୧୮୦ ରନ୍ ରେ ଅଲ୍ ଆଉଟ୍ ହେଲା ଭାରତ
ପ୍ରଥମ ଇନିଂସରେ ୧୮୦ ରନ୍ ରେ ଅଲ୍ ଆଉଟ୍ ହେଲା ଭାରତ । ଜବାବରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୮୬ ରନ୍ କରି ନେଇଛି । ୯୪ ରନରେ ପଛରେ ଥିବା ଅଷ୍ଟ୍ରେଲିଆ ହାତରେ ଆହୁରି ୯ଟି ୱିକେଟ୍ ରହିଛି । ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟର ଫେଲ୍ ହୋଇଗଲେ ।ଟପ ସ୍କୋରରେ ଥିଲେ ନିତିଶ ରେଡି। ସେ ୪୨ ରନ୍ କରିଥିଲେ। କେ ଏଲ ରାହୁଲ ୩୭, ଗିଲ୍ ୩୧, ଅଶ୍ବିନ ୨୨ ଓ…
