Satej News

ହସ୍ପିଟାଲରେ ଆରବିଆଇ ଗଭର୍ଣ୍ଣର

ଚେନ୍ନାଇ : ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେ ଆସନ୍ତା 2ରୁ 3 ଘଣ୍ଟା ଭିତରେ ଡିସଚାର୍ଜ ହେବା ନଇ ଆରବିଆଇର ଜଣେ ଅଧିକାରୀ କହିଛନ୍ତି । ତେବେ…

Read More

ଇସ୍ତଫା ଦେଇପାରନ୍ତି ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆସନ୍ତାକାଲି ଇସ୍ତଫା ଦେଇପାରନ୍ତି। କିନ୍ତୁ ନୂଆ ସରକାର ଗଠନ ‌ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳର କର୍ମକର୍ତ୍ତାମାନେ ସୋମବାର କହିଛନ୍ତି। ଶିବସେନାର ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ସିନ୍ଦେ ମଙ୍ଗଳବାର ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିବେ ଏବଂ ନୂତନ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ଶପଥ ଗ୍ରହଣ ନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବରେ ରହିବେ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୋମବାର ସ୍ପଷ୍ଟ କରିଛନ୍ତି…

Read More

ଇଣ୍ଡୋନେସିଆରେ ଭୟଙ୍କର ବନ୍ୟା

ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସୁମାତ୍ରା ଦ୍ୱୀପର ୪ ଅଞ୍ଚଳରେ ଇଣ୍ଡୋନେସିଆ ସୈନ୍ୟ ବାହିନୀ ସହ ଉଦ୍ଧାରକାରୀ ଦଳପକ୍ଷରୁ ରେସ୍କ୍ୟୁ ଅପରେଶନ ଜାରି ରହିଛି। ଏବେ ମଧ୍ୟ ୨ ଶିଶୁଙ୍କ ସମେତ ୬ ଜଣ ନିଖୋଜ ଥିବା ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ସୁମାତ୍ରାର ସ୍ଥାନୀୟ ପଦାଙ୍ଗ…

Read More

ଦିଲ୍ଲୀରେ ଜିଆର୍‌ଏପି-୪ ବଳବତ୍ତର ରହିବ

ନୂଆଦିଲ୍ଲୀ: ପ୍ରଦୂଷଣ ପାଇଁ ଦିଲ୍ଲୀରେ ଲାଗିଥିବା ଗ୍ରାପ୍‌ -୪(ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ୍‌) କଟକଣାକୁ ସୁପ୍ରିମକୋର୍ଟ କୋହଳ କରିବାକୁ ମନା କରିଦେଇଛନ୍ତି। ସପ୍ତାହରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୫୦ ଟପିବା ପରେ ଜିଆର୍‌ଏପି-୪ ଲାଗୁ ହୋଇଥିଲା। ଅଦାଲତଙ୍କ ବିନା ଅନୁମୋଦନରେ ଏହାକୁ କୋହଳ ନ କରିବାକୁ ସର୍ବୋଚ୍ଚ ଅଦାଲତ ପୂର୍ବରୁ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ। ଗତ ସପ୍ତାହ ତୁଳନାରେ ଦିଲ୍ଲୀର ଏକ୍ୟୁଆଇରେ ସାମାନ୍ୟ ଉନ୍ନତି ହୋଇଛି। ତେଣୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ…

Read More

ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ଵର : ୧୭ତମ ବିଧାନସଭାର ଦ୍ବିତୀୟ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଚଳିତ ଶୀତ ଅଧିବେଶନ ବେଶ୍ ସରଗରମ ହେବା ନେଇ ଆଲୋଚନା ହେଉଛି । ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜୁ ଜନତା ଦଳ ଏବଂ କଂଗ୍ରେସ ଅଙ୍କକଷି ସାରିଛି । ସରକାରଙ୍କ ଅବହେଳା ଓ ରାଜ୍ୟସ୍ୱାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ…

Read More

ଆସୁଛି ଲଘୁଚାପ

ଭୁବନେଶ୍ଵର : ରାଜ୍ୟରେ ବର୍ତ୍ତମାନ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ଖସୁଛି ତାପମାତ୍ରା । ଆସନ୍ତା ୨୮ ତାରିଖରୁ ୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ଦକ୍ଷିଣ କେନ୍ଦ୍ରୀୟ ଭାଗରେ ଏହି ଅବପାତ ବର୍ତ୍ତମାନ ସକ୍ରିୟ…

Read More