Satej News

ଶରୀର ପାଇଁ ନିରାମିଷ ନା ଆମିଷ, କେଉଁ ଖାଦ୍ୟଟି ହିତକର ? ଗବେଷଣା କ’ଣ କହୁଛି ଆସନ୍ତୁ ଜାଣିବା

ବର୍ତ୍ତମାନ ଖାଦ୍ୟ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ବୋଲି ଆମେ ସମସ୍ତେ ଜାଣିଚୁ, ତଥାପି ଆମିଷ ଓ ନିରାମିଷ ଖାଦ୍ୟକୁ ନେଇ ଅନେକ ସମୟରେ ଆମେ ଭାବିଥାଉ କେଉଁ ଖାଦ୍ୟଟି ଆମ ଶରୀର ପାଇଁ ହିତକର l ବର୍ତମାନ ଗବେଷଣା ନିରାମିଷ ଓ ଆମିଷ ଖାଦ୍ୟକୁ ନେଇ ଚାଲିଛି l ଅନେକଙ୍କ ମତରେ ଉଭୟ ଖାଇବା ଶରୀର ପାଇଁ ଜରୁରୀ, କିନ୍ତୁ ଅନେକ ଲୋକଙ୍କ ମତରେ ଆମିଷ ଖାଇବା ଉଚିତ ନୁହେଁ l ଅଧ୍ୟୟନ କହୁଛି ଯେ ମଣିଷ…

Read More

ଓଡ଼ିଶାରେ ଗଡ଼ିବ ଗ୍ରୀନ ହାଇଡ୍ରୋଜେନ୍ ବସ୍, କମିବ ଭଡ଼ା

ଓଡ଼ିଶାରେ ଗଡ଼ିବ ଗ୍ରୀନ ହାଇଡ୍ରୋଜେନ୍ ବସ୍। ଡିଜେଲ ବ୍ୟବହାର କମିବା ସହ ପାସେଞ୍ଜରକୁ କମ୍ ଭଡ଼ା ଲାଗିବ। ତେବେ ଏହି ବସ୍ ୨୦୨୫ ଅଗଷ୍ଟ ୧୫ ସୁଦ୍ଧା ବସ୍ ଚଲାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଲୋକସେବା ଭବନ ତୃତୀୟ ମହଲା କରଫରେନ୍ସ ହଲରେ ଗ୍ରୀନ ହାଇଡ୍ରୋଜେନ୍ ମୋବୋଲିଟି ପ୍ରୋଜେକ୍ଟର ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ଶେଷ ହୋଇଛି। ଏନଟିପିସି, ଗ୍ରୀଡକୋ ଲିମିଟେଡ ଓ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର…

Read More

ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଫେଲ୍

ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଆଉ ଉପର ଶ୍ରେଣୀକୁ ଉନ୍ନିତ ହେବେନି ଛାତ୍ରଛାତ୍ରୀ । ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ବାର୍ଷିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ୍ କରିବାକୁ ଏକ ମାର୍କ ନିର୍ଦ୍ଧାରଣ କରାଯିବ । ଏହି ମାର୍କ ଛାତ୍ରଛାତ୍ରୀ ନରଖି ପାରିଲେ ସେମାନେ ଫେଲ୍‌ ବୋଲି ଗଣା ହେବେ । ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀ ପୁଣି ଦୁଇ ମାସ ମଧ୍ୟରେ ପରୀକ୍ଷା ଦେବାର ସୁଯୋଗ…

Read More

ପ୍ରଥମ କରି ରୋମାନ୍ସ କରିବେ ରଶ୍ମିକା-ଆୟୁଷ୍ମାନ

ପ୍ରଥମ ଥର କରି ଏକାଠି ସ୍କ୍ରିନ ସେୟାର କରିବେ ସାଉଥ ଅଭିନେତ୍ରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଆୟୁଷ୍ମାନ ଖୁରାନା। ଉଭୟଙ୍କ ଏହି ହରର୍‌ କମେଡି ଭିତ୍ତିକ ଅପ୍‌କମିଂ ଫିଲ୍ମ ‘ଥାମା’ର ସୁଟିଂ ମୁମ୍ବାଇର ଚିତ୍ରା ଷ୍ଟୁଡିଓରେ ଆରମ୍ଭ ହୋଇଯାଇଛି। ନୂଆବର୍ଷ ପାଇଁ ଷ୍ଟାରକାଷ୍ଟ ବ୍ରେକ ନେବେ ଓ ପରେ ଜାନୁଆରୀରେ ଦିଲ୍ଲୀରେ ପୁଣି ସୁଟିଂ ଆରମ୍ଭ ହେବ। ଏହାପରେ ଫେବ୍ରୁଆରୀ ମାସରେ ଉଟ୍ଟିର ଜଙ୍ଗଲରେ ଫିଲ୍ମର ଅନେକ ଦୃଶ୍ୟର ସୁଟିଂ କରାଯିବାର ଯୋଜନା ରହିଛି। ଏଥିରେ…

Read More

ହାଇକୋର୍ଟଙ୍କ ନିର୍ଦ୍ଦେଶ; ରାଜ୍ୟରେ ନିଯୁକ୍ତ ହେବେ ୬ ହଜାର ଶିକ୍ଷକ

ରାଜ୍ୟରେ ନିଯୁକ୍ତ ହେବେ ୬ ହଜାର ଶିକ୍ଷକ । ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲାର ଆଜି ଶୁଣାଣି ହୋଇଛି । ଖାଲି ପଡିଥିବା ୬ ହଜାର ଶିକ୍ଷକ ପଦଵୀରେ ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ମେରିଟ ଆଧାରରେ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର କରିଥିଲେ ବିଜ୍ଞପ୍ତି ।ପରୀକ୍ଷା ପରେ ୧୬ ହଜାର ଚୂଡାନ୍ତ ତାଲିକା କରିଥିଲେ…

Read More

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ମିଳୁଛି ଭତ୍ତା !

