ଏଟିଏମ୍ ରୁ ଉଠାଇପାରିବେ PF ଟଙ୍କା
ବେସରକାରୀ କ୍ଷେତ୍ରର କର୍ମଚାରୀମାନଙ୍କୁ ଅବସରକାଳୀନ ଆର୍ଥିକ ସୁରକ୍ଷା ପ୍ରଦାନ କରୁଥିବା ଏହି ବ୍ୟବସ୍ଥା ବହୁତ ଜଲଦି ଏକ ବଡ଼ ପରିବର୍ତ୍ତନ ସହିତ ଆସିପାରେ । ଏହା କର୍ମଚାରୀମାନଙ୍କ ମୁଖ୍ୟ ସମସ୍ୟାକୁ ଦୂର କରିବ ।ଏହି ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀମାନେ ଟଙ୍କାର ଆବଶ୍ୟକ ସମୟରେ ଏଟିଏମ୍ ଉପଯୋଗ କରିପାରିବେ । ଡେବିଟ୍ କାର୍ଡ ବ୍ୟବହାର କରି ସେମାନେ PF ଟଙ୍କା ଉଠାଇ ପାରିବେ ।ଏଟିଏମରୁ ଟଙ୍କା ଉଠାଣର ଲିମିଟ୍ ମଧ୍ୟ ସ୍ଥିର କରାଯିବ । ଏହା ଦ୍ୱାରା ଅବସର…
