାଲକୁ ନେଇ ଟ୍ରମ୍ପଙ୍କ ଧମକ

ପାନାମା କେନାଲକୁ ନେଇ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ତାଇୱାନ ପରେ ଏବେ ପାନାମା କେନାଲ ମଧ୍ୟ ଏକ ପ୍ରସଙ୍ଗ ପାଲଟିଛି ଯେଉଁଠି ଚୀନ ଓ ଆମେରିକା ମୁହାଁମୁହିଁ ହୋଇପାରନ୍ତି। ଟ୍ରମ୍ପ କହିଛନ୍ତି ଯଦି ପାନାମା କେନାଲକୁ ଯଦି ଠିକ୍ ଭାବେ ପରିଚାଳନା ନ କରାଯାଏ, ତେବେ ଆମେରିକା ଏହାକୁ ଫେରାଇ ନେଇପାରେ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏକ ବୟାନରେ ପାନାମା କେନାଲ ବ୍ୟବହାର ପାଇଁ ଅତ୍ୟଧିକ…

Read More

ଏଣିକି ନିର୍ବାଚନ ବେଳର ସମସ୍ତ ଫୁଟେଜ ଗୁପ୍ତ ରହିବ, ଯାଞ୍ଚ କରିପାରିବେନି ଜନସାଧାରଣ

ଏଣିକି ଜନସାଧାରଣ ଆଉ ଯାଞ୍ଚ କରିପାରିବେନି ନିର୍ବାଚନ ବେଳର ସମସ୍ତ ରେକର୍ଡ । ଏହାକୁ ନେଇ ବଦଳିଲା ନିୟମ। ଅର୍ଥାତ ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ ଆଉ ଦେଖି ହେବନି। ଏ ସମ୍ପର୍କିତ ନିୟମ ବଦଳାଇଲେ କେନ୍ଦ୍ର ସରକାର । ଏସବୁର ଅପବ୍ୟବହାର ହେଉଥିବା କହି ନିୟମ ପରିବର୍ତ୍ତନ କରାଯାଇଛି। ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ ଏହି ନିୟମ ବଦଳା ଯାଇଛି। ଭୋଟଗ୍ରହଣ କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବହାର ଦ୍ୱାରା ଭୋଟରଙ୍କ ଗୋପନୀୟତାର…

Read More