Satej News

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ  କାରକେଡ୍ ରିହରସଲ୍

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାରକେଡ୍ ରିହରସଲ୍ । ସୁରକ୍ଷା ଦୃଷ୍ଟି କୋଣରୁ କମିଶନରରେଟ ପୋଲିସ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କାରକେଡ୍ ରିହରସଲ୍ କରିଛି । ଡିଜିପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରଯାଇଛି ।ଆସନ୍ତାକଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ।  4:20 ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ପ୍ରଧାନମନ୍ତ୍ରୀ ।  ଏହାପରେ 4:30 ରେ ବିମାନବନ୍ଦର ପାଖରେ ଏକ…

Read More

ଲଞ୍ଚ ହେବ ରେଡମି ନୋଟ ୧୪ ସିରିଜ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ ୯ ଡିସେମ୍ବରରେ ନିଜର ନୂଆ ସ୍ମାର୍ଟଫୋନ ରେଡମି ନୋଟ ୧୪ ସିରିଜକୁ ଲଞ୍ଚ କରିବାକୁ ଯାଉଛି । ଏହି ସିରିଜରେ ତିନୋଟି ସ୍ମାର୍ଟଫୋନ ଲଞ୍ଚ କରାଯିବ, ଯେଉଁଥିରେ ରେଡମୀ ନୋଟ ୧୪, ରେଡମୀ ନୋଟ ୧୪ ପ୍ରୋ, ଏବଂ ରେଡମୀ ନୋଟ ୧୪ ପ୍ରୋ ପ୍ଲସ, ସାମିଲ ଅଛନ୍ତି । ବର୍ତ୍ତମାନ ଲଞ୍ଚ ପୂର୍ବରୁ ଏହାର ମୂଲ୍ୟ ଏବଂ ଫିଚର୍ସ ସହ ଜଡିତ ଅନେକ ସୂଚନାମାନ ଅନଲାଇନରେ ଲିକ୍ ହୋଇଯାଇଛି…

Read More

ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର : ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଆଫଗାନିସ୍ତାନରେ ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି।ରାତି ପ୍ରାୟ ୪ଟା ୧୯ରେ ହିମାଳୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ର ହେଉଛି ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳ। ତାଜିକିସ୍ତାନର ପାମିର ମାଉଣ୍ଟ ରେଞ୍ଜର ‘ଗରମ ଚଶମା’ ହଟ୍‌ ସ୍ପ୍ରିଙ୍ଗସ୍‌ ନିକଟରେ ଏହି…

Read More

ଅଲଗା ହେବେ କି ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୁବାଇରେ ଆୟୋଜିତ ଗ୍ଲୋବାଲ ମହିଳା ଫୋରମ ୨୦୨୪ରେ ସାମିଲ୍‌ ହୋଇଥିଲେ। ୨ଦିନ ଧରି ଚାଲିଥିବା ଦୁବାଇରେ ଏହି ଇଭେଣ୍ଟରୁ ଐଶ୍ୱର୍ଯ୍ୟାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏହି ସମସ୍ତ ଭିଡିଓ ମଧ୍ୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହି ଭିଡିଓ ହେଉଛି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରିଚୟ ବା ଇଣ୍ଟ୍ରୋଡକଶନ୍‌ ପ୍ରଦାନ କରୁଥିବା ଭିଡିଓ। ଏହି ଭିଡିଓରେ ଐଶ୍ୱର୍ଯ୍ୟା…

Read More

ବିଷାକ୍ତ ଖାଦ୍ୟ ଖାଇ ୧୦ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ରାଜଧାନୀରେ ୧୦ ଅସୁସ୍ଥ । ଏକ ଘରୋଇ ନର୍ସିଙ୍ଗ କଲେଜ ହଷ୍ଟେଲର ୧୦ଜଣ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଛନ୍ତି। ସମସ୍ତେ ଗତକାଲି ରାତିରେ ବିଷାକ୍ତ ଖାଦ୍ୟ ଖାଇଥିବା ଅନୁମାନ କରାଯାଉଛି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

