Satej News

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିନ୍ଦେ

ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ମୁମ୍ବାଇର ଆଜାଦ ମଇଦାନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଫଡନ୍‌ବିସଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଫଡ୍‌ନବିସଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ଶିନ୍ଦେ ଏବଂ ଅଜିତ ପାୱାର ମଧ୍ୟ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ଏକନାଥ ଶିନ୍ଦେ ଶେଷ ମୁହୂର୍ତ୍ତରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅଜିତ ପାୱାରଙ୍କ ସହ ସେ ଶପଥ ଗ୍ରହଣ କରିଥିଲେ ମଧ୍ୟ…

Read More

ଓୟୁଏଟିରେ ଅଭିଭାଷଣ ଦେଲେ ରାଷ୍ଟ୍ରପତି

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ-ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୃଷି ଉତ୍ପାଦନରେ ଅନୁଷ୍ଠାନର ଯଥେଷ୍ଟ ଅବଦାନ ରହିଛି ବୋଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି। ଆମ ସଂସ୍କୃତି , ପରମ୍ପରା ଓ ଜୀବିକାର ଆଧାର କୃଷି କାର୍ଯ୍ୟ । ଦଶନ୍ଧିରେ ଭାରତ କୃଷି ଉତ୍ପାଦନର ଅଭୂତପୂର୍ବ ସଫଳତା ପାଇଛି ।ଏବେ ଭାରତ ଅନ୍ୟ ଦେଶକୁ କୃଷି ଦ୍ରବ୍ୟ ରପ୍ତାନୀ କରୁଛି ।…

Read More

ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ

ମୁମ୍ବାଇରେ ସଲମାନଙ୍କ ଏକ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଜଣେ ଅଜଣା ଯୁବକ ଶୁଟିଂ ସେଟ୍‌ ମଧ୍ୟରେ ପଶି ସଲମାନଙ୍କୁ ଧମକ ଦେଇଛନ୍ତି। ଉକ୍ତ ଯୁବକ ସୁରକ୍ଷା କର୍ମୀଙ୍କୁ ଧୂଳି ଚଟାଇ ଶୁଟିଂ ସେଟ ମଧ୍ୟରେ ପଶିଥିଲେ। ସେ ସଲମାନଙ୍କୁ ଦୂରରୁ ଦେଖି ଚିଲ୍ଲାଇବା ସହ ଲରେନ୍ସ  ବିଷ୍ଣୋଇଙ୍କୁ ଡାକିବି କି ବୋଲି ପଚାରିଥିଲେ। ସେଠାରେ ତାଙ୍କୁ ସୁରକ୍ଷା କର୍ମୀ କାବୁ କରିବାରେ ସଫଳ ହୋଇଥିଲେ। ଶିବାଜୀ ପାର୍କ ଥାନାରେ ପୋଲିସ ଉକ୍ତ ଯୁବକଙ୍କ ପଚରାଉଚରା କରୁଛି। ଯୁବକ…

Read More

ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ହିଂସା

ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହିଂସା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୟୁନୁସ ସରକାରଙ୍କ ହସ୍ତକ୍ଷେପ ସତ୍ତ୍ୱେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ମୌଳବାଦୀଙ୍କ ଏକ ଦଳ ସୁମଙ୍ଗଞ୍ଜ ଜିଲାର ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିବା ଜଣାପଡିଛି।ବୁଧବାର ପୁଣିଥରେ ହିନ୍ଦୁଙ୍କ ଘରେ ଆକ୍ରମଣ କରାଯାଇଛି। ଜଣେ ହିନ୍ଦୁ ଯୁବକ ଫେସବୁକ ପୋଷ୍ଟରେ ଏହାର ନିନ୍ଦା କରିଥିବା ଅଭିଯୋଗ ହେବା ପରେ ଏହି ହିଂସା କରାଯାଇଥିଲା।ଏହି ଆକ୍ରମଣକାରୀ ୧୦୦ରୁ ଅଧିକ ହିନ୍ଦୁଙ୍କ ଘରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।…

Read More

ଲଞ୍ଚ ହେବ ହୁଣ୍ଡାଇ କ୍ରେଟା ଇଭି

ଖୁବ ଶୀଘ୍ର ଏହାର ଇଲେକ୍ଟ୍ରିକ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ବର୍ତ୍ତମାନ ଭାରତୀୟ ବଜାରରେ ହୁଣ୍ଡାଇ କ୍ରେଟା ଇଭି ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି । ଜାନୁଆରୀ ୨୦୨୫ ରେ କମ୍ପାନୀ ଦ୍ୱାରା ଏହି ଗାଡି ଲଞ୍ଚ ହେବ । ଅଟୋ ଏକ୍ସପୋ ୨୦୨୫ ରେ ଏହା ଲଞ୍ଚ ହେବ ବୋଲି ଆଶା କରାଯାଉଛି । ତେବେ କମ୍ପାନୀ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ଏହି ସୂଚନା ଦେଇନାହିଁ ।ଲଞ୍ଚ ପୂର୍ବରୁ, କ୍ରେଟା ଇଭି…

