Satej News

୨୦୨୭ରେ ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ

ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ। ସମୀକ୍ଷା ପରେ ଅପରାଜିତା ଏହି ସୂଚନା ଦେଇଛନ୍ତି। ପ୍ରଥମେ ପର୍ଯ୍ୟାୟରେ ୨୬ କି.ମିରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ଏପରିକି ୨୦ଟି ଷ୍ଟେଶନରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା ରହିବ ବୋଲି ଅପରାଜିତା କହିଛନ୍ତି।ପ୍ରଥମ ପର୍ଯ୍ୟାୟରେ ୧୩ଟି ଟ୍ରେନ ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଟ୍ରେନରେ ୩ଟି…

Read More

ପରିବର୍ତ୍ତନ ଫାଉଣ୍ଡେସନ ତରଫରୁ ସଫେଇ କାର୍ଯ୍ୟକ୍ରମ

ପରିବେଶ ସୁନ୍ଦର ଓ ସୁସ୍ଥ ରହିଲେ ସମାଜ ମଧ୍ୟ ସୁସ୍ଥ ସୁନ୍ଦର ହୋଇପାରିବ l ଏକ ସୁସ୍ଥ ସମାଜ ପାଇଁ ପରିବେଶ ଯେପରି ଗୁରୁତ୍ୱ ପୂର୍ଣ୍ଣ ପରିବେଶ କୁ ସଫା ସୁତୁରା ରଖିବା ମଧ୍ୟ ସେତିକି ଗୁରୁତ୍ୱ ପୂର୍ଣ୍ଣ l ଏହି ଉଧେଶ୍ୟ ନେଇ ଆଜି ନବରଙ୍ଗପୁର ସାମାଜିକ ସଂଘଠନ “ପରିବର୍ତ୍ତନ ଫାଉଣ୍ଡେସନ ” ତରଫରୁ ସ୍ଥାନୀୟ ବିନୋଦ ବିହାର କଲେଜ,ନବରଙ୍ଗପୁର ଠାରେ ଏକ ସଫେଇ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ…

Read More

ପୁରୀରେ ନୌସେନା ଜୋରସୋରରେ ପ୍ରସ୍ତୁତି

ଡିସେମ୍ବର ୪ ତାରିଖ ସୋମବାର ଅପରାହ୍ଣରେ ପାଳିତ ହେବ ନୌସେନା ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଆଗରେ ଯୁଦ୍ଧ କୌଶଳ ଦେଖାଇବେ ନୌବାହିନୀର ଦୁର୍ଦ୍ଦଷ କମାଣ୍ଡୋ ମାର୍କୋସ୍‌। ଏହା ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ‌ ବିଚ୍‌ରେ ଆରମ୍ଭ ହୋଇଛି ଯୁଦ୍ଧାଭ୍ୟାସ(ରିହର୍ସାଲ୍)। ଆଜି ଏହି ଯୁଦ୍ଧାଭ୍ୟାସର ଦ୍ବିତୀୟ ଦିନରେ କମାଣ୍ଡୋମାନେ ବିସ୍ଫୋରଣ ସହ ଗୁଳିଗୋଳା ବର୍ଷାର ଦୃଶ୍ୟ ଦେଖାଇଛନ୍ତି। ନୌସେନାର ଲଢ଼ୁଆ ହେଲିକପ୍ଟର୍‌ ସହ ଫାଇଟର୍‌ ଜେଟ୍‌ଗୁଡ଼ିକ ଆକାଶ ମାର୍ଗରେ ଚକ୍କର…

Read More

ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ

ତିନି ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦିପାବଳୀ ଉତ୍ସବ ।  ସତ୍ୟ, ଦ୍ୱାପର ଓ ତ୍ରେତୟା ଯୁଗର ପିତୃପୁରୁଷଙ୍କୁ ଠାକୁରେ ଶ୍ରାଦ୍ଧ ଦେବେ । ଏହି  ଅବସରରେ ଦୀପ ମାଳାରେ ସୁଶୋଭିତ ହେବ ଶ୍ରୀମନ୍ଦିର । ଦେବ ଦୀପାବଳି ଉତ୍ସବ  ଦିବସ ସନ୍ଧ୍ୟାରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ତିନି ଠାକୁର ଶୁଭ୍ରବସ୍ତ୍ର ପରିଧାନ କରିଥିବେ । ଠାକୁରମାନଙ୍କୁ ବହୁମୂଲ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ ।  ଏହି ଅବସରରେ ପିତୃପୁରୁଷଙ୍କ ପାଇଁ ପିଣ୍ଡ…

Read More

ନଦୀରେ ଓଲଟିଲା ଡଙ୍ଗା

ନାଇଜର ନଦୀରେ ଓଲଟିଲା ଡଙ୍ଗା । ବଜାରକୁ ଖାଦ୍ୟ ନେଇ ଯାଉଥିବା ସମୟରେ ଅଚାନକ ଡଙ୍ଗା ଓଲଟି ପଡ଼ିବା ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି ।ଡଙ୍ଗାରେ ପାଖାପାଖି ୨୦୦ ଯାତ୍ରୀ ଯାତ୍ରା କରୁଥିବା ବେଳେ ସେମାନେ କୋଗୀ ରାଜ୍ୟରୁ ପଡ଼ୋଶୀ ରାଜ୍ୟ ନାଇଜରକୁ ଯାଉଥିଲେ । ମାତ୍ର ଅଧାବାଟରେ ଘଟିଥିଲା ଏପରି ଏକ ଅଘଟଣ ।…

