Satej News

ନିର୍ବାଚନରେ ବାଲଟ ବ୍ୟବସ୍ଥା ଫେରିଲେ ବିଜେଡି ସମର୍ଥନ କରିବ: ନବୀନ ପଟ୍ଟନାୟକ

ବିଜେଡ଼ି ପାଳୁଛି ୨୮ତମ ପ୍ରତିଷ୍ଠା ଦିବସ । ବିଜେଡିର ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଖୁସି ଯେ ଆଜି ବିଜେଡିକୁ ୨୭ ପୁରି ୨୮ ଚାଲିଲା। ଲୋକଙ୍କ ଠାରୁ ଆମେ ବହୁତ ଶୁଭେଚ୍ଛା ପାଇଛୁ । ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟର…

Read More

ପତ୍ନୀଙ୍କ ସେବା ପାଇଁ ସ୍ୱାମୀ ଛାଡିଲେ ଚାକିରୀ, ଅଧାରେ ରହିଗଲା ସ୍ୱାମୀଙ୍କ ସ୍ବପ୍ନ

ଅସୁସ୍ଥ ପତ୍ନୀର ସେବା କରିବା ପାଇଁ ଅବରର ୩ବର୍ଷ ପୂର୍ବରୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଲେ ସ୍ୱାମୀ । ମାତ୍ର ଅବସର ନେବା ଦିନ ପତ୍ନୀଙ୍କ ଚାଲିଗଲା ଜୀବନ । ସ୍ୱାମୀଙ୍କ ସେବା କରିବାର ଇଚ୍ଛା ଅଧାରେ ରହିଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟାର ଦାଦାବାଡି ଅଞ୍ଚଳରେ । ଖବର ଅନୁଯାଇ, ଦାଦାବାଡି ଅଞ୍ଚଳର ଦେବେନ୍ଦ୍ର କୁମାର ସେଣ୍ଟ୍ରାଲ ୱେୟାର ହାଉସ୍ ରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ…

Read More

ଜାପାନ ଏୟାର ଲାଇନ୍ସକୁ ସାଇବର ଆଟାକ୍

ଜାପାନ ଏୟାର ଲାଇନ୍ସକୁ ପାଖାପାଖି ସକାଳ ୭ଟା ୩୦ରେ ସାଇବର ଆଟାକ୍ ହୋଇଥିବା ସୂଚନା ମିଳିଛି । ଏୟାରଲାଇନ୍ସର ଭିତର ଓ ବାହାର ସିଷ୍ଟମ ପ୍ରଭାବିତ ହୋଇଛି । ସାଇବର ଆଟାକ୍ ଯୋଗୁ ଜାପାନ ଏୟାରଲାଇନ୍ସର ସେବା ବନ୍ଦ ରହିଛି । ଫ୍ଲାଇଟ୍ ଟିକେଟ୍ ବିକ୍ରି ମଧ୍ୟ ରଦ୍ଦ କରାଯାଇଛି । ଏହା ଦ୍ବାରା ଅନେକ ଘରୋଇ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ , ଜାପାନ ଏୟାର ଲାଇନ୍ସର ଦେଶର ଦ୍ବିତୀୟ ବଡ଼ ଏୟାରଲାଇନ୍ସ କମ୍ପାନୀ…

Read More

ଭିଜିଲାନ୍ସ ଜାଲରେ ବୋରିଗୁମ୍ମାର ତହସିଲ ଏଆରଆଇ

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ । ଘର ସହ ଏକାସାଙ୍ଗେ ୮ଟି ଠିକଣାରେ ଚାଲିଛି ଭିଜିଲାନ୍ସର ଚଢାଉ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍ ।ଏକାସାଙ୍ଗ ଭିଜିଲାନ୍ସ ଟିମ୍ ୮ଟି ଠିକଣାରେ କରୁଛି ରେଡ୍ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ବାସଭବନ, ଅଫିସ…

Read More

୨ ବର୍ଷରେ ରାଜ୍ୟରେ ୭୫ ହଜାର ନିଯୁକ୍ତି ମିଳିବ: ମୁଖ୍ୟମନ୍ତ୍ରୀ

ଆଗାମୀ ଦୁଇ ବର୍ଷ ଭିତରେ ରାଜ୍ୟରେ ୭୫ ହଜାର ନିଯୁକ୍ତି ଦେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଶାସନ ଦିବସ ବା ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଏହି ବଡ଼ ଘୋଷଣା କରିଛନ୍ତି । ନିଯୁକ୍ତି ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାର କାମ ନୁହେଁ କଥା ଦେଉଥିଲେ । ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି କଥା କହି ଦିନ ମଜୁରି ଦେଇ ପ୍ରଶାସନର କାମ…

