ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଅବଦୁଲ୍ ରେହମାନ ମକ୍କି ମୃତ
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଜମାତ-ଉଦ-ଦାଓ୍ଵା ସଂଗଠନର ଡେପୁଟି ମୁଖ୍ୟ ହାଫିଜ୍ ସୟିଦଙ୍କ ଭିଣୋଇ ହାଫିଜ୍ ଅବଦୁଲ୍ ରେହମାନ ମକ୍କିର ମୃତ୍ୟୁ । ହୃଦଘାତରେ ଆତଙ୍କବାଦୀ ମକ୍କିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜମାତ-ଉଦ-ଦାୱାର ଅନୁଯାୟୀ ଅବଦୁଲ ରେହମାନ ମକ୍କି ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ ଲାହୋରର ଏକ ଘରୋଇ ହସ୍ପିଟାଲରେ ଥିଲେ । ଜମାତର ଅଧିକାରୀ କହିଛନ୍ତି ଆଜି ସକାଳେ ମକ୍କିଙ୍କୁ ହୃଦଘାତ ହୋଇଥିଲା ଏବଂ ଡାକ୍ତରଖାନାରେ ତାଙ୍କର…
