ଲଞ୍ଚ ହେବ ପ୍ରୋବା-୩ ମିଶନ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆଜି ସନ୍ଧ୍ୟା ୪ଟା ୮ ମିନିଟ ସମୟରେ ୟୁରୋପୀୟ ମହାକାଶ ଏଜେନ୍ସି ର ପ୍ରୋବା-୩ ମିଶନ ଲଞ୍ଚ କରିବ ଇସ୍ରୋ । ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ ସେଣ୍ଟରର ଲଞ୍ଚପ୍ୟାଡ ୧ରୁ ପିଏସଏଲଭି ଏକ୍ସଏଲ ରକେଟରେ ଏହାକୁ ଉତକ୍ଷେପଣ କରାଯିବ । ତେବେ ଯେଉଁମାନେ ଚାହିଁବେ ସେମାନେ ସିଧାପ୍ରସାରଣ ମଧ୍ୟ ଦେଖିପାରିବେ । ୟୁଟ୍ୟୁବ କିମ୍ବା ଇସ୍ରୋ ୱେବସାଇଟରେ ଏହାକୁ ଦେଖି ହେବ । ଏହି ବ୍ୟବହୃତ ହେଉଥିବା…