Read More

ଆଣ୍ଠୁ-ଗଣ୍ଠୀ ସମସ୍ୟା ହେଉଛି କି! ଆପଣାନ୍ତୁ ଏହି ଉପାୟ

ଶୀତଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାରଣ ଏହି ଋତୁରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଅନେକ ଲୋକ ବହୁତ ପ୍ରକାର ସମସ୍ୟାରେ ପାଡୀତ ହୋଇଥାଆନ୍ତି । ଯେମିତିକି ଥଣ୍ଡା, କାଶଠାରୁ ଆରମ୍ଭ କରି ଆଣ୍ଠୁ-ଗଣ୍ଠୀ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଆଣ୍ଠୁ-ଗଣ୍ଠୀ ସମସ୍ୟା ପ୍ରାୟତଃ ସମସ୍ତ ଲୋକଙ୍କଠାରେ ଦେଖାଦେଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ବହୁତ କିଛି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ହେଲେ…

Read More

ଓଟିଟି ଆୱାର୍ଡ ୨୦୨୪ ; ଦିଲଜିତ୍‌-କରୀନାଙ୍କୁ ଶ୍ରେଷ୍ଠ କଳାକାର ଆୱାର୍ଡ

ନିକଟରେ ଡିସେମ୍ବର ୧ରେ ଫିଲ୍ମଫେୟାର ଓଟିଟି ପୁରସ୍କାର ୫ମ ସଂସ୍କରଣ ଆୟୋଜନ କରାଯାଇଥିଲା । ଏଥିରେ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଧାରାବାହିକ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ମନୋରଞ୍ଜନ ଜଗତର ବଡ଼ ବଡ଼ ବ୍ୟକ୍ତିତ୍ୱମାନେ ଏହି ଲୋକପ୍ରିୟ ପୁରସ୍କାର କାର୍ଯ୍ୟରେ ଯୋଗ ଦେଇଥିଲେ । ଚଳିତବର୍ଷ ଫିଲ୍ମଫେୟାର ଓଟିଟିରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ‘ଅମର ସିଂ ଚମକିଲା’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ଜିତିଛନ୍ତି । ଏଥି ସହିତ ବଲିଉଡ୍‌ର ବେବୋ କରୀନା…

Read More

ସାଟେଲାଇଟରେ ସମସ୍ୟା

PROBA-3 ମିଶନକୁ ବୈଷୟିକ ତ୍ରୁଟି କାରଣରୁ ସ୍ଥଗିତ ରଖାଯାଇଛି । ଏହି ମିଶନକୁ ଆସନ୍ତାକାଲି ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି । କାଲି ସନ୍ଧ୍ୟା ୪ଟା ୧୨ରେ ISRO ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ମିଶନକୁ ଲଞ୍ଚ୍ କରିବ ।PROBA-3 ହେଉଛି ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) ର ଏକ ମିଶନ୍ । PROBA-3 ମିଶନ୍ ସୂର୍ଯ୍ୟଙ୍କ କରୋନା ଅଧ୍ୟୟନ କରିବ । ESA ମୁତାବକ, ଏହି ମିଶନ୍ ସୂର୍ଯ୍ୟଙ୍କ ବାୟୁମଣ୍ଡଳର ବାହ୍ୟ ଏବଂ ଉତ୍ତପ୍ତ ସ୍ତରକୁ ଅଧ୍ୟୟନ କରିବ…

Read More

ବଢ଼ିବ ଶୀତ

ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ହ୍ରାସ ସମ୍ଭାବନା ରହିଛି ।  ଦୁଇ ଦିନ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ ।   ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗଡ଼ା, ବରଗଡ଼ ଏବଂ ୯ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ସମେତ ଗଜପତି ଜିଲ୍ଲାର କିଛି ସ୍ଥାନରେ…

Read More

ରାଷ୍ଟ୍ରପତିଙ୍କ ଗସ୍ତର ୩ୟ ଦିନ

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ-ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏଥିପାଇଁ ସଜେଇ ହୋଇଛି କ୍ୟାମ୍ପସ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ଆଜି ଦିନ ତମାମ ଭୁବନେଶ୍ବରରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ ।ଗତକାଲି ପୁରୀରେ ନୌସେନା ଦିବସରେ ସାମିଲ ହେବା ପରେ ଏବେ ପୁରୀ ରାଜଭବନରେ ଅଛନ୍ତି ମହାମହିମ । ସକାଳ ୯ଟା ୩୫ରେ ଭୁବନେଶ୍ବର ଅଭିମୁଖେ ଆସିବେ…

Read More