Read More

ଚର୍ଚ୍ଚାରେ ରଶ୍ମିକା ଓ ଅଲ୍ଲୁ

ଖୁବ ଶୀଘ୍ର ଥିଏଟର୍ସରେ’ପୁଷ୍ପା ୨’ଧମାଲ କରିବାକୁ ଯାଉଛି । ଏହି ଫିଲ୍ମ ୫ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ତେଣୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ଜୋରଦାର ପ୍ରମୋସନ କରୁଛନ୍ତି ଅଲ୍ଲୁ । ନିକଟରେ ଦୁହେଁ ମୁମ୍ବାଇରେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଲୁ ଅର୍ଜୁନଙ୍କ ଏହି ଫଟୋ ମୁମ୍ବାଇର ବୋଲି ଜଣାପଡ଼ିଛି । ଯେଉଁଠାରେ ସେ ଶୁକ୍ରବାର ସକାଳେ ପହଞ୍ଚିଥିଲେ…

Read More

ସାବଧାନ!ଆଖି ସମସ୍ୟା ହେଉଛି କି?

ଶରୀରରେ କିଛି ବି ଅସୁବିଧା ହେଲେ ଚଳିବ ହେଲେ ଯଦି ଆମ ଆଖିରେ କିଛି ଅସୁବିଧା ହେବ ତାହାଲେ କଥା ସରିଲା । କାହିଁକି ନା କଥାରେ ଅଛି ଆଖି ନାହିଁ ତ କିଛି ନାହିଁ । ଆଖିରେ ଆମେ ସବୁ କିଛି ଦେଖିଥାନ୍ତି । ଭଲ, ମନ୍ଦ ଆମେ ଜାଣିପାରନ୍ତି ।ଯଦି ଆମକୁ କେହି ଖରାପ ଖାଦ୍ୟ ଖାଇବା ପାଇଁ ଦେଉଛନ୍ତି, ତାହାକୁ ଆମେ ଏକ୍ସପାୟାର ଚେକ୍‌ କରି ଖାଇଥାନ୍ତି । ଯଦି ଏଭଳି ପରିସ୍ଥିତିରେ…

Read More

ତଳକୁ ଖସିଲା ଜିଡିପି

ଚଳିତ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ହ୍ରାସ ପାଇଛି। ଆଗାମୀ ୩ ବର୍ଷରେ ଭାରତର ଜିଡିପି ୫ ଟ୍ରିଲିୟନ ଡଲାର ଛୁଇଁବା ସହ ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବା ସହ ୨୦୩୦ ବେଳକୁ ୭ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚତ୍ବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇବା ଚିନ୍ତାଜନକ ହୋଇଛି। ତଥାପି ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ରହିଥିବା ଶୁକ୍ରବାର…

Read More

ଟ୍ରମ୍ପଙ୍କ ଜୀବନ ବିପଦରେ :ପୁଟିନ

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରିଛନ୍ତି। ୟୁକ୍ରେନ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ମଧ୍ୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଟ୍ରମ୍ପ କିଛି କରିବାକୁ ଚାହାଁନ୍ତି ତେବେ ତାହା କର ନଚେତ୍‌ ଆମେ କ୍ୱିଭରେ ନିଆଁ ଲଗାଇଦେବୁ। ତାଙ୍କୁ ରସାତଳ କରିଦେବୁ। ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତିଙ୍କ ଏହି ଦୁଇଟି ବିବୃତ୍ତିର ଅର୍ଥ ଜଣାପଡୁଛି।ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ…

Read More

ଓଡିଆ ସାମ୍ବାଦିକଙ୍କୁ ପନ୍ନୁର ଧମକ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଧମକ । ଡିଜିପି କନଫରେନ୍ସକୁ ପୁଣି ପନ୍ନୁ ଟାର୍ଗେଟ କରିଛି । ଗୁରପତୱନ୍ତ ପନ୍ନୁ ନାଁରେ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ଅଭିଯୋଗ ହୋଇଛି । ଖଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କା ପୁରୁସ୍କାର ଦେବା ପାଇଁ କୁହାଯାଇଥିବା ବେଳେ ମେଲରେ ଡିଜିପି ସମ୍ମିଳନୀ ଭଣ୍ଡୁର ପାଇଁ ମେଲ ଆସିଥିବା ଜଣାପଡିଛି । ଏହାସହିତ ଅଡିଓ ମେସେଜରେ ଭୁବନେଶ୍ବର ଏୟାରପୋର୍ଟକୁ ଟାର୍ଗେଟ କରାଯାଇଥିବା ମଧ୍ୟ ଜଣାପଡିଛି…

Read More