Read More

ଅଧିକ ଆଣ୍ଟିବାୟୋଟିକ ଔଷଧ ଖାଇଲେ ଏହି ଗମ୍ଭୀର ରୋଗର ସମସ୍ୟା ଦେଖାଯାଏ

ଆଣ୍ଟିବାୟୋଟିକ ଔଷଧର ସେବନ ବ୍ୟାକ୍ଟେରିଆ ନିକଟରୁ ଇନଫେକ୍ସନ କୁ ଅଟକାଇବା ପାଇଁ ସେବନ କରାଯାଇ ଥାଏ । କିନ୍ତୁ ନିକଟରେ ଏହାର ଗମ୍ଭୀର ସାଇଡ ଇଫେକ୍ଟ ସାମ୍ନାକୁ ଆସିଛି । ଦକ୍ଷିଣ କୋରିଆର ଗବେଷକଙ୍କ ଅନୁସାରେ ଜଣା ପଡିଛି ଯେ ଦୀର୍ଘ ଦିନ ଧରି ଆଣ୍ଟିବାୟୋଟିକ ସେବନ କରିବା ଦ୍ୱାରା ପର୍କିସଂସ ରୋଗର କାରଣ ହୋଇଥାଏ । ଏହି ଗବେଷଣା ରେ ଜଣା ପଡିଛି ଯେ ଯେଉଁ ବ୍ୟକ୍ତିମାନେ ୪୦ ବର୍ଷରୁ  ଉର୍ଦ୍ଧ୍ବ ସେମାନେ  ଅଧିକ ପାର୍କିସଂସ…

Read More

ୟୁକ୍ରେନ ଉପରେ ରୁଷର ମିସାଇଲ ଓ ଡ୍ରୋନ ମାଡ଼, ଚାରିଆଡେ ମୃତ୍ୟୁ ଓ ଧ୍ୱଂସବିଧ୍ୱଂସ୍ତର ବିଭୀଷିକା

ବିଶ୍ୱବାସୀ ଧୁମଧାମରେ ବଡ଼ ଦିନ ପାଳନ କରୁଥିବାବେଳେ ରୁଷ ପକ୍ଷରୁ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରାଯାଇଛି। ୟୁକ୍ରେନ ଉପରେ ରୁଷ ପକ୍ଷରୁ ୭୦ରୁ ଅଧିକ ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ ମାଡ଼ ହୋଇଛି। ଏହାଦ୍ୱାରା ୟୁକ୍ରେନର ବିଭିନ୍ନ ସହର ଧ୍ୱଂସବିଧ୍ୱଂସ୍ତ ହୋଇଯାଇଛି। ଖ୍ରୀଷ୍ଟମାସରେ ଏପରି ଆକ୍ରମଣକୁ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ନିନ୍ଦା କରିବା ସହ ଏହା ଏକ ଅମାନବୀୟ କାଣ୍ଡ ବୋଲି କହିଛନ୍ତି। ୟୁକ୍ରେନ ସରକାରଙ୍କ କହିବା କଥା ଯେ ଖ୍ରୀଷ୍ଟମାସରେ ହୋଇଥିବା…

Read More

ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା; ୪ମୃତ

ଉତ୍ତରାଖଣ୍ଡ ଭୀମତାଲ ନିକଟରେ ବଡ଼ ଧରଣର ବସ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ବସ୍ ରେ ପ୍ରାୟ ୨୭ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାର ସୂଚନା ପାଇ ଏଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଭୀମତାଲରୁ ହଲଦ୍ବାନୀ ଆଡ଼କୁ ଯାଉଥିବା ରୋଡଓ୍ବେଜ ବସ୍ ଦୁର୍ଘଟଣାର ଶିକାର ହୋଇଛି। ବସ୍ରେ ପ୍ରାୟ ୨୦ରୁ ୨୭ ଜଣ…

Read More

ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ମାର୍ଚ୍ଚରେ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା । ଜାନୁଆରୀ ଶେଷ ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ମାର୍ଚ୍ଚରେ ଏକସଙ୍ଗେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ତେବେ ଏହି ଟଙ୍କାର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ…

Read More

କୁହୁଡି ଯୋଗୁଁ ବଡ଼ ଧରଣର ବିମାନ ଦୁର୍ଘଟଣା

କଜାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏହି ବିମାନରେ ୬୭ ଯାତ୍ରୀଙ୍କ ସହ ୫ କ୍ରୁ ମେମ୍ୱର ଥିବାର ସୂଚନା ମିଳିଛି । ଖବର ଅନୁଯାୟୀ, ଆଜେରବାଇଜାନ ବିମାନଟି ବାକୁ ରୁ ଋଷର ଗ୍ରୋଜନୀ ଅଭିମୁଖେ ଯାତ୍ରା କରୁଥିଲା ।କିନ୍ତୁ କୁହୁଡ଼ି ହେତୁ ବିମାନଟି ଅନ୍ୟ ଦିଗକୁ ଚାଲିଯାଇଥିଲା । କିଛି ଟ୍ୱିଟରରୁ ହ୍ୟାଣ୍ଡେଲରେ ବିମାନରେ ୧୦୫ ଜଣ ଯାତ୍ରୀ ଥିବାର ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜେରବାଇଜାନ ଏବଂ ଋଷର…

Read More