ବଦଳି ଯାଇଛି ମୋବାଇଲ ରିଚାର୍ଜ ପ୍ଲାନ
ମହଙ୍ଗା ହୋଇଛି ମୋବାଇଲର ଡାଟା ପ୍ଲାନ । ଜିଓ ଏବଂ ଏୟାରଟେଲ ୟୁଜରଙ୍କ ପାଇଁ ସବୁ ପ୍ଲାନ ମହଙ୍ଗା କରିବା ପରେ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ । ତେଣୁ ୟୁଜର ଏବେ କିଛି ଶସ୍ତା ମୋବାଇଲ ରିଚାର୍ଜ ପ୍ଲାନ ସନ୍ଧାନରେ ରହିଛନ୍ତି । ତେବେ Jioର ସବୁଠାରୁ ଶସ୍ତା ଆନୁଆଲ ରିଚାର୍ଜ ପ୍ଲାନରୁ ୧୬୦୦ ଟଙ୍କା କମ୍ ରହିଛି ଏକ ଶସ୍ତା ପ୍ରିପେଡ ପ୍ଲାନ । କିନ୍ତୁ ଏକ ନେଟୱର୍କ କମ୍ପାନୀ Jioର ଏହି ପ୍ଲାନଠାରୁ ଆହୁରି…