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି। କେବଳ ସେତିକି ନୁହେଁ ମାସିକ ଭତ୍ତା ବାବଦକୁ ତାଙ୍କୁ ମିଳୁଛି ୧୦୦୦ ଟଙ୍କା। କଥାଟା ଶୁଣି ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ସନ୍ନି ଲିଓନିଙ୍କ ନାଁରେ ପ୍ରତି ମାସରେ ଟଙ୍କା ଉଠାଉଥିଲେ ଠକ। ଆର୍ଟିଓ ଜରିଆରେ ଏହି ମାମଲାର ଖୁଲାସା ହୋଇଛି। ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଏବେ ଫ୍ରିଜ୍ କରାଯାଇଛି।ପ୍ରକୃତରେ ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ…

Read More

ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଲେ ପିଭି ସିନ୍ଧୁ

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ। ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଲେ ପିଭି ସିନ୍ଧୁ।ଗତକାଲି ରାଜସ୍ଥାନର ଉଦୟପୁରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବ୍ୟାଡ୍ମିଣ୍ଟନ ଷ୍ଟାର ପିଭି ସିନ୍ଧୁ ହାଇଦ୍ରାବର ଭେଙ୍କଟ ଦତ୍ତା ସାଇଙ୍କ ସହ ବିବାହ କରିଛନ୍ତି। ଭେଙ୍କଟ ପେସାରେ ଜଣେ ବିଜନେସ୍ ମ୍ୟାନ୍। ସେ ପ୍ରୋସାଇଡେକ୍ସ ଟେକ୍ନୋଲଜିର ଏଗ୍ଜିକ୍ୟୁଟିଭ ଡାଇରେକ୍ଟର ଅଟନ୍ତି।ପିଭି ସିନ୍ଧୁ ଓ ଭେଙ୍କଟଙ୍କ ବିବାହ ବେଳର ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ…

Read More

୩ ଦିନରେ ଆସିବ ଚାଷ କ୍ଷୟକ୍ଷତି ରିପୋର୍ଟ, ୫ ଦିନରେ କ୍ଷତି ପୂରଣ

୩ ଦିନରେ ଆସିବ ରାଜ୍ୟରେ ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ରିପୋର୍ଟ। ୫ ଦିନରେ କ୍ଷତି ପୂରଣ ରାଶି ମିଳିବ । ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅଦିନିଆ ବର୍ଷା ଯୋଗୁ ଚାଷୀ କ୍ଷତି ସହିଛନ୍ତି। ଏହାର ଆକଳନ ଚାଲିଛି ।ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷତି ହୋଇଛି। ଯେଉଁ ଜିଲ୍ଲାରେ ଅଧିକ ଚାଷ କ୍ଷୟକ୍ଷତି ହୋଇଛି ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ବ ବିଭାଗର ଅଧିକାରୀ ମାନେ…

Read More

ଏନକାଉଣ୍ଟରରେ ଟଳିଲେ ୩ ଖଲିସ୍ଥାନୀ ଆତଙ୍କବାଦୀ

ଉତ୍ତରପ୍ରଦେଶ ପିଲଭିଟରେ ପୋଲିସକୁ ବଡ ସଫଳତା । ପୋଲିସର ଏନକାଉଣ୍ଟରରେ ଟଳିଲେ ୩ ଖଲିସ୍ଥାନୀ ଆତଙ୍କବାଦୀ । ପଞ୍ଜାବ ଓ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ମିଳିତ ଅଭିଯାନ ଜରିଆରେ ଏହି ଏନକାଉଣ୍ଟର କରାଯାଇଛି। ମୃତ ୩ ଆତଙ୍କବାଦୀ ଖଲିସ୍ଥାନୀ କମାଣ୍ଡୋ ଫୋର୍ସର ସଦସ୍ୟ ଗୁରବିନ୍ଦର ସିଂ, ରବି ଓ ଯଶପ୍ରୀତ। ଏହି ୩ଜଣ ଆତଙ୍କବାଦୀ ପଞ୍ଜାବ ଗୁରୁଦାସପୁରର ଏକ ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ଆକ୍ରମଣ କରି ଫେରାର ହୋଇଯାଇଥିଲେ।ଉତ୍ତରପ୍ରଦେଶ ପୋଲିସ ଏବଂ ପଞ୍ଜାବ ପୋଲିସ ମିଳିତ…

Read More

କୋର୍ଟରେ ଅରୁଣ ବୋଥ୍ରା

ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ଦ୍ଵିତୀୟ ଥର ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ପହଞ୍ଚିଲେ ଅରୁଣ ବୋଥ୍ରା । ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ନିକଟରେ ହାଜର ହୋଇଛନ୍ତି ସେ। ପ୍ରତିପକ୍ଷ ଓକିଲଙ୍କ ଆବେଦନ ଆଧାରରେ ଦ୍ଵିତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିବା ସୂଚନା । ସୂଚନା ଥାଉକି, ବର୍ଷକ ତଳେ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥା । ହାଜର ହୋଇ ନିଜର ପକ୍ଷ…

Read More