Read More

କନ୍ଦେଇବ ଆଳୁ

ପୁଣି କନ୍ଦେଇବ ଆଳୁ । ହାଟ ବଜାର ବ୍ୟବସାୟୀ ମନଇଚ୍ଛା ଦରଦାମ୍ ବଢ଼େଇ ଆଳୁ ବିକିବେ । କାରଣ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯାଇଛି । ବୁଧବାର ରାତିରୁ ମୌଳିକ ନିର୍ଦ୍ଦେଶକ୍ରମେ ଆଳୁ ଟ୍ରକ ସୀମା ପାର୍ ନ କରିବାକୁ କଟକଣା ଲଗେଇଛନ୍ତି ପଶ୍ଚିମବଙ୍ଗ ସରକାର । ଗତକାଲି ନବନ୍ନାରେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଡାକିଥିଲେ । ଯେଉଁଥିରେ ସେ ରାଜ୍ୟ ବାହାରକୁ ଆଳୁ ରପ୍ତାନୀ ବନ୍ଦ କରିବାକୁ…

Read More

ଦିଲ୍ଲୀ ଅସୁରକ୍ଷିତ ରାଜଧାନୀ

ନୂଆଦିଲ୍ଲୀ:  ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ ଆମ୍ ଆଦମୀ ପାର୍ଟୀ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।  ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଆଇନ-ବ୍ୟବସ୍ଥା କରିବାରେ ଅସଫଳ ହୋଇଛନ୍ତି । ଅରବିନ୍ଦ କେଜ୍ରିୱାଲ ଏକ ମ୍ୟାପ ମଧ୍ୟ ଜାରି କରିଛନ୍ତି, ଯେଉଁଥିରେ ଏହା ଦେଖାଇବାକୁ ଚେଷ୍ଟା କରାଯାଇଛି ଯେ; ଅମିତ ଶାହଙ୍କ ଆବାସର କିଛି କିମି ମଧ୍ୟରେ ଗତ କିଛିଦିନରେ ଅନେକ ଅପରାଧିକ ଘଟଣାମାନ ଘଟିଛି ।…

Read More

୧୫ ଦିନରେ ଶେଷ ହେବ ସୁଭଦ୍ରା ଯାଞ୍ଚ୍

ଭୁବନେଶ୍ୱର: ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ରିଜେକ୍ସନର ଯାଞ୍ଚ । ପ୍ରଥମ କରି ମାଲକାନାଗିରିରୁ ଏହି ଯାଞ୍ଚ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଆବେଦନ ଅଧିକ ଅଗ୍ରାହ୍ୟ ହୋଇଥିବା ସ୍ଥାନକୁ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ମାଲକାନାଗିରିରୁ ଆରମ୍ଭ ହେବାକୁ ଥିବା ଯାଞ୍ଚ ପ୍ରକ୍ରିୟା ଗଜପତି, କୋରାପୁଟରେ ମଧ୍ୟ କରାଯିବ । କୋରାପୁଟ ଗଜପତି ଏବଂ ମାଲକାନାଗିରିରେ ଅଧିକ ଆବେଦନ ରିଜେକ୍ସନ ହୋଇଛି । ଏଥିସହ…

Read More

ନୂଆବର୍ଷ ରୁ ୫ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର : ନୂଆ ବର୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ ଆଉ ୫ଟି ନୂଆ ବିମାନ ।  ନୂଆ ସ୍ଥାନକୁ ଭୁବନେଶ୍ୱରରୁ ଏହି ବିମାନ ଯିବ । ଇନ୍ଦୋର, ଡେରାଡୁନ, ଲକ୍ଷ୍‌ନୌ, ଜୟପୁର ଓ କୋଚିନକୁ ଉଡିବ ବିମାନ । ସପ୍ତାହରେ ଇନ୍ଦୋରକୁ ୪ ଦିନ ଓ ଡେରାଡୁନକୁ ୩ ଦିନ ଉଡ଼ିବ ବିମାନ । ଜାନୁଆରୀ ୧ ରୁ ଭୁବନେଶ୍ବର ଏୟାରପୋର୍ଟରୁ ଏହି ଦୁଇ ସ୍ଥାନକୁ ଇଣ୍ଡିଗୋ ବିମାନ ଚଳାଚଳ କରିବ…

Read More

ମାର୍ଗଶୀର ମାସ ଗୁରୁବାର

ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାର୍ଗଶିର ମାସ ଗୁରୁବାର । ଧନଦାତ୍ରି ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ ମାନେ ଅଗଣାରେ ରଙ୍ଗବିରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମାଙ୍କୁ ଆବାହନ କରିଥାନ୍ତି । ଏଥି ପାଇଁ ଗାଁ ଠୁ ସହର…

